ଭୋଟର ତାଲିକାରୁ କଟିଲା ୯ ଲକ୍ଷ ୮୦ ହଜାର ନାଁ

ଭୁବନେଶ୍ଵର : ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ । ଭୋଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ରାଜ୍ୟରେ ପ୍ରାୟ ୯.୮ ଲକ୍ଷ ନାମ ଭୋଟର ତାଲିକାରୁ ବାଦ୍ ପଡିଛି । କିନ୍ତୁ ଅନେକ ସ୍ଥାନରେ ଭୁଲ୍ ଭାବରେ ନାମ କଟାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ

ଜନଗଣନାରେ ଯାଇ ଶିକ୍ଷୟିତ୍ରୀ ନିଖୋଜ

ମୟୂରଭଞ୍ଜ : ଜନଗଣନାରେ ଯାଇ ଶିକ୍ଷୟିତ୍ରୀ ନିଖୋଜ । ନିଖୋଜ ଶିକ୍ଷୟିତ୍ରୀ ବାରିପଦା ବ୍ଲକ ଢେଙ୍କିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ସାହୁ । ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା

ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାରେ ସ୍କୁଲ ଛୁଟି, ଜାରି ରହିବ ପରୀକ୍ଷା ଓ ଜନଗଣନା କାର୍ଯ୍ୟ

ଭୁବନେଶ୍ୱର : ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା

ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ

ସୁବର୍ଣ୍ଣପୁର : ଜନ ଗଣନା ଡ୍ୟୁଟି କରିବାକୁ ଯାଇ ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ l ଏଭଳି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ l ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗାଁର ବଂଶୀଧର ଭୋଇ ଆଜି ସୁନାପାଲି ଗାଁକୁ ଜନଗଣନା କରିବାକୁ

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ୨୦୨୬-୨୭

ଭଞ୍ଜନଗର, ୨୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଣାକୁନ୍ଦସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ 'କୃଷକ ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: କୋଟପାଡ଼ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ କୃଷକ ଦିବସ

କୋଟପାଡ଼ (ବସନ୍ତ ପେଗଡ଼): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋରାପୁଟ ଜିଲ୍ଲା କୋଟପାଡ଼ସ୍ଥିତ ସରକାରୀ କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ 'କୃଷକ ଦିବସ' ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା କୋରାପୁଟ ଜିଲ୍ଲା

ଗଞ୍ଜାମରେ ୩ ଦିନ ପାଇଁ ସ୍କୁଲ ଛୁଟି : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି

ବ୍ରହ୍ମପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ

ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା: ଶିକ୍ଷାଧିକାରୀଙ୍କ ନୀତିକୁ ନେଇ ଅଭିଭାବକଙ୍କ କ୍ଷୋଭ

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ରବିବାର

ସମ୍ମିଳିତ ପ୍ରୟାସରେ ସଫଳ କୃଷି ଶୁଭାରମ୍ଭ : ବରଡ଼ିହି ଠାରେ ସେବକ ତରଫରୁ ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ସରଫଗଡ଼ ଗ୍ରାମ ପଞ୍ଚାୟତର ବରଡିହି ଗ୍ରାମରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ’ ପକ୍ଷରୁ ଏକ ସୁସଂଗଠିତ ଓ ଉତ୍ସାହଭରା ସମ୍ମିଳିତ କୃଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ

ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ସେତୁବନ୍ଧ: ଉମରକୋଟରେ ଦ୍ୱିଭାଷୀ ପତ୍ରିକା ‘ଦଣ୍ଡକ ସାଥୀ’ ଉନ୍ମୋଚିତ

ଉମରକୋଟ (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୨ନଂ ବଡକୁମାରୀ ଗ୍ରାମଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଦ୍ୱିଭାଷୀ ସାହିତ୍ୟ ପତ୍ରିକା (ଓଡ଼ିଆ ଓ ବଙ୍ଗଳା) ‘ଦଣ୍ଡକ ସାଥୀ’ର ଉନ୍ମୋଚନ, କବି ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର