ହନୁମାନ ଜୟନ୍ତୀ ପାଇଁ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କୋଲକାତା : ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ ହନୁମାନ ଜୟନ୍ତୀ ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ହନୁମାନ ଜୟନ୍ତୀ ପାଳନ ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ଗତକାଲି କଲିକତା ହାଇକୋର୍ଟ ସାବଧାନ କରି

ଉପଯୁକ୍ତ ମୂଲ୍ୟ ନମିଳିବାରୁ ତରଭୁଜ ଚାଷରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

ପଦ୍ମପୁର: ନିଜର ୩ ଏକର ତରଭୁଜ ଜମିରେ ଟ୍ରାକ୍ଟର ଚଢ଼ାଇ ଫସଲ ନଷ୍ଟ କରିଦେଲେ ଚାଷୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଜଣେ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି। ସୂଚନା

ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ : ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍‌ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି

ଡିଜେ ସାଉଣ୍ଡରୁ ଗଲା ଜୀବନ: ନାଚୁ ନାଚୁ ଟଳି ପଡିଲେ ବାଳକ

ସାଲେପୁର: ପୁଣି ଡିଜେ ସାଉଣ୍ଡରେ ଗଲା ଏକ ନିରୀହ ବାଳକର ଜୀବନ। ମାହାଙ୍ଗା ଥାନା ଅଧୀନ ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ। ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି

ଆପ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟକା: ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟ୍‌କା। ଦିଲ୍ଲୀ ହାଇକୋର୍ଟ ଆଜି ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି କହି ଆଜି

ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଲେ ୬୬୨ ବେସରକାରୀ ଅଧ୍ୟାପକ ସଂଘ

ଭୁବନେଶ୍ବର: ଆଜି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି। ୬୬୨ ବର୍ଗର ବେସରକାରୀ ଅଧ୍ୟାପକମାନେ ମୁଁହରେ କଳା କପଡ଼ା ବାନ୍ଧି ଧାରଣା ଦେଇଛନ୍ତି। ହଜାର ହଜାର ସଂଖ୍ୟକ ଅଧ୍ୟାପକ ଏଥିରେ ସାମିଲ ହୋଇଛନ୍ତି। ଗତ ୫୩ ଦିନ ହେବ ଚାଲିଛି ଏହି

ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ। ବୀରବାଦ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି। କୁଣ୍ଢାଇବେଣ୍ଟ ସାହିଯାତ ଦୋଳମଣ୍ଡପ ସାହି ପରିକ୍ରମା କରିଛି। ଶ୍ରୀମନ୍ଦିରରେ ମାୟା ମୃଗ ଓ ସୀତା ବିବାହ ନୀତି ହୋଇଥିବାବେଳେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାରୁ ରାବଣ ଓ

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର

ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ପ୍ରଥମ ସରକାରୀ ବସ୍

ମାଲକାନଗିର : ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା

ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିଦେଶୀ ପାଣ୍ଠି ଆଇନ(ଫରେନ୍ ଫଣ୍ଡସ୍‌ ଆକ୍ଟ) ଉଲ୍ଲଂଘନ ଅଭିଯୋଗରେ ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରସରକାର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଫରେନ୍ ଫଣ୍ଡସ୍‌ ଆକ୍ଟ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ବିଦେଶୀ ଟଙ୍କା