Sign in
Sign in
Recover your password.
A password will be e-mailed to you.
ଦନ୍ତା ଆକ୍ରମଣରେ ମହିଳା ମୃତ
ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର ପ୍ରଧାନଙ୍କ ସ୍ତ୍ରୀ ପାତି ପ୍ରଧାନ। ପାତି କାଜୁ ତୋଳିବା ପାଇଁ କୁଡା!-->…
ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ।
ସେହିପରି ଦେବଗଡ଼ରେ ମଧ୍ୟ ୨୦ ରୁ ୨୩!-->!-->!-->…
ଅପହରଣ କୁ ଚାରି ଦିନ ବିତିଲା ପୋଲିସ ହାତ ଖାଲି : ୨ କୋଟି ଟଙ୍କା ପାଇଁ ଜମି ବ୍ୟବସାୟୀଙ୍କୁ ଅପହରଣ…
ବ୍ରହ୍ମପୁର : ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି ଟଙ୍କା ମାଗିଥିବା ଜଣାପଡିଛି । ଗତ ୧୫ ତାରିଖରୁ ସୁଧୀର ନିଖୋଜ!-->!-->!-->…
ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇ ନେଲା ଦନ୍ତା
ଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି । ଏଥିରେ ଗାଁର ରଜନୀ ନାୟକଙ୍କ ଘର ଭାଙ୍ଗି ବ୍ୟାପକ!-->…
ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣା: ୭ ଜଣଙ୍କୁ ବାନ୍ଧିଲା ପୁଲିସ
ଯାଜପୁର ରୋଡ଼: ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ୬ ଟ୍ରାକ୍ଟର ସହ ଜେସିବି ମେସିନ ଜବତ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ ମାଟି ଚୋରିକୁ ରୋକିବାକୁ ଯାଇଥିବାବେଳେ ଆକ୍ରମଣ!-->…
ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା
ପୋଲସରା: ସମ୍ପର୍କୀୟ ଭାଇ ସାଜିଲା ହତ୍ୟାକାରୀ । ଅପହରଣ ପରେ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଜଦୀପ ସାହୁ । ଗତ ଗୁରୁବାରଠୁ ସେ ନିଖୋଜ ଥିଲେ । ଏନେଇ ପୋଲସରା ଥାନାରେ ଅଭିଯୋଗ କରିଥିଲେ ପରିବାର ।
!-->!-->…
ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ…
ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା। ଛାତ୍ର ମାନେ ପଶ୍ଚିମବଙ୍ଗରୁ!-->…
ଦଣ୍ଡ ନାଁରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେଲେ ପ୍ରଧାନଶିକ୍ଷକ, ଫାଟକ ଆଗରେ ଅଭିଭାବକଙ୍କ ଧାରଣା
ଯାଜପୁର ରୋଡ: ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ । ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇଦେଲେ ପ୍ରଧାନ ଶିକ୍ଷକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଥିଲା । ଏନେଇ!-->…
ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ
ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୩!-->…
ଆସିକା ସୁନାମ୍ବ ସାହି ଋଷି କୂଲ୍ୟା ନଦୀ ଠାରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବନ୍ଧା ଯାଇଥିବା ଘାଇକୁ ବାଲି ମାଫିଆ ମାନେ…
ପାନୀୟ ଜଳ ପାଇଁ ଲୋକେ ହାହାକାର ଏପଟେ ପ୍ରଶାସନ ନିରବ ଦ୍ରଷ୍ଟା …..!ବ୍ରହ୍ମପୁର: ଆସିକା ସହରରେ ପାନୀୟ ଜଳ ସମସ୍ୟା କୁ ଦେଖି ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନାମ୍ବ ସାହି ସ୍ଥିତ ଋଷିକୂଲ୍ୟା ନଦୀର ଜଳକୁ ଘେରି ବନ୍ଧ କରି ବାନ୍ଧିଥିଲେ। ଗତ ଶନିବାର ରାତ୍ରରେ ଟ୍ରାକ୍ଟର ରେ ବାଲି!-->…