Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ବିନା ପାଉଣା ରେ ଫାଇଲ ଗୁଞ୍ଚୁ ନାହିଁ…..!
ଏନେଇ ବିଭାଗୀୟ କମିଶନର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତୁତି…!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲୋକଙ୍କ ସୁବିଧା ପାଇଁ ଦ୍ୱିତୀୟ ପରିବହନ କାର୍ଯ୍ୟାଳୟ ଭାବେ ଭଞ୍ଜନଗର ଠାରେ ସ୍ଥାପିତ କରାଯାଇଛି। ବଡ଼ ବାବୁଙ୍କ ଇସାରାରେ ଦଲାଲ ଓ କିଛି କର୍ମଚାରୀ ମାନଙ୍କ ସହାୟତା ରେ ସାଧାରଣ କାର୍ଯ୍ୟ ପାଇଁ!-->…
ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ପରେ ନୂଆ ବିଲେଇ ବେକରେ ଘଣ୍ଟି ବାନ୍ଧିବା ପାଇଁ ଖସଡ଼ା ପ୍ରସ୍ତୁତ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦୁପଦର ବେଆଇନ ବାଲି ଘାଟରୁ ଗାଡ଼ି ଜବତ କରି ଛାଡିବା ପରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇଥିଲେ। ସାନ ବାବୁ ନିଲମ୍ବିତ ହେବା ପରେ ବାଲି ମାଫିଆ ମାନଙ୍କ ପାଦ ତଳୁ ମାଟି ଖସିଯାଇଛି।ବର୍ତ୍ତମାନ ନୂଆ ବାବୁ ଆସିବା ସମୟ କୁ ଅପେକ୍ଷା କରିଛନ୍ତି!-->…
ନିସର୍ତ୍ତ କଥା ସତ ହେଲା : ଆସିକା ଅଞ୍ଚଳରୁ ଚୋରା ଦେଶୀ ମଦ ପାଉଚ ଚାଲାଣ ବେଳେ ପିତାପଲ୍ଲୀ ଛକରୁ ଜବତ, ୪ ଗିରଫ…..!
ଭୁବନେଶ୍ୱର: ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ନୟାଗଡ ଓ ଅନ୍ୟ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହୋଇ ଆସୁଛି। ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ସ୍ଥିତ ପିତା ପଲ୍ଲୀ ଛକ ନିକଟରେ ଆସିକା ଅଞ୍ଚଳରୁ ଦୁଇଟି ଚକ ଚକିଆ କାର!-->!-->!-->!-->!-->…
ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଚାର୍ଜସିଟ୍ ଦାଖଲ କରିଛି। ଜମ୍ମୁର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଲସ୍କର-ଏ-ତୈବା ଆତଙ୍କବାଦୀ ସାଜିଦ ଜଟ୍ଟଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ!-->…
‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’
ନୂଆଦିଲ୍ଲୀ:ଭାରତରେ ଯୁବବର୍ଗମାନଙ୍କ ହଠାତ୍ ମୃତ୍ୟୁ ହୋଉଥିବା ଖବର ମଧ୍ୟରେ AIIMS-ICMR ଦ୍ୱାରା କରାଯାଇଥିବା ଏକ ଗବେଷଣା ଅଧ୍ୟୟନ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ଟୀକା ଏବଂ ଯୁବବର୍ଗମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ମଧ୍ୟରେ!-->…
ବାଂଲାଦେଶକୁ ଭାରତର କଡ଼ା ଜବାବ; ୟୁନୁସ ସରକାରଙ୍କ ଦାବିକୁ କଲା ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କ ଅଭିଯୋଗକୁ ଭାରତ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଢାକାର ସାମ୍ପ୍ରତିକ ପ୍ରେସ ନୋଟର ଜବାବରେ କହିଛି ଯେ, ଭାରତ କେବେବି ବାଂଲାଦେଶ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପ!-->…
ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ନେଲେ ନିତିନ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବିହାର ମନ୍ତ୍ରୀ ନିତିନ ନବୀନ। ଗତ ରବିବାର ଦଳର ସଂସଦୀୟ ବୋର୍ଡ ଏହି ପଦବୀ ପାଇଁ ନିତିନଙ୍କ ନାମକୁ ମୋହର ମାରିଥିଲା। ଏହା ସହିତ ଆଗାମୀ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ଜେ.ପି.!-->…
ମୋଦିଙ୍କ ପ୍ରତି କଂଗ୍ରେସର ଅପଶବ୍ଦ ପ୍ରୟୋଗ ଅଭିଯୋଗ ଆଣି କ୍ଷମା ଦାବି କଲେ ନଡ୍ଡା
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ ରାଲିରେ ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଅଭିଯୋଗ ଆଣି କ୍ଷମା ଦାବି କଲେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ।
ଆଜି ରାଜ୍ୟସଭା ସଂସଦ ଗୃହରେ ନେତା ଜେ.ପି ନଡ୍ଡା କହିଛନ୍ତି ଯେ ଗତକାଲି କଂଗ୍ରେସ ରାଲିରେ “ମୋଦୀ,!-->!-->!-->…
ପୁଣି ଆସାମ ନିର୍ବାଚନ ଦାୟିତ୍ଵ ନେଲେ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ଦାୟିତ୍ଵ ଦେଇଛି ବିଜେପି । ବୈଜୟନ୍ତଙ୍କୁ ଆସାମ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଦାୟିତ୍ଵ ଦେଇଛି ବିଜେପି ।
କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ!-->!-->!-->…
ଘନ କୁହୁଡ଼ି : ଦିଲ୍ଲୀରେ ୧୦୦ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ । କୁହୁଡ଼ି ଯୋଗୁଁ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରରେ ଚାଲୁଛି । ସେହିପରି ଭାବେ ଦିଲ୍ଲୀ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି!-->…