Sign in
Sign in
Recover your password.
A password will be e-mailed to you.
ଦିଅରର କଟୁରୀ ଚୋଟରେ ଭାଉଜ ମୃତ
ଯାଜପୁର: ଭାଉଜକୁ ହାଣିଲା ଦିଅର। ଘଟଣାସ୍ଥଳରେ ଭାଉଜର ମୃତ୍ୟୁ। ଏଭଳି ବିଭତ୍ସ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମରେ। ମୃତ ମହିଳା ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ। ଆଜି ସକାଳୁ ଅନିତା ଘର ଦାଣ୍ଡ ପହଁରୁ ଥିବା ସମୟରେ ଦିଅର ଜୟନ୍ତ ନାୟକ ଘର!-->…
ଇଡି-ସିବିଆଇ ଜାଲରେ ସିସୋଦିଆ ଘାଇଲା..
ନୂଆଦିଲ୍ଲୀ : ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜାଲରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘାଇଲା। କେବେ ସିବିଆଇତ ପୁଣି କେବେ ଇଡି ତାଙ୍କୁ ତଦନ୍ତ ଫାସରେ ଫସେଇ ନାକେଦମ କରିସାରିଲେଣି। ସିସୋଦିଆ ଏବେ ତିହାର ଜେଲରେ ଥିବା ବେଳେ ଉଭୟ ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ!-->…
ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା
ବ୍ରହ୍ମପୁର: ଆରମ୍ଭ ହୋଇଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ବିରାଟ ପଟୁଆରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ଦେଶୀବେହେରା ସାହିରେ ଥିବା ବାପଘରକୁ ବିଜେ କରିଛନ୍ତି ମା’। ପରମ୍ପରା ଅନୁସାରେ ଯାତ୍ରାର ମୁଖ୍ୟ ପୁରୋଧା ଦୁର୍ଗା ପ୍ରସାଦ ଦେଶୀ!-->…
ମଝିଆ ଭାଇର ସାବଳ ମାଡରେ ସାନ ଭାଇ ମୃତ୍ୟୁ
ବୀରମିତ୍ରପୁର- ବୀରମିତ୍ରପୁର ସହର ନିକଟସ୍ତ ବାର୍ହା ମାସ ଗ୍ରାମ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣାଘଟିଯାଇଛି।ଗ୍ରାମରେ ଶିବାଜୀ ମାଝୀ ବୟସ ୫0 ଓ ବୁଦ୍ଧରାମ ମାଝୀ ବୟସ 48 ,ଦୁଇ ଭାଇ ମଧ୍ୟରେ କୌଣସି କାରଣ କୁ ନେଇ ଯୁକ୍ତି ତର୍କ ହୋଇଥିଲା।ଏଥିରେ ମଝିଆ ଭାଇ ଉତକ୍ଷୀପ୍ତ ହୋଇ ଘର ଭିତରକୁ ଯାଇ ଏକ!-->…
ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ: ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ…
ବଲାଙ୍ଗିର: ବଲାଙ୍ଗିରରେ କିପରି ଚାଲିଥିଲା ଜାଲ ସାର୍ଟିଫିକେଟ ରାକେଟ । ଏସବୁ ଘଟଣାକୁ ଗୋଟି ଗୋଟି କରି କହିବେ ଅଭିଯୁକ୍ତ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଆଜି ଠାରୁ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଚାରିଜଣ ଅଭିଯୁକ୍ତଙ୍କୁ ୫!-->…
ସିବିଆଇ-ଇଡି ପ୍ରସଙ୍ଗ: ମୋଦି ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୧୪ ଦଳ ନିରାଶ
ନୂଆଦିଲ୍ଲୀ : କେନ୍ଦ୍ରସରକାର ନିଜ କ୍ଷମତାର ଦୁରୁପଯୋଗ କରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଖାରଜ ହୋଇଯାଇଛି। ଏହି ମାମଲାର ବିଚାର ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଛନ୍ତି। କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ!-->…
ପୁରୁଣା ପ୍ରେମିକର ଉପହାର ହେଲା କାଳ : ବର ସହ ଭାଇର ମୃତ୍ୟୁ ପରିବାରର ୪ସଦସ୍ୟ ଗୁରୁତର…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏକ ବିବାହ ଉତ୍ସବରେ ନିମନ୍ତ୍ରଣ ଅତିଥି ଦେଇଥିବା ଉପହାର ହୋମ ଥିଏଟେରରେ ବିସ୍ପୋରଣ। ଏଥିରେ ନବ ବିବାହିତ ବର ଏବଂ ବରର ଭାଇ ମୃତ୍ୟୁ ବରଣ କରିଛନ୍ତି। ପାରିବାରର ଚାରି ଜଣ ଗୁରୁତର।ଗତ କାଲି ଛତିଶଡ଼ର କବିରଧାମ ଜିଲ୍ଲା ଚମାରି ଗାଁ!-->!-->!-->…
କନ୍ଧମାଳ ପୁଲିସକୁ ମିଳିଛି ବଡ ସଫଳତା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର…
ଫୁଲବାଣୀ: ୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସ କୁ ମିଳିଛି ବଡ ସଫଳତା l ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି।!-->!-->!-->…
ବାଲି ମାଫିଆ ଙ୍କ କବ୍ଜା ରେ ରାଉରକେଲା ତହସିଲ : କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ…
ରାଉରକେଲା- ରାଉରକେଲା ତହସିଲ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ଏହାକୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟରେ ଥିବା ଅମଲା ତନ୍ତ୍ର ଚୁପ l ସୂଚନା ଥାଉକି ଏହି ତହସିଲ ଅଧିନରେ ଚାରି ଟି ବଡ଼ ବଡ଼ ବାଲୁକା ଶଯ୍ୟା ରହିଛି।ଯାହାଗତ ବର୍ଷ!-->…
ଚୈତ୍ରମାସର ୪ର୍ଥ ପାଳିରେ ଭାସିଲା ହଣ୍ଡା ହଣ୍ଡା କାନିକା ଓ ରସଗୋଲା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ଥିଲା ଚତୁର୍ଥ ମଙ୍ଗଳବାର।ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ସକାଳୁ ଫୁଲବାଣୀ ଅମଲାପଡ଼ା ସ୍ଥିତ!-->…