Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ
ଭୁବନେଶ୍ୱର : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ । ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି । ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ!-->…
ଟଙ୍କା ଦାବି କରି ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ: ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇ ଟଙ୍କା ଦାବି ମାମଲାରେ ଅଭିଯୁକ୍ତ ପ୍ରତୀକ ମିଶ୍ର ଗିରଫ । ପ୍ରତୀକକୁ ଅନୁଗୁଳରୁ ଗିରଫ କଲା ପୋଲିସ । ତା ନାଁରେ ପୂର୍ବରୁ ପୁରୀ ଓ କେନ୍ଦ୍ରାପଡ଼ା ର ବିଭିନ୍ନ ଥାନାରେ ମାମଲା ରହିଛି । ନିଜେ ଧମକ ଦେଇଥିବା ମେସେଜ!-->…
ତିନି ବାଡ଼ରୁ ଆଜ୍ଞା ମାଳ ବିଜେ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ମାନେ ଆଜ୍ଞା!-->…
ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା, ପ୍ରଧାନଶିକ୍ଷକ ନିଲମ୍ବିତ
ଯାଜପୁର ରୋଡ: ପିଲାଙ୍କ ପ୍ୟାଣ୍ଟରେ ପ୍ରଧାନଶିକ୍ଷକ ବିଛୁଆତି ପୁରାଇ ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ!-->…
ଓଡ଼ିଶାରେ ରାଷ୍ଟ୍ରପତି, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ରାଉଲକେଲା: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେଠାରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଇସ୍ପାତ ସହର ରାଉରକେଲା ଗସ୍ତରେ!-->…
ଆରଡ଼ି ଆଖଣ୍ଡଳମଣିଙ୍କ ନିତିକାନ୍ତିରେ ଘୋର ବିଭ୍ରାଟ
ଚାନ୍ଦବାଲି: ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନିତିକାନ୍ତିରେ ଘୋର ବିଭ୍ରାଟ । ରାତି ୧୦ଟା ୩୦ ମିନିଟ ବଦଳରେ ମଧ୍ୟ ରାତ୍ର ଗୋଟାଏ ୧୦ ମିନିଟରେ ଶେଷ ଧୂପ ସହ ବାଟୁଳା ନିତି ସରି ଶେଷ ପହୁଡ଼ ପଡିଲା । ତିନିଦିନ ହେଲାଣି ନିତିକାନ୍ତିରେ ଘୋର ବିଳମ୍ବ ହେବା ସହ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ!-->…
JEE ମେନରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଭବେଶ ପାତ୍ର
ଭୁବନେଶ୍ବର: ପ୍ରକାଶ ପାଇଛି JEE ମେନ୍ ପରୀକ୍ଷା ଫଳ । ଏହାରି ମଧ୍ୟରେ ବର୍ତ୍ତମାନ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଭବେଶ ପାତ୍ର । ସର୍ବ ଭାରତୀୟ ସ୍ତରରେ ୧୩ ରାଙ୍କ ସହ ଓଡ଼ିଶା ଟପ୍ପର ହୋଇଛନ୍ତି ଭବେଶ । JEEମେନ୍ ରେ ଶତ ପ୍ରତିଶତ ମାର୍କ ରଖିଛନ୍ତି ଭବେଶ । ଭବେଶ କହିଛନ୍ତି ସେ ଦିନକୁ!-->…
ଟ୍ରେନରୁ ୧୪ ନାବାଳକ ଉଦ୍ଧାର
ଭଦ୍ରକ: ଟ୍ରେନରୁ ଉଦ୍ଧାର ହେଲେ ୧୪ ଶିଶୁ । ଭଦ୍ରକ ଆରପିଏଫ ସହଯୋଗରେ ଯାଜପୁରରୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ୍ । ଜନଶତାଦ୍ଦୀ ଏକ୍ସପ୍ରେସରେ ୧୪ ଜଣ ଶିଶୁ ବିହାରରୁ ଟ୍ରେନ ଯୋଗେ ନିଆଯାଉଥବା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟକୁ କେହି ଖବର ଦେଇଥିଲେ । ଏନେଇ ଭଦ୍ରକ ଚାଇଲ୍ଡ ଲାଇନକୁ!-->…
ଚୋରା ସୁନାର ହୋବ୍ ରୂପେ ଆସିକା ମହାତ୍ମାଗାନ୍ଧୀ ରୋଡ଼ ଚର୍ଚ୍ଚିତ…
ଚାଲିଛି ନୂଆ ତରିକରେ ଚୋରା ସୁନା କ୍ରୟ …..!
ପ୍ରକାଶ ପାଇଲା ଜେଇ ମେନ୍ ୨୦୨୬ ସେସନ-୨ ରେଜଲ୍ଟ
ନୂଆଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍ ୨୦୨୬ ସେସନ-୨। ପ୍ରବେଶିକା ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇ ମେନ୍ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଅଫିସିଆଲ ୱେବସାଇଟ!-->…