Sign in
Sign in
Recover your password.
A password will be e-mailed to you.
ଆଇନଜୀବୀଙ୍କ ଉପରେ ଭୀଷଣ ରାଗିଲେ ପ୍ରଧାନ ବିଚାରପତି, କହିଲେ- ଚୁପ ରୁହ ଓ କୋର୍ଟରୁ ବାହାରି ଯାଅ…
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଗୋଟିଏ ଆବେଦନର ଶୁଣାଣି ବେଳେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ସେ ଜଣେ ଆଇଜୀବୀଙ୍କ କଥା ଶୁଣି ରାଗି ଯିବା ସହ ତାଙ୍କୁ ତୁରନ୍ତ କୋର୍ଟ ରୁମରୁ ବାହାରି ଯିବାକୁ କହିଛନ୍ତି। ଗୋଟିଏ ଆବେଦନକୁ ଶୁଣାଣି ପାଇଁ ଲିଷ୍ଟିଂ କରିବା!-->…
ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି, ମେଘାଳୟରେ କାହାକୁ ମିଳିଲାନି ମ୍ୟାଜିକ ନମ୍ବର…
ନୂଆଦିଲ୍ଲୀ : ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର!-->…
ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ, ମୁଖ୍ୟମନ୍ତ୍ରୀ ଙ୍କ ଶୋକ…
ଭୁବନେଶ୍ୱର : ଅଫେରା ରାଇଜକୁ ଚାଲିଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି । ପୁଣି ଜଣେ କଳାକାରଙ୍କୁ ହରାଇଛି ଓଲିଉଡ୍ । ସେ ହେଉଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା!-->…
ଶଙ୍କରାଖୋଲଠାରେ କଳସ ଯାତ୍ରା ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲଠାରେ ମା ପିତାବଳି ମନ୍ଦିର ପରିସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିର ପରିସରରୁ ୭୦୦ ରୁ ଉର୍ଦ୍ଧ୍ବ ମହିଳା କଳସ ଧରି ଗୁଡ୍ରି ଗାଁ ନଦୀ ପଠାରେ ବିଭିନ୍ନ ଦେବ ଦେବୀଙ୍କୁ ଆମନ୍ତ୍ରଣ କରି କଳସରେ ଜଳ ଆଣି ବିଭିନ୍ନ!-->…
ଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍ଯାପିତ…
ଚିତ୍ରକୋଣ୍ଡା : (୦୧/୦୩) ଗତ ୨୬ ତାରିଖଠାରୁ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ୟୁଥ କ୍ଲବ ଆନୁକୂଲ୍ୟରେ ଅଭିଭକ୍ତ କୋରାପୁଟ ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଅଭିଭକ୍ତ କୋରାପୁଟ ଜିଲା ଅନ୍ତର୍ଭୁକ୍ତ!-->!-->!-->…
୨ ଲୁଟେରା ସହ ୪ ଗିରଫ, ୧୧ଗ୍ରାମ୍ ସୁନା ଓ ବାଇକ ଜବତ…
ହିଞ୍ଜିଳିକାଟୁ ୧।୩ : ହିଞ୍ଜିଳି ପୁଲିସ୍ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ। ୨ ଲୁଟେରା ସହ ଚୋରି ସୁନା କିଣିବା ଅଭିଯୋଗରେ ୨ ବ୍ୟବସାୟୀ ମୋଟ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଲୁଟେରାମାନେ ହେଲେ ଆସିକା ଥାନା ଅନ୍ତର୍ଗତ କେ ନୁଆପଲି ଗ୍ରାମର ପି ମାଧବ ଓ କୋଦଳା ଥାନା ପି ସୁବାସ ।!-->…
୫୬ ବର୍ଷୀୟ ବୃଦ୍ଧଙ୍କ ଶବ ସତ୍କାର କଲା ଟିମ୍ ହ୍ୟୁମାନିଟି କନ୍ଧମାଳ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପୁଣି ଆଜି ଏକ ଅସହାୟ ବୃଦ୍ଧଙ୍କ ସବ ସତ୍କାର କରିଛି ଟିମ୍ ହ୍ୟୁମାନିଟି କନ୍ଧମାଳ। ସୂଚନା ପ୍ରକାରେ ଫୁଲବାଣୀ ସହର ପିଅନ ପଡ଼ା ମା ମଙ୍ଗଳା ସାହି ବାସିନ୍ଦା ଅଟନ୍ତି ମୃତ ଦିବାକର ପଣ୍ଡା। ପରିବାର କହିଲେ ବୃଦ୍ଧ ବାପା,ଦୁଇ!-->…
ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ..
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ!-->…
ପୋଲିସ୍ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଛକ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପୋଲିସ୍ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଗତକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ତରଫରୁ ବିଧାନସଭା ଘେରାଉ!-->…
ମାନସିକ ବିକାରଗ୍ରସ୍ତ ବିଧବା ମହିଳା ଓ ତାଙ୍କର ଶିଶୁପୁତ୍ରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଥଇଥାନ
ସୁନ୍ଦରଗଡ଼ (୦୧/୦୩) : ଗତ ୨୭ ଫେବୃଆରୀ ତାରିଖ, ସୋମବାର ଦିନ ସୋନପୁର ଜିଲ୍ଲା ନିବାସୀ ଗୀତା ଭୁକ୍ତାଙ୍କ ଆବେଦନ କ୍ରମେ ତାଙ୍କର ମାନସିକ ବିକାରଗ୍ରସ୍ତ ଭଉଣୀ ଓ ତାଙ୍କ ଶିଶୁପୁତ୍ରକୁ ଯଥାକ୍ରମେ ସ୍ଥାନୀୟ ଆସ୍ଥା ଗୃହ ଏବଂ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ପ୍ରାପ୍ତ ସୂଚନା!-->…