କୂଅ ଭିତରୁ ଯୁବକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋୁକୋଣ୍ଡା ବ୍ଲକ ଅନ୍ତର୍ଗତ ମା ମାଉଳି ଛକ ନିକଟରେ ଥିବା ଏକ କୂଅ ଭିତରୁ ଜଣେ ଯୁବକକୁ ଅଗ୍ନିସମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ କୋରକୁଣ୍ଡା ଗ୍ରାମର କାହୁଁ ପୁଜାରୀ ନାମକ ଜଣେ ଯୁବକ ଗ୍ରାମ ଛକ ନିକଟରେ ଥିବା ଏକ କୂଅ ଉପରେ ବସିଥିବା

ଜାତିଆଣ ଆକ୍ଷେପ ଓ ଆକ୍ରମଣ ପରେ ଆତ୍ମଦାହ ଉଦ୍ୟମ କଲେ ଦଳିତ ଯୁବକ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର ଯୁବକ ଆକ୍ରମଣ କରିବା ଓ ଜାତିଗତ ଆକ୍ଷେପ କରିବା ପରେ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୩୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ରବିବାର ପୁଲିସ ସୂଚନା ଦେଇଛି।

ପୋଲସରାରେ ଭାଇକୁ ଅପହରଣ କରି ହତ୍ୟା କଲା ଭାଇ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରାରେ ଚାଞ୍ଚଲ୍ୟ ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା କରିଥିବା ଘଟଣା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ

ପରିବା ଓ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ୬୦ ଦୋକାନ

ନୂଆଦିଲ୍ଲୀ: ଫିରୋଜାବାଦର ଶିକୋହାବାଦ ସହରରେ ଥିବା ଏଗକ ପନିପରିବା ଏବଂ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ୬୦ ଦୋକାନ ଜଳିପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଜିନିଷ ପୋଡି ଛାରଖାର ହୋଇଯାଇଛି । ବଜାରରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ମଧ୍ୟ ପୋଡି ନଷ୍ଟ ହୋଇଯାଇଛି।

କଲକତା ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ଘରେ ଇଡି ରେଡ୍

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକତା ପୁଲିସ୍‌ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ ଚଢାଉ କରିଛି। ଇଡି ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ତାଙ୍କ ଘରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ଧରାକୋଟ ବ୍ଲକ ନନ୍ଦୀ ଘୋର ଠାରେ ବେଆଇନ ବାଲି ଘାଟ ଉପରେ ଗାଁ ଲୋକଙ୍କ ଚଢ଼ାଉ ବାଲି ମାଫିଆ ଗାଁ ଲୋକେ ମୁହାଁମୁହିଁ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦୀଘୋର ଠାରେ ଥିବା ବେଆଇନ ବାଲି ଘାଟ ଉପରେ ଆଜି ସନ୍ଧ୍ୟାରେ ଗାଁ ଲୋକେ ମେଳି ବାନ୍ଧି ଚଢ଼ାଉ କରିଛନ୍ତି। ଗାଁ ଲୋକଙ୍କ ସହ ବାଲି ମାଫିଆ ମାନଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝା ସୁଝା

ସର୍ଜରୀ ପରେ ପୱନ କଲ୍ୟାଣଙ୍କ ସହ କଥା ହୋଇ ସ୍ବାସ୍ଥାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ସର୍ଜରୀ କରାଯାଇଛି । ଆଉ ଆଗାମୀ ୧୦ ଦିନ ଯାଏଁ ତାଙ୍କୁ ବିଶ୍ରାମ

ଝାଡ଼ଗ୍ରାମରେ ରାସ୍ତାକଡ଼ ଦୋକାନରୁ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ

କଲକତା: ଝାଡ଼ଗ୍ରାମରେ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ମାରାଥନ ନିର୍ବାଚନ ପ୍ରଚାର ବେଳେ ଜଙ୍ଗଲମହଲର ଏକ ରାସ୍ତାକଡ଼ ଦୋକାନରୁ ଝାଲମୁଢି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଝାଡଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ହେଲିପ୍ୟାଡକୁ ଫେରିବା ବେଳେ,

ଟିଏମସିକୁ ମୋଦୀଙ୍କ ଟାର୍ଗେଟ, ମହିଳା ସଂରକ୍ଷଣ ବିଲ୍ ପାସ୍ ନ ହେବା ପାଇଁ କଂଗ୍ରେସ ସହ ମିଶି କରିଥଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ନିର୍ବାଚନୀ ଲଢ଼େଇ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ ଟିଏମସି ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ର “ନିର୍ଦ୍ଦୟ ସରକାର” ବିରୁଦ୍ଧରେ ଲୋକଙ୍କ କ୍ରୋଧ ତୀବ୍ର ହେବାରେ ହେଉଛି। ବିଜେପି ମହିଳା ସଶକ୍ତିକରଣ,

ତାମିଲନାଡୁରେ ବାଣ ବିସ୍ଫୋରଣ: ୧୬ ମୃତ, ଅନେକ ଗୁରୁତର

ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା