ବାଇକ୍‌ରେ ପ୍ରେମିକଙ୍କ ସହ ଯାଉଥିଲେ : ବାଟରେ ଘଟିଲା ଦୁର୍ଘଟଣା

ବ୍ରହ୍ମପୁର : ବାଇକରେ ପ୍ରେମିକ ପ୍ରେମିକା ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି | ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଯୁବତୀଙ୍କ ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଥାନା ଅଞ୍ଚଳର ପୁଷ୍ପିତା ମହାରଣା(୨୦)। ପୁଷ୍ପିତା ତାଙ୍କ

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ…

ବ୍ରହ୍ମପୁର : ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି. ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ କମାପଲ୍ଲୀ ଛକ ନିକଟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅର୍. ଡି. ସି., ବ୍ରହ୍ମପୁରଙ୍କ ଜରିଆରେ

ବାଣେଶ୍ୱର ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରସ୍ତୁତି ବୈଠକ…

ବଣାଇଁଗଡ : ଵଣାଇଁ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୦୭ ତାରିଖ ପବିତ୍ର ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିବର୍ଷ ଏଠାରେ ଦୋଳ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଉତ୍ସବ

ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା…

ସମ୍ବଲପୁର (୨/୩) : କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଓ ସି ଡି ଏମ ଓ ଙ୍କ ଆଲୋଚନା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ

କୈବଲ୍ୟ ରତ୍ନବେଦୀ ସମ୍ମାନ

ଚିକିଟୀ : ବାହୁଦା ସାହିତ୍ୟ ସଂସଦର ସମ୍ପାଦିକା ସଂହିତା ମହାନ୍ତି ଙ୍କୁ କୈବଲ୍ୟ ସାହିତ୍ୟ ସଂସଦ, କଟକ ଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଓ କିମ୍ବଦନ୍ତୀ କଥନ -୨୦୨୩ ତରଫରୁ କୈବଲ୍ୟ ରତ୍ନବେଦୀ ସମ୍ମାନ ରେ ସମ୍ମାନୀତ କରାଯାଇଛି l କୈବଲ୍ଯ ସାହିତ୍ୟ ସଂସଦ,କଟକ ର

ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ଅନୁଷ୍ଠିତ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ କଳବାଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳା ସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଲି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ

ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା

ଦାରିଙ୍ଗବାଡି, ୦୨/୦୩ : ଦାରିଙ୍ଗବାଡି ବ୍ଲକଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉତ୍ତର ମଣ୍ଡଳୀର ମଡ଼େଟର ବିଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଗୁଜୁରାଟ ଡାଇସେସର ବିଷପ ସିଲଭାନସ

ନିଶାମୁକ୍ତ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ମାଲକାନଗିରି (୦୨/୦୩) : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ସ୍ବେଚ୍ଛାସେବୀମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ

ହିଞ୍ଜିଳିକାଟୁ ପୌରପରିଷଦରେ ୪୧ ଜଣ ଭାଗିଦାରୀ ପାଇଲେ ସାଇକେଲ

ହିଞ୍ଜିଳିକାଟୁ ୨।୩ : ଗୁରୁବାର ମୁଖ୍ୟମନ୍ତ୍ରୀ ଭୂବନେଶ୍ବର ଲୋକସେବା ଭଵନରେ ୮ ହଜାର ସହଭାଗୀ ଙ୍କୁ ସାଇକେଲ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌରପାଳିକା ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ

ସନରାଇଜ ହସ୍ପିଟାଲ ସିଲ୍‌

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ସନରାଇଜ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଏସ୍‌କେୱାଇ ଯୋଜନାରେ ଏହି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ବି ରୋଗୀଙ୍କୁ ପ୍ରଲୋଭିତ କରି ଆଡମିଟ କରୁଛି। ପରେ କାର୍ଡ ବନ୍ଧା ରଖି ଟଙ୍କା ଦେବାକୁ ବାଧ୍ୟ କରୁଛି । ଏପରି ସାଂଘାତିକ ଅଭିଯୋଗ