Sign in
Sign in
Recover your password.
A password will be e-mailed to you.
ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ: ଜଣେ ମୃତ, ୫ ଆହତ
କୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଥିଲା ଅଘଟଣ । ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ। ୫ ଜଣ ଆହତ, ଜଣେ ମୃତ । କୋରାପୁଟ ସଦର ଥାନା ଆଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ। ରବିବାର ରାତିରେ ବଙ୍ଗାଳି ଶ୍ରମିକ!-->…
ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ହେଲା ଅନୁକୂଳ
ପୁରୀ: ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା!-->…
୮୬ ଖଣ୍ଡ କଣ୍ଟା ବାଉଁଶ ସହ ଗାଡି ଜବତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ର ଆଦିବାସୀ ବହୁଳ ଚଢ଼େୟା ପଲ୍ଲୀ ପଂଚାୟତ ର ହନୁମନ୍ତ ଛକ ଠାରୁ ଦଶପଲ୍ଲା ବନବିଭାଗ ତରଫରୁ ଚଢାଉକରାଯାଇ ଶନିବାର ରାତିରେ ୨ ଟି ଟାଟା ଗାଡି ସହ ସେଥିରେ ଆସୁଥିବା ୮୬ ଖଣ୍ଡ କଣ୍ଟା ବାଉଁସକୁ ଜବତ କରାଯାଇଥିବା ଜଣାଯାଇଛି,ଜବତ ବାଉଁଶର ମୁଲ୍ୟ ୨୦ ହଜାର!-->…
ପ୍ରବଳ ଖରାକୁ ନଜରରେ ରଖି ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି
ଭୁବନେଶ୍ବର: ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ!-->…
ବ୍ରହ୍ମପୁରରେ ପୁଣି ଜୀବନ ନେବା ଧମକ : ବୈଦ୍ୟନାଥପୁର ଥାନାରେ ଅଭିଯୋଗ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜୀବନ ନେବା ଧମକ ଘଟଣା ସମ୍ମୁଖକୁ ଆସିଛି। କନିସି ମଦନପୁର ଗ୍ରାମର କେ. ସୁରେଶ ନାମକ ଜଣେ ଯୁବକ ଜାମିନରେ ବାହାରିବା ପରେ ପୁଣି ଏସ. ଯୁଧିଷ୍ଠିରଙ୍କୁ ମାରିଦେବା ପାଇଁ ସୋସିଆଲ ମିଡ଼ିଆରେ ଧମକ ଦେଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ପୂର୍ବରୁ!-->!-->!-->…
ମାଲକାନଗିରି ଜିଲ୍ଲାରେ ନୂତନ ଏସଡିସି ଅଧକ୍ଷଙ୍କ ଦାୟିତ୍ଵ ଗ୍ରହଣ
ମାଲକାନଗିରି, ୨୦।୪ ମାଲକାନଗିରି ଜିଲ୍ଲାରେ ଆଜି ନୂତନ ଏସଡିସି ତଥା ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗଙ୍ଗାଧର ସୋଡି। ତାଙ୍କ ସହ ଏସଡିସି ଉପଧକ୍ଷା ସାବିତ୍ରୀ ପଡିଆମୀ ମଧ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଏହି!-->…
ମାରଣାସ୍ତ୍ର ଧରି କୋର୍ଟରେ ଯୁବକଙ୍କ ଆତଙ୍କରାଜ, କାବୁ କଲେ ଆଇନଜୀବୀ
ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । ବୈଦ୍ୟନାଥପୁର ଥାନାରେ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଯୁବକଙ୍କ ପରିଚୟ!-->…
ତାତିରୁ ନାହିଁ ନିସ୍ତାର, ୪୩.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର: ରାଜ୍ୟର ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ୪୩.୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଉପରେ ରହିଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା!-->…
କାଲି ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା: ଆସନ୍ତାକାଲି ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସଜେଇ ହୋଇଛି ରାଉରକେଲା ସହର । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାର ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ । ପିଲାମାନେ!-->…
ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା
ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଖିମୁଠି ଅନୁକୂଳ କରିଛନ୍ତି। ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ଅନୁକୂଳ କରିଛନ୍ତି ଅଖିମୁଠି। ଉପମୁଖ୍ୟମନ୍ତ୍ରୀ କେ.ଭି!-->…