ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଆଜି ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ

ରାଉରକେଲାରେ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ…

ରାଉରକେଲା ୦୩ ମାର୍ଚ୍ଚ ୨୦୨୩; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ,

ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଆଇଟିଆଇ କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନାଗେଶ୍ୱରୀ ଗଣ୍ଡ। ସେ ଆରଏସି ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ନାଗେଶ୍ୱରୀଙ୍କ ଘର ରାଇଘର ସରଗୁଲି ସାଲେଭାଟ୍ଟା ଗାଁରେ ବୋଲି

ଦୁଇଟି ଚେକ୍ ଡେମ ର ଭୂମି ପୂଜନ କଲେ ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ…

ରାଜ୍ୟ ସରକାର , କ୍ଷୁଦ୍ର ଜଳ ସେଚନ ବିଭାଗ ଓ ଗଣମାଧ୍ୟମକୁ ଧନ୍ୟବାଦ୍ ଦେଲେ ପଞ୍ଚାୟତବାସୀ ସୁନ୍ଦରଗଡ଼ ୦୩/୦୩/୨୩ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତରେ ନା ପିଇବା ପାଣି ର ସୁବିଧା ଅଛି ନା ଚାଷ ପାଇଁ ଜଳ ସେଚନ ର ସୁବିଧା । ଦୀର୍ଘ ୨୨ ବର୍ଷ

ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର : ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ଦର ବୃଦ୍ଧିକୁ ବିରୋଧ କରି ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜୁ ମହିଳା ଜନତା ଦଳ । ଏହାସହ ପ୍ରତିବାଦ ସଭା ମାଧ୍ୟମରେ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବା ପାଇଁ ଦଳ ଦାବି

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ରାଜ୍ୟର ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରୋଡ଼ ବିଣିଆପାଟ, ବଜାଜ ସୋ’ରୁମ, ହୋଟେଲ ଇଣ୍ଡିଆଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି।

କନ୍ୟାଶ୍ରମରେ ଝାଡାବାନ୍ତି: ୧୧ଛାତ୍ରୀ ଆକ୍ରାନ୍ତ ; ୬ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବl କନ୍ୟାଶ୍ରମରେ ଝାଡ଼ାବାନ୍ତି। ଝାଡ଼ାବାନ୍ତି ରେ ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ଗୁରୁତର ଥିବାରୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନେ ହେଲେ

ଆଜି ଥିଲା ଚତୁର୍ଥୀ, ଶୌଚ ପାଇଁ ଯାଇଥିବା ବେଳେ ବୁଡି ଗଲେ ଯୁବକ

ବାଲେଶ୍ଵର : ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ । ଗତ ୧ ମାର୍ଚ୍ଚରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ । ସୂଚନା ଅନୁସାରେ ଗତ ୧ ତାରିଖରେ ଯୁବକ

ଭିଜିଲାନ୍ସ ଜାଲରେ KBK ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରୁଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱରର ୩ଟି, କଳାହାଣ୍ଡି ସ୍ଥିତ

ଥାନା ପରିସରରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ

କେନ୍ଦ୍ରାପଡା: ପ୍ରେମ କାହାଣୀକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କିଛି ପ୍ରେମ କାହାଣୀ ସଫଳ ହେଉଛି ତ କିଛି କାହାଣୀ ବିଫଳ। ତେବେ ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଜଣେ ଯଦି ଅନ୍ଯ ଜଣଙ୍କୁ ସେତିକି ମନ ଦେଇ ଭଲ ପାଇଥିବ ତେବେ ସେ ତା ପ୍ରେମ କୁ ପାଇବା