Sign in
Sign in
Recover your password.
A password will be e-mailed to you.
ଗଣମlଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ…
କୋଷାଗୁମୁଡା:- 22/04/26ବସନ୍ତ ପେଗଡ଼ ) କୋଷlଗୁମୁଡା ବ୍ଲକ ସଦରର ବରିଷ୍ଠ କଂଗ୍ରେସ କର୍ମୀ ରମେଶ ଚନ୍ଦ୍ର ପାତ୍ର ଜଗଦଲପୁର ସ୍ଥିତ ଡିମରାପlଲ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି lସେ ଜଣେ ଅଞ୍ଚଳର ଜଣାଶୁଣା ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପାତ୍ରଙ୍କ ପିତା!-->!-->!-->…
କୋଟିନଡ଼ା ଥାନର ଅଜବ ନୀତି : ମାଡ଼ ଖାଇଥିବା ଯୁବକଙ୍କୁ ନ୍ୟାୟ ପରିବର୍ତ୍ତେ ମୀମାଂସା ପାଇଁ ଚାପ ପ୍ରୟୋଗ……!
ବ୍ରହ୍ମପୁର: ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କୋଟିନଡା ଥାନା ଅନ୍ତର୍ଗତ ବଡ଼ଖୋଲି ଗ୍ରାମରେ ଗତ ସୋମବାର ଦିନ ଜଣେ ଯୁବକଙ୍କୁ ମରଣାତଙ୍କ ଆକ୍ରମଣ କରି ଲହୁ ଲୁହାଣ କରାଯାଇ ଥିଲା। ବଡ଼ଖୋଲି ଗ୍ରାମର ଦିପୁ ନାହାକ ସୁପ ଖାଉଥିବା ସମୟରେ ବଡ଼ଖୋଲି ଗ୍ରାମର ଶମ୍ଭୁ ସ୍ୱାଇଁ ଓ ତାର ସହଯୋଗୀ ମାନେ!-->…
ଭୁବନେଶ୍ୱରରେ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍: ମାଲକାନଗିରିର ଯୁବକଙ୍କ ଚମକଦାର ସଫଳତା
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୮ ଓ ୧୯ ଅପ୍ରେଲ ୨୦୨୬ ତାରିଖରେ ଆୟୋଜିତ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍ରେ ମାଲକାନଗିରି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।ମାଲକାନଗିରିର ରୟାଲ ଫିଟନେସ ଜିମ୍ରୁ କୁରୁବାନ୍ ଅଲି ସରଦାର, ଆଦର୍ଶ!-->…
‘ନାରୀ ଶକ୍ତି ବନ୍ଦନ’ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଲା ବିଜେପି: ସଂସଦରେ ମହିଳାଙ୍କ ପ୍ରତି…
ବ୍ରହ୍ମପୁର : ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକ ଦେଶର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କର ଏହି ଆଚରଣ ସେମାନଙ୍କ ମହିଳା-ବିରୋଧୀ ମାନସିକତାକୁ!-->!-->!-->…
କୋରାପୁଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ…
କୋରାପୁଟ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ଆଜି କୋରାପୁଟ ସ୍ଥିତ ଆର୍ଟ ଗ୍ୟାଲେରୀ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ସକାଳ ୯ ଘଣ୍ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର!-->…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କୋରାପୁଟରେ ୩୩ ଯୋଡ଼ା ବରବଧୂଙ୍କ ସାମୂହିକ ବିବାହ ସମ୍ପନ୍ନ
କୋରାପୁଟ : ଓଡ଼ିଶା ସରକାରଙ୍କ ପକ୍ଷରୁ ବାଲ୍ୟବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଏକ ବିରାଟ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ!-->!-->!-->…
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ
୧୧୧ ଜଣ ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ
ବ୍ରହ୍ମପୁର, ୨୧ /୪: ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ!-->!-->!-->…
ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ
ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ!-->…
ଆଇଏସଆଇ ଆତଙ୍କୀ ଲିଙ୍କରେ ୨ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାକିସ୍ତାନର ଆତଙ୍କୀ ସଂଗଠନ ସ୍ଥିତ ଆଇଏସଆଇ ସହ ସମ୍ପର୍କ ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ହେଲେ ଦିଲ୍ଲୀ ଏନସିଆର ଅଞ୍ଚଳର ରାଜବୀର ଓ ବିବେକ ଭଞ୍ଜାରା। ଆଇଏସଆଇ ଆତଙ୍କୀ ପ୍ରକ୍ସି ସହଜାଦ ଭାଟି ସହ ଦୁଇ ଜଣଙ୍କ ସମ୍ପର୍କ ଥିବା!-->…
ସରକାରକୁ ଆସିଲେ ମାଗଣା ବିଜୁଳି ସହ ମହିଳାଙ୍କୁ ୪୦ ହଜାର ପେନସନ୍ ଦେବ ସମାଜବାଦୀ ପାର୍ଟି !
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଘୋଷଣା କରିଥିଲେ ଯେ ଯଦି ସମାଜବାଦୀ ପାର୍ଟି ରାଜ୍ୟରେ!-->…