ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ତୃତୀୟ ଦିନ : ଲିଡସ ସ୍ପୋଟିଙ୍ଗ କ୍ଲୁବ ବିଜୟୀ…

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ବନାମ ଜେସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜେସିସି ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ ସହଯୋଗୀ କାର୍ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଗିରଫ…

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ

‘ଭାରତ ବିଶ୍ବଗୁରୁ ଭାବେ ଦୁର୍ଦ୍ଦିନରେ ୟୁକ୍ରେନ୍‌କୁ ସମର୍ଥନ କରିବା ଉଚିତ’

ନୂଆଦିଲ୍ଲୀ : ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା ‌କହିଛନ୍ତି।ସୋମବାର

ଦଲୀପ ଟ୍ରଫିରୁ ବିସିସିଆଇ ଘରୋଇ ଋତୁ ଆରମ୍ଭ : ଫେରିବ ଦେଓଧର ଟ୍ରଫି; ଜାନୁଆରି ୫ରୁ ରଣଜୀ

ମୁମ୍ବାଇ: ବିସିସିଆଇର ଆସନ୍ତା ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୩-୨୪ ଋତୁର ପ୍ରାଥମିକ ଖେଳସୂଚୀରେ ଜୁନ୍‌ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ

ବାର୍‌ରେ ଚାଲୁଥିଲା ରାମାୟଣ ଭିଡିଓ, ବନ୍ଧା ହେଲେ ୨

ନୋଏଡ଼ା : ରେଷ୍ଟୁରାଣ୍ଟ- ବାର୍‌ରେ ଜମିଥିଲା ମଦର ଆସର। ଏହି ସମୟରେ ଗରାଖଙ୍କ ମନୋରଞ୍ଜନ ନିମନ୍ତେ ଏଲଇଡି ସ୍କ୍ରିନ୍‌ରେ ଚାଲିଥିଲା ଟିଭି ସିରିଏଲ୍ ରାମାୟଣର ଡବ୍ ଭିଡିଓ । ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା ଅଭିଯୋଗ ହୋଇଛି। ଏହି

୧୯୮୪ ଦଙ୍ଗା ଘଟଣା: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କଲା ସିବିଆଇ

ନୂଆଦିଲ୍ଲୀ : ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲର ସ୍ୱର ନମୁନାକୁ ଆଜି ସଂଗ୍ରହ କରିଛି ସିବିଆଇ। ୧୯୮୪ରେ ଦିଲ୍ଲୀର ପଲ ବାଙ୍ଗାଶ ଅଞ୍ଚଳରେ ହୋଇଥିବା ଦଙ୍ଗା ଘଟଣାରେ ସିବିଆଇ ଟାଇଟଲରଙ୍କୁ ସମନ କରିଥିଲା। ଏହି ଅଞ୍ଚଳରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପାଇଁ ଟାଇଟଲରଙ୍କୁ

ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପଲିସି ଉପରେ ଡ୍ରାଫ୍ଟ ଜାରି

ନୂଆଦିଲ୍ଲୀ : ଏକ ଦେଶର ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ବୃଦ୍ଧି ପାଇଥାଏ। ଏକ ଶକ୍ତିଶାଳୀ ଉଦ୍ଭାବନ ଇକୋସିଷ୍ଟମ୍ ଗଠନ ପାଇଁ ବନ୍ଦର, ସିପିଂ ଏବଂ ଜଳପଥ ମନ୍ତ୍ରଣାଳୟ (ଏମ୍‌ଓପିଏସ୍‌ଡବ୍ଲୁ) ସାଗରମାଲା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପଲିସି ଉପରେ ଡ୍ରାଫ୍ଟ ଜାରି

ରାହୁଲ ଗାନ୍ଧିଙ୍କ ୨୦,୦୦୦ କୋଟି ଅଭିଯୋଗ ଉପରେ ଆଦାନି ଗ୍ରୁପ୍‌ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ସେଲ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ୨୦,୦୦୦ କୋଟି ଟଙ୍କା ଅର୍ଜନ କରିଥିବା ନେଇ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ସୋମବାର ଏହି କମ୍ପାନି ଏକପ୍ରକାର ସ୍ପଷ୍ଟୀକରଣ ରଖିଛି। ୨୦୧୯ ମସିହାରୁ ଆଦାନି ଗ୍ରୁପ କମ୍ପାନିର ଅଂଶଧନ ବିକ୍ରି କରି କିଭଳି ୨୮୭ କୋଟି ଡଲାର ପାଇଛି ଏବଂ

ଗୁଲାମ ନବୀଙ୍କ ‘ଅବାଞ୍ଛିତ ବ୍ୟବସାୟୀ’ ମନ୍ତବ୍ୟ ଉପରେ ରାହୁଲଙ୍କୁ ବି‌ଜେପି ମାଗିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ଗୁଲାମ ନବୀ ଆଜାଦ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ରାହୁଲ ଗାନ୍ଧି ବିଦେଶକୁ ଯାଇ ‘ଅବାଞ୍ଛିତ ବ୍ୟବସାୟୀ’ମାନଙ୍କୁ ସାକ୍ଷାତ୍ କରନ୍ତି। ତାଙ୍କର ଏହି ମନ୍ତବ୍ୟ ଉପରେ ରାହୁଲ ଗାନ୍ଧିଙ୍କୁ ସ୍ପଷ୍ଟୀକରଣ ମାଗିଛି ବିଜେପି। ବିଜେପି ଜାଣିବାକୁ ଚାହିଛି, ‘ସେହି ବ୍ୟବସାୟୀମାନେ କିଏ’