Sign in
Sign in
Recover your password.
A password will be e-mailed to you.
ଆସନ୍ତା ସୋମବାର ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ: ଆସନ୍ତା ସୋମବାର ବଡ଼ ବୈଠକ । ପାକିସ୍ତାନରେ ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଇସଲାମାବାଦରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । ଇରାନ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଲୋଚନାକୁ ନେଇ ବେଶ୍ ଉତ୍ସାହିତ!-->…
ଖୁଡିକୁ ଠେଙ୍ଗାରେ ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ ପୁତୁରା
ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।!-->…
ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ, ରାଜସ୍ଵ ବିଭାଗର ନୂଆ ଏସ୍ଓପି
ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜସ୍ଵ ବିଭାଗ ନୂଆ ଏସ୍ଓପି ପ୍ରସ୍ତୁତ କରିଛି। ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ ହେବ। ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍ ପରିବହନ ଉପରେ ତଦାରଖ କରାଯିବ। ରାସ୍ତାରେ ଯାଉଥିବା!-->…
ସ୍ତ୍ରୀକୁ ପଥରରେ ଛେଚି ହତ୍ୟା
ସୁନ୍ଦରଗଡ଼ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ର ତଳସରା ଥାନା ଡମକୁଡା ଗ୍ରାମରେ ଘଟିଛି। ଘରୋଇ କଳିରୁ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରିଛି ସ୍ୱାମୀ।
ମିଳିଥିବା ଖବର ଅନୁଯାୟୀ, ରାଜେଶ ହେମ୍ବ୍ରମଙ୍କର ତାଙ୍କ ସ୍ତ୍ରୀ!-->!-->!-->…
ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !
ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ। ତେବେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ଖବର!-->…
୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ JSW-POSCO ପ୍ଲାଣ୍ଟ ନିର୍ମାଣ
ଭୁବନେଶ୍ୱର : ଓଡ଼ିଶାରେ ହେବ JSW-POSCO ପ୍ଲାଣ୍ଟ । ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ଷ୍ଟିଲ ପ୍ଲାଣ୍ଟ ହେବ ନିର୍ମାଣ । ଷ୍ଟିଲ ପ୍ଲାଣ୍ଟ ନେଇ JSW ଓ POSCO ମଧ୍ୟରେ ହୋଇଥିବା ଚୁକ୍ତିକୁ ଜେଏସଡବ୍ଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦେଇଛି । ୮୮୭ ଏକର!-->…
୫୦ ଲକ୍ଷ ଟଙ୍କା ନ ଦେଲେ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ
ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସହ ଶୈବ ପୀଠକୁ ବୋମା ପକାଇ ଉଡାଇ ଦେବାକୁ ଧମକ l ଫୋନ୍ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମନ୍ଦିର ସେବାୟତଙ୍କୁ ଧମକ ଦେଇଛନ୍ତି ଜଣେ ମହିଳା l ଟଙ୍କା ନ ଦେଲେ ମନ୍ଦିରକୁ ସମ୍ପୂର୍ଣ୍ଣ ବୋମାରେ ଉଡାଇ!-->…
ମହାରାଷ୍ଟ୍ର, ଓଡ଼ିଶା ଓ ବିହାରରୁ ୪ ଆତଙ୍କୀ ଗିରଫ, ବଡ଼ ଧରଣର ଆଇଡି ବିସ୍ଫୋରଣ ଯୋଜନା ପଣ୍ଡ
ଭୁବନେଶ୍ୱର : ବଡ଼ ଧରଣର ଆଇଡି ବିସ୍ଫୋରଣ ଥିଲା ପ୍ଲାନ୍ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି। ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରୁ ୨ ଜଣ, ଓଡ଼ିଶାରୁ ଜଣେ ଏବଂ ବିହାରରୁ!-->…
ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ
ଭୁବନେଶ୍ୱର : ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା । ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ଗଭର୍ଣ୍ଣିଂ କାଉନସିଲର ଅଧକ୍ଷ । SITI ଓଡ଼ିଶା!-->…
ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ
ଯାଜପୁର : ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା!-->…