ଆମ ସଂସ୍କୃତି ଆମ ଖେଳନା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ଅନ୍ତର୍ଗତ ଗିରିଶୋଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ମଦନ ମୋହନ ଉଚ୍ଚ ବିଦ୍ୟାଳଠାରେ ଗୀରିଶୋଲା ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ବଦ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ''ଆମ ସଂସ୍କୃତି ଆମ ଖେଳନା '' ନାମକ ଏକ କର୍ମ ଶା ଲା ଅନୁଷ୍ଠିତ ହୋଇଥିଲା।

ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ, ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ‌ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହୋଇପାରିଛି। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଲା। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ

ଏକ ଘଣ୍ଟାର ବର୍ଷାରେ ବ୍ରହ୍ମପୁରବାସୀଙ୍କ ହାଲତ ବେହାଲ…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର । କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ରହ୍ମପୁର ସହର ନାମକୁ ମାତ୍ର କାଗଜ କଲମରେ ହିଁ ମହାନଗର ଆଖ୍ୟା ପାଇଛି । ସହରର ରାସ୍ତାଘାଟର ଦୂରାବସ୍ଥା କହିଲେ ନସରେ । ବ୍ରହ୍ମପୁର ସହରରେ ଡ୍ରେନ୍ ଗୁଡ଼ିକ ଭାଙ୍ଗିରୁଜି ଦୀର୍ଘ ଦିନ ଧରି

ବିଜେଡିରୁ ପ୍ରାର୍ଥୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମ ଘୋଷଣା ପରେ ଦୀପାଳି ଦାସ ଶନିବାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି। ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ। ବାପାଙ୍କ ପରେ ଦଳ

କୋଟିଆରେ ଆନ୍ଧ୍ର ଅଫିସରଙ୍କୁ ଗୋ’ ବ୍ୟାକ୍‌ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। କୋଟିଆ ମାଟିରେ ଆନ୍ଧ୍ରପ୍ରଦେଶର ବଳପୂର୍ବକ ପ୍ରବେଶକୁ କଡ଼ା ଜବାବ ଦିଆଯିବ। ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ କୋଟିଆ ଗସ୍ତ କରି

ବାଲିଗୁଡା ରେ ୮୮ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ "ବନ୍ଦେ

ରାଧେଶ୍ୟାମ ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ଓଡିଶା ଦିବସ ପାଳିତ

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ ଛତ୍ରପୁର : ଓଡିଶା ଦିବସ ଉତ୍କଳର ଗର୍ବ, ଗୈାରବ ଓ ଗାରିମାର ଦିବସ । ଯେଉଁ ମହାପୁରୁଷ ମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରୀ କରଣ କରିଥିଲେ ସେମାନଙ୍କୁ ଭକ୍ତିଭରା ପ୍ରଣତି ଜଣାଇବା ଓ ସ୍ମରଣ କରିବାର ଦିବସ । ଏହି ଅବସରରେ ଜିଲ୍ଲାର

୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

ଭୁବନେଶ୍ବର : ଗତ ବର୍ଷ ଅନୁଷ୍ଠିତ ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଂଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ) ସବୁଜ ସଂକେତ ଦେଇଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏଚଏଲସିଏ ବୈଠକରେ

୮୮ତମ ଉତ୍କଳ ଦିବସ ପାଳନ ସହ ନୂତନ ଶିକ୍ଷାବର୍ଷର ପ୍ରଥମ ଦିନୋତ୍ସଵ ପାଳିତ

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ସହ ନୂତନ ଶିକ୍ଷା ବର୍ଷର ପ୍ରଥମ ଦିନୋତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ରାମାଧିନ ସଂସ୍କୃତ

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର : ୮୮ ତମ ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥିତ ପୋଲିସ ପରେଡ ପଡିଆଠାରେ ପାଳିତ ହୋଇଛି। ଉକ୍ତ ଦିବସରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ମଧ୍ୟ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଓଡିଶା ର ରାଜ୍ୟପାଳ ଓ