ପରୀକ୍ଷା ଦେଇ ବାହାରିବା ପରେ +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ…

ଗୁଣପୁର: ଗୁଣପୁରରେ +୨ ଯାତ୍ରୀଙ୍କ ଗଳା କାଟିଲା ଯୁବକ । ଦ୍ରୌପଦୀ କଲେଜ ନିକଟରେ ଛାତ୍ରୀ ଜଣକ ପରୀକ୍ଷା ଦେଇ ବାହାରିବା ବେଳେ ଗଳା କାଟିଲା ଯୁବକ । ଗୁରୁତର ଯାତ୍ରୀ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଯୁବକକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ

୮ହଜାର ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ

ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌

ଭୁବନେଶ୍ୱର: ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଗରିବଙ୍କ ଚାଉଳ କାଟିବା ନେଇ ମଧ୍ୟ କେନ୍ଦ୍ରକୁ

ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ…

ଭୁବନେଶ୍ୱର:ରାଜ୍ୟରେ ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ଡାକ୍ତର,ନର୍ସ,କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାୟୋମେଟ୍ରିକ ଲାଗୁ ହେବ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳ୍ର,ମେଡିକାଲ କଲେଜରେ ଲାଗିବ । ପରବର୍ତ୍ତି ସମୟରେ ସବୁ ପିଏଚସି ଓ ସିଏଚସି ଲାଗୁ ହେବ । ଏବର୍ଷ ୫ହଜାର

ଦେବକୁଣ୍ଡ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ: ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ଉନ୍ନୟନମୂଳକ କାର୍ଯ୍ଯର କଲେ ସମୀକ୍ଷା

ଉଦଳା: ଦେବକୁଣ୍ଡ ଗସ୍ତରେ 5T ସଚିବ । ଉଦଳା ବ୍ଲକ ମୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଦିନ ସାଢେ ୧୦ଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀଙ୍କ ସହ

ମାର୍ଚ୍ଚରୁ ମେ ଅସହ୍ୟ ତାତି: ଉପରମୁହାଁ ହେଲାଣି ପାରଦ, ୩ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା…

ଭୁବନେଶ୍ୱର: ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ । ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ

ଦିବ୍ୟାଙ୍ଗ ମହିଳାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା, ଜିଲ୍ଲାପାଳଙ୍କୁ ଭେଟି ବଖାଣିଲେ ଦୁଃଖ…

ବାଲେଶ୍ବର: ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଅଭିଯୋଗ। ତାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା । ଯାହାଫଳରେ ମହିଳା ଜଣକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଜଗି ବସିଥିବାବେଳେ ଜିଲ୍ଲାପାଳ ପହଞ୍ଚୁ ପହଞ୍ଚୁ ତାଙ୍କ ଗାଡି ନିକଟରେ ପହଞ୍ଚି

ବୈତରଣୀ ବ୍ରିଜ ନିକଟରୁ ୨ ଅଫୁଟା ବୋମା ଉଦ୍ଧାର…

ଚାନ୍ଦବାଲି : କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଶୈଚ ହେବାକୁ ଯାଇଥିଲେ । ଗୋଟିଏ ବ୍ଯାଗରେ ୨ ଗୋଟି ହାତ ତିଆରି ଅଫୁଟା ବୋମା ଥିବାର

ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ: ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ…

ଭଦ୍ରକ : ଭୁଲ ଇଞ୍ଜେକସନ୍‌ରୁ ଗଲା ଛାତ୍ରଙ୍କ ଜୀବନ। ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼ ମାରିଲେ ପରିବାର ଲୋକେ । ଏନେଇ ଭଦ୍ରକ ମେଡିକାଲରେ ଚାପା ଉତ୍ତେଜନା । ସୂଚନା ଅନୁସାରେ, ମୃତ ଛାତ୍ର ଶୁଭେନ୍ଦୁ ରାଉତ ଥଣ୍ଡା ଜ୍ୱରରେ ଆକ୍ରାନ୍ତ

ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା, ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର…

ବାଲେଶ୍ୱର: ନିଜ ଫାର୍ମ ହାଉସରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା । ଏଭଳି ଅବାନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମୁନି ସବିର ବାଲିପଡ଼ିଆ ଠାରେ । ମୃତକ ହେଲେ ରଘୁନାଥ ବେହେରା ଓ ପତ୍ନୀ ପ୍ରଭାତୀ । ରାତି ପ୍ରାୟ ୧୦ଟା ବେଳେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ଘରୁ ମାତ୍ର ୫ ଶହ