Sign in
Sign in
Recover your password.
A password will be e-mailed to you.
ମାଛ ବଂଶ ବୃଦ୍ଧି ପାଇଁ ଜୁନ ୧୬ ଯାଏଁ ନଦୀ , ସମୁଦ୍ରରୁ ମାଛ ଧରି ପାରିବେନି ମତ୍ସ୍ୟଜୀବୀ
କାକଟପୁର : ନଦୀ ,ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା ୬୧ ଦିନିଆ କଟକଣା । ମାଛ ମାନଙ୍କ ବଂଶ ବୃଦ୍ଧି ପାଇଁ ନଦୀ ସମୁଦ୍ରରୁ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ନଦୀ ଏବଂ ସମୁଦ୍ରରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ମାଛ ଧରିବା ଉପରେ କଟକଣା ଲଗାଇଲେ!-->…
ଖାଁ ଖାଁ ଗହୀରମଥା, ଅଣ୍ଡା ନ ଦେଇ ଫେରିଗଲେ ଅଲିଭ ରିଡ଼ଲେ
ରାଜନଗର : ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ ! ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଏବେ ଖାଁ ଖାଁ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ!-->…
ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା| ଏ!-->…
ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ଦୁଇ ଦନ୍ତା, ଜନବସତି ପ୍ରତି ନାହିଁ ବିପଦ
ବାରଙ୍ଗ : ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ଦୁଇ ଦିନ ହେବ ଦୁଇଟି ଦନ୍ତାହାତୀ ପାହାଡରେ ଡେରା ପକାଇଛନ୍ତି । ପାଖ ଭରତପୁର ଜଙ୍ଗଲରୁ ହାତୀ ଦୁଇଟି ଖାଦ୍ୟ ଅନ୍ବେଷଣରେ ଶିଖରଚଣ୍ଡି ପାହାଡ଼କୁ ଆସିଥିବା ବନବିଭାଗ କହିଛି । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ!-->…
ରାଜସ୍ବ ଆଦାୟରେ ଓଡ଼ଗାଁ ଏନଏସି ଶୀର୍ଷରେ…
ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପାଇଁ ରାଜସ୍ବ ଆଦାୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଏହାକୁ ନେଇ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।ରାଜସ୍ବ ଆଦାୟରେ!-->…
ଗ୍ୟାସ ଅଭାବରେ ଜନଜୀବନ ଅସ୍ତ ବ୍ୟସ୍ତ – ପ୍ରତିବାଦରେ କଂଗ୍ରେସ ଆଜି ରାଜରାସ୍ତା ରେ…
ଉମରକୋଟ, (୧୮/୦୪/୨୦୨୬) ରନ୍ଧନ ଗ୍ୟାସ ଯୋଗାଣରେ ଦୀର୍ଘଦିନ ଧରି ଚାଲୁଥିବା ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଉମରକୋଟ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ଥିର ହୋଇପଡ଼ିଛି। ଦିନକୁ ଦିନ ଗ୍ୟାସ ଅଭାବ ବୃଦ୍ଧି ପାଇବା ସହିତ ଖାଉଟିମାନେ ଦୁର୍ଭୋଗର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ଓ ଗ୍ୟାସ!-->…
ବ୍ରହ୍ମପୁର ସଦର ଥାନା ଆଦାୟ ପ୍ରବଳ କାର୍ଯ୍ୟ ଦୁର୍ବଳ…..!
ଚୋରା ବାଲି ଚାଲାଣ ବେଳେ ଅଟକ ରଖି ଅର୍ଥ ଆଦାୟ ଅଭିଯୋଗ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ଦୁଇ ଥାନା ସଦର ଓ ନିମଖଣ୍ଡି ଏବେ ଚର୍ଚ୍ଚାରେ ରହିଛି। ସଦର ଥାନା କୁକୁଡାଖଣ୍ଡି ଦେଇ ଏବଂ ନିମଖଣ୍ଡି ଥାନା ଗୁରଣ୍ଠି ଓ ହୁଗୁଳାପଟା ଦେଇ ସହର ମଧ୍ୟକୁ ପ୍ରବେଶ କରୁଛି,ଦୈନିକ ସହ!-->…
ସରକାର ଙ୍କ ଇଚ୍ଛା ଶକ୍ତିର ଅଭାବ ନା ଆଉ କିଛି? :ମାର୍ଚ୍ଚ ସରିଲା ଏବେବି କୌଣସି ବାଲି ଘାଟ କିମ୍ବା ପଥର ଖାଦାନର ଲିଜ…
ଟେଣ୍ଡର ନହେବା ପଛରେ କଣ ମନ୍ତ୍ରୀଙ୍କ ହାତ..??
ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ମାଫିଆ ଓ ନେତା ମାଲେମାଲ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାଲି ଘାଟ ଓ ପଥର ଖାଦାନର ଲିଜ ର ସମୟ ସୀମା ସରିଯାଇଛି। ଜିଲ୍ଲାର ଅଧିକାଂଶ ବାଲି ଘାଟରୁ ବେଆଇନ ଭାବେ ବାଲି!-->!-->!-->!-->!-->…
ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍
ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ।୨୦୨୯ ମସିହାରେ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ!-->…
ବୀରମିତ୍ରପୁରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ବୀରମିତ୍ରପୁର: ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୀରମିତ୍ରପୁର ଟାଉନ ହଲ୍ ପରିସରରେ ଏକ ସାଧାରଣ ସଭା ଆୟୋଜନ!-->…