Sign in
Sign in
Recover your password.
A password will be e-mailed to you.
ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ ବଡ଼ ବାବୁ…
ଭୁବନେଶ୍ୱର : ସବୁ ସଚିବ ଓ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଫିଲ୍ଡ ଭିଜିଟ୍ କରିବେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର । ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ!-->…
ପୁଲିସ ହେପାଜତରୁ ଖସି ପଳାଇଲେ ଦୁଇଜଣ ଲଶ୍କର-ଏ-ତଇବା ଆତଙ୍କବାଦୀ
ବାରାମୁଲ୍ଲା: ପୁଲିସ ହେପାଜତରୁ ଖସି ପଳାଇଲେ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ଏକ ମଦ ଦୋକାନରେ ହୋଇଥିବା ବୋମା ବିସ୍ଫୋରଣରେ ସମ୍ପୃକ୍ତ ଦୁଇଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ବୁଧବାର ସକାଳେ ପୁଲିସ ହେପାଜତରୁ ଖସି ପଳାଇଥିବା ଜଣାପଡ଼ିଛି।ମାରୁଫ ନାଜିର!-->…
ପୁଣି ଚିଲିକାର ଅଟକିଲା ଯାତ୍ରୀବାହୀ ଘାଟ ଡଙ୍ଗା
ବ୍ରହ୍ମଗିରି: ସାତପଡ଼ା ଚିଲିକା ରେ ଜହ୍ନିକୁଦା ରୁ ସାତପଡ଼ା କୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା, ଜହ୍ନିକୁଦା ଠାରୁ ୩୦୦ମିଟର ଆସିବା ପରେ ଫସି ରହିଛି। ଏହି ଘାଟ ଡଙ୍ଗା ରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିଲା ବେଳେ ୨୦ରୁ ଉର୍ଦ୍ଧ ବାଇକ ରହିଛି। କିଛି ମହିଳା ଯାତ୍ରୀ ଥିବା ଜାଣିବାକୁ ମିଳିଛି।!-->…
ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ
ଭୁବନେଶ୍ୱର :ରାଜ୍ୟରେ ମେ ପହିଲାରୁ ଆରମ୍ଭ ହେବ ଓବିସି ବା ପଛୁଆ ବର୍ଗ ସର୍ଭେ। ଯାହା ମେ’ ୨୦ ତାରିଖରେ ସରିବ। ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
ବିଭାଗୀୟ!-->!-->!-->…
ଆଗାମୀ କିଛି ଦଶନ୍ଧି ଧରି କଂଗ୍ରେସ କ୍ଷମତାକୁ ଫେରିବ ନାହିଁ : ଆଜାଦ୍
ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ ଶନିବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ଦଳରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ଆସନ୍ତା ଥର କଣ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ କ୍ଷମତାକୁ ଫେରିପାରିବ ନାହିଁ । ଗୁଲାମ!-->…
ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା…
ଦେବଗଡ଼ : ଅଫିସରୁ ଭଡ଼ା ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ। ମୃତ ମହିଳା ଜଣଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ!-->…
ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ, କହିଲେ- ମୁଁ ନିର୍ଦ୍ଦୋଷ
ନିଉୟର୍କ : ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା।ଟ୍ରମ୍ପ ନ୍ୟୁୟର୍କର!-->…
ଟ୍ରକ ପଛରେ ପିଟି ହେଲା ଟ୍ରକ: ୨ ଜୀବନ ଗଲା
ଯାଜପୁର: ରାଜ୍ୟରେ ଚଳିତବର୍ଷ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ!-->…
ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ
ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ। ନିୟୋଜିତହେବେ ୧୫ ହଜାର ମୂଲ୍ୟାଙ୍କନକାରୀ। ଉଭୟ ଅନଲାଇନ ଓ ଆଫଲାଇନରେ ମୂଲ୍ୟାଙ୍କନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ!-->…
ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ହାଇଡ୍ରାମା; ରାଜ୍ୟ ଭାଜପା ମୁଖ୍ୟଙ୍କୁ ଟେକି ନେଲା ପୁଲିସ୍
ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ଜୋର ଧରିଛି ରାଜନୀତି। ତେଲାଙ୍ଗାନର କେସିଆର ସରକାର ମୋଦିଙ୍କ ଗସ୍ତକୁ ପ୍ରବଳ ବିରୋଧ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ଭାଜପା ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଇଛି। ଏହାକୁ ନେଇ ଗତକାଲି!-->…