ଚାପି ଦେଲା ଟ୍ରକ୍‌, ଚାଲିଗଲା କନେଷ୍ଟବଳଙ୍କ ଜୀବନ

ନବରଙ୍ଗପୁର: ଡ୍ୟୁଟି ସାରି ମେସ୍‌ମୁହାଁ ହୋଇଥିଲେ। ମାତ୍ର ବାଟରେ ଘଟିଲା ଅଘଟଣ। ମେସ୍‌ରେ ପହଞ୍ଚିବା ପୂର୍ବରୁ ରାସ୍ତା ଉପରେ ଚାପି ଦେଲା ଟ୍ରକ୍‌। ଫଳରେ ଅକାଳରେ ଛଟପଟ ହୋଇ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ନବରଙ୍ଗପୁର ସହର ର ଡିଆରଡିଏ

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌

ମୟୂରଭଞ୍ଜ : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର

କୋରାପୁଟରେ ମୃଦୁ ଭୂମିକମ୍ପ

କୋରାପୁଟ : କୋରାପୁଟରେ ମୃଦୁ ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୮। ଆଜି ଭୋର ୫ଟା ୫ ମିନିଟ୍‌ରେ ହୋଇଥିଲା ଭୂମିକମ୍ପ। କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଘର ଓ

ନୂତନ ହସପିଟାଲ ନିର୍ମାଣ ସମ୍ବନ୍ଧେ ପଦିଆପାଲୀ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା…

ମାଲକାନଗିରି ତା-୦୩/୦୩, କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦିଆପାଲୀ ଗ୍ରାମରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଗ୍ରାମସଭା ବୈଠକରେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ ସଭାପତିତ୍ବ କରିଥିଲାବେଳେ ଅନ୍ୟ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ: ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ବିଳମ୍ବିତ ରାତିରେ

ମାର୍ଚ୍ଚ୫ ରୁ ୯ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ପାଳନ ହେବ ରାଜ୍ୟ ଉଦ୍ୟୋଗୀ ସପ୍ତାହ…

ମାଲକାନଗିରି : ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇର ଅବଦାନ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ | ରୋଜଗାର ସୃଷ୍ଟି, ରପ୍ତାନି, ଆଞ୍ଚଳିକ ପାର୍ଥକ୍ୟ ହ୍ରାସ କରିବାରେ ଏମଏସଏମଇ କ୍ଷେତ୍ରର ଅବଦାନ ଅତୁଳନୀୟ। ଏମଏସଏମଇର ଚତୁର୍ଥ ଜନଗଣନା ଅନୁଯାୟୀ, ଓଡିଶା ରାଜ୍ୟରେ ୧.୫୭ ନିୟୁତ ଏମଏସଏମଇ

ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ…

ବ୍ରହ୍ମପୁର:ଦୀର୍ଘ ଦଶ ବର୍ଷ ପରେ ଆସନ୍ତା ଏପ୍ରିଲ୧୫ ତାରିଖ ରେ ରାଜ୍ୟ ଆଇନଜୀବି ପରିଷଦ ର ହେବାକୁଥିବା ନିର୍ବାଚନ ରେ ବ୍ରହ୍ମପୁର ର ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଆଜି କଟକ ସ୍ଥିତ ରାଜ୍ୟ ଆଇନଜୀବି ପରିଷଦ କାର୍ଯ୍ୟାଳୟ ରେ ପାର୍ଥିପତ୍ର ଦାଖଲ କରିଛନ୍ତି ।ବ୍ରହ୍ମପୁର ସହର ତଥା ଗଞ୍ଜାମ

ଗ୍ରାମୀଣ ଡାକ ସେବକଙ୍କ ୨୪ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୂଖ୍ୟ ଡ଼ାକ କାର୍ଯ୍ୟାଳୟ ଠାରେ କନ୍ଧମାଳ ଜିଲ୍ଲାର ସତାଧିକ ଗ୍ରାମୀଣ ଡାକ ସେବକ ଆଜି ନିଜ ନିଜର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁଁ ଡ଼ାକ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଡାକ ବିଭାଗରେ

ମାଲକାନଗିରି ସୀମାନ୍ତ ରେ ଏନକାଉଣ୍ଟର ସମୟରେ ନକ୍ସଲ ଦମ୍ପତି ଗିରଫ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଅନ୍ତର୍ଗତ ଗାଦିରାସ ଥାନା ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରରେ ୧୦ ଲକ୍ଷ ଇନାମୀ ନକ୍ସଲ ଦମ୍ପତି ଗିରଫ l ଗିରଫ ହୋଇଥିବା ଦୁଇ ନକ୍ସଲ ମଧ୍ୟରୁ ପୁରୁଷ ନକ୍ସଲ ଉପରେ ୮ ଲକ୍ଷ ଏବଂ ମହିଳା ନକ୍ସଲ ଉପରେ ୨ ଲକ୍ଷ ଛତିଶଗଡ

ଶଙ୍କରାଖୋଲ ଠାରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରା ଖୋଲ ଠାରେ ସର୍ବ ପୁରାତନ ଶ୍ରୀ ଶ୍ରୀ ମା ପୀତାବଳୀ ମନ୍ଦିର ପରିସରରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ମହାଯଜ୍ଞକୁ ସୂଚାରୁ ରୂପେ ଏବଂ ନୀତିକାନ୍ତିରେ ସଫଳ ହେବା ପାଇଁ ଓଡିଶାର