Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ ବିଜେପି ସାଙ୍ଗଠନିକ ଜିଲ୍ଲାର ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା…
ସୁନ୍ଦରଗଡ଼ (୦୩/୦୩) : ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭୋଜପୁର ଠାରେ ବିଧାନସଭାସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ!-->…
କବିତା ପାଠ ଉତ୍ସବ ‘ମଧୁ ମହୋତ୍ସବ’
ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ‘କ୍ରିଏଟିଭ୍ ରାଇଟିଂ କ୍ଲବ’ ପକ୍ଷରୁ କବିତା ପାଠ ଉତ୍ସବ ଇନୋଭେସନ ଆଣ୍ଡ ଇନକ୍ୟୁବେସନ ସେଣ୍ଟର(ସିଆଇଆଇ)ରେ ‘ମଧୁ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି ଭାବେ ଯୋଗଦେଇ!-->…
ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହ୍ୟାକଥନ ଏବଂ କୋଡ଼ିଙ୍ଗ ପ୍ରଶିକ୍ଷଣ ଅନୁଷ୍ଠିତ…
ଚିତ୍ରକୋଣ୍ଡା(୦୩/୦୩) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହ୍ୟାକଥନ ଏବଂ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ହନ୍ତାଳ ଙ୍କ!-->…
ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରେ ଶିଶୁ ମାନଙ୍କ ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ…
ଚିତ୍ରକୋଣ୍ଡା(୦୩/୦୩) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଗତ ଯୋଡ଼ାମ୍ବ ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶିଶୁବିକାଶ କାର୍ଯ୍ୟାଳୟ ଆନୁକୂଲ୍ୟରେ ଯୋଡ଼ାମ୍ବ ଅଙ୍ଗନୱାଡି କେନ୍ଦ୍ରଠାରେ ଶିଶୁ ମାନଙ୍କର SAM (ଅତିଶୟ ପୃଷ୍ଟିହୀନତା) / MAM!-->…
ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଡ଼ିଓ…
ଚିତ୍ରକୋଣ୍ଡା(୦୩/୦୩) : ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଓଡିଶା ସୀମାନ୍ତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳ ରାଲେଗଡ଼ା ଗ୍ରାମ ପଞ୍ଚାୟତକୁ ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡାରୀ, ଏପିଓ ଶ୍ରୀ ଉଛବ ଗିରି ଓ ରାଲେଗଡ଼ା ସରପଞ୍ଚ କମଳୁ!-->…
ସାପ କାମୁଡ଼ାରେ ମହିଳା ମୃତ
ହିଞ୍ଜିଳିକାଟୁ ୩।୩ : ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ କାଳୁଆମନ୍ଦିର ସାହିରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସୂଚନାନୁସାରେ ନରେନ୍ଦ୍ରପୁର ଗ୍ରାମର ଡକ୍ଟର ପୋଲାଇ ଙ୍କ ସ୍ତ୍ରୀ ଗୋଲାପ ପୋଲାଇ ୫୫ ।ଶୁକ୍ରବାର ସନ୍ଧ୍ୟା ୪ ଘଣ୍ଟା ୩୦ ମି ସମୟରେ!-->…
ଜବତ ହେବ ପଳାତକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି…
ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କଠାରୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ସମ୍ପତ୍ତି ଜବତକୁ ନେଇ ମୁମ୍ବାଇ କୋର୍ଟ ଏହାର ରାୟ ଶୁଣାଇଥିଲେ। ମାଲ୍ୟା ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ଏଠାରୁ ତାଙ୍କୁ କୌଣସି ଆରାମ ମିଳିପାରି ନାହିଁ। ଅର୍ଥାତ୍ ତାଙ୍କ!-->…
ଘରୁ ୬ କୋଟି ଟଙ୍କା ଜବତ ହେବା ପରେ ‘କର୍ଣ୍ଣାଟକ ସୋପ୍ସ୍ ଆଣ୍ଡ୍ ଡିଟର୍ଜେଣ୍ଟ୍ସ୍ ଲିମିଟେଡ୍’ ଅଧ୍ୟକ୍ଷ ପଦରୁ…
ଦୁର୍ନୀତି କରି ପୁଅ ଧରାପଡ଼ିବା ପରେ ଜଣେ ବିଜେପି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଡଲଙ୍କ ପୁଅ ପ୍ରକାଶ ମଡଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ। ଏହି ଘଟଣାକୁ ନେଇ!-->…
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ…
କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ ଓ!-->…
ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି: ରାହୁଲ ଗାନ୍ଧି
ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟବସ୍ଥିତ ଅନୁଷ୍ଠାନର ଆବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଗଣତନ୍ତ୍ରର ମୌଳିକ ଢାଞ୍ଚା ବିପଦରେ ପଡ଼ିଛି। ପ୍ରତିଦିନ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ଆକ୍ରମଣ କରାଯାଉଛି। ଏହା କହିଛନ୍ତି ରାହୁଲ ଗାନ୍ଧି। କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ!-->…