Sign in
Sign in
Recover your password.
A password will be e-mailed to you.
୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ରାକେଟର ପର୍ଦ୍ଦାଫାସ
ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ । ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ । ଓଡ଼ିଶା ସରକାର ୟୁପି ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତରପ୍ରଦେଶ ଷ୍ଟେଟ ଟାସ୍କ ଫୋର୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ସିକନ୍ଦ୍ରାବାଦ ଥାନା ବୁଲନ୍ଦସହର ଅଶୋକ!-->…
ରାଜନୈତିକ ଫାଇଦା ପାଇଁ ଦରଦାମ ବୃଦ୍ଧି କଥା କହୁଛି ବିଜେଡି: ବିରୋଧୀ ଦଳ ମୁଖ୍ୟ ସଚେତକ
ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଛି। ଦରଦାମ ତଳ ଉପର ହେବା ସ୍ୱାଭାବିକ।!-->…
ଦାରିଙ୍ଗବାଡ଼ି ବ୍ଳକରେ ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଲେ
ଦାରିଙ୍ଗବାଡ଼ି (୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ୪ଟି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଲେଖିଥିବା ସୂଚନା ରହିଛି। ବିଜ୍ଞାନରେ ୨୮ଜଣ ଓ ବାଣିଜ୍ୟରେ ୩୧ ଜଣ ଓ କଳାରେ ୭୫୪ ଜଣ ପରୀକ୍ଷା ଲେଖୁଛନ୍ତି ।!-->…
ମଣ୍ଟୁ ଛୁରିଆଙ୍କ ନାମରେ ଫେକ ଆକାଉଣ୍ଟ କରି ଟଙ୍କା ମାଗିବା ଘଟଣାରେ ୨ ଗିରଫ…
ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଫେସବୁକ ଓ ପବଜି ଆକାଉଣ୍ଟ କରି ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ। ଗିରଫ ଅଭିଯୁକ୍ତମାନେ ଦେବଗଡ ଜିଲ୍ଲାର ହୋଇଥିବାବେଳେ ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜକୁ ମଣ୍ଟୁ ଛୁରିଆ କହି!-->…
ଆସନ୍ତା କାଲି ପ୍ରତ୍ୟେକ ଥାନାରେ ଏତାଲା ଓ ୪ରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବିଜେପି : ପୃଥ୍ୱୀରାଜ…
ଭୁବନେଶ୍ୱର : ରାଜ୍ୟ ସରକାର ଗଣତାନ୍ତ୍ରିକ ପକ୍ରିୟାକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାର ଅହଂକାରର ଚରମସୀମାରେ ପଂହଚିଛି । କ୍ଷମତାର ଭୂତ ରାଜ୍ୟ ସରକାରଙ୍କ ମୁଣ୍ଡରେ ଶବାର ହୋଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ଦାୟୀତ୍ୱ ସଂପନ୍ନ କରୁଥିବା ବିରୋଧୀ ଦଳର କାର୍ଯ୍ୟରେ ବାଧା!-->…
ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ…
ଛତ୍ରପୁର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ!-->…
ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲା: ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି…
ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଓ ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏନେଇ ଆଇପିସିର ଧାରା ୩୦୨, ୨୦୧ ଓ ୩୪ରେ ମାମଲା ରୁଜୁ ହୋଇଛି । ବୁର୍ଲା ଥାନା ପୋଲିସ ଚିନ୍ମୟୀଙ୍କ ଡାଏଟମ ଓ ଭିସେରା ଟେଷ୍ଟ କରାଯିବ!-->…
ଧାନର ଅଭାବୀ ବିକ୍ରି, ଅବ୍ୟବସ୍ଥା ଓ ଟୋକେନ ଟାର୍ଗେଟ ବଢେଇବା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଲକରେ ଧାନର ଅଭାବୀ ବିକ୍ରି ଓ ଟୋକେନ ଟାର୍ଗେଟ ବଢାଇବା ଦାବି ନେଇ ଅଞ୍ଚଳର ଶତାଧିକ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଲିଖିତ!-->!-->!-->…
୨ ଜିଲ୍ଲାରେ ବିଜେଡି କମିଟି ପୁନର୍ଗଠିତ..
ଭୁବନେଶ୍ବର: ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି । ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି ।!-->…
ନିଜେ ଅଣ୍ଡା ପକାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛି ପୋଲିସ : ଜୟନାରାୟଣ
ଭୁବନେଶ୍ୱର: ପିଏମଜିରେ ପୋଲିସ ଖଣ୍ଡଯୁଦ୍ଧ ଘଟଣାରେ ଗିରଫ ହୋଇଥିବା ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହାସହ ଜୟନାରାୟଣ କହିଛନ୍ତି, ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ!-->…