Sign in
Sign in
Recover your password.
A password will be e-mailed to you.
୧୫ରୁ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ…
କେନ୍ଦୁଝରଗଡ଼଼: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ରୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଘର ଶତାଧିକ ସଦସ୍ୟ ଶୁକ୍ରବାର ଜିଲା ଓ ପୁଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ଦଫା ସମ୍ବଳିତ ଦାବି ପୂରଣ ନେଇ ଦେଇଥିବା!-->…
ଓଡିଶାରେ ହେବ ଆମେରିକା ଭଳି ରାସ୍ତା: ଗଡକରୀ…
ଭୁବନେଶ୍ୱର: ୨୦୨୪ ଶେଷ ସୁଦ୍ଧା ଓଡିଶାରେ ଆମେରିକା ମାନର ରାସ୍ତା । ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । କେନ୍ଦ ସଡଖ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ।
ଓଟିଭି ଫୋରସାଇଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ । ଓଡିଶାରେ ଜାତୀୟ!-->!-->!-->…
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…
ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ ।
!-->!-->!-->…
ଚାକରାଣୀଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ…
ବନେଶ୍ୱର: ଚାକରାଣିଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ । ସମ୍ପୃକ୍ତ ମାଲିକ ଜଣଙ୍କ ହେଲେ କାର୍ତ୍ତିକ ମୁଦୁଲି । ତାଙ୍କ ଘର ସୁନ୍ଦରପଦା, ବିଦ୍ୟୁତ ସବ୍ ଷ୍ଟେସନ ପାଖରେ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ହାଉସ ମେଡ ହୋଇଥିବା ବେଳେ କାର୍ତ୍ତିକ ମେକାନିକ ଅଟନ୍ତି । କାର୍ତ୍ତିକ!-->…
ପୁଣି ହାତୀ ନେଲା ଜୀବନ
ମୟୁରଭଞ୍ଜ: ହାତୀପଲ ପାଇଁ ଚରାଭୁଇଁ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର। ଯଦିଓ ହାତୀ ଜଙ୍ଗଲୀ ଜୀଵ କିନ୍ତୁ ଏବେର ପରିବର୍ତ୍ତିତ ସ୍ଥିତିରେ ହାତୀପଲ ଜଙ୍ଗଲରେ ରହିବାକୁ ସୁରକ୍ଷିତ ମଣୁନଥିବା ଅନୁମାନ କରାଯାଉଛି। ଯୋଉଥିପାଇଁ ଗାଁ ହେଉକି ସହର ଭିତରକୁ ପଶି ଆସୁଛନ୍ତି। ଆଉ ନେଉଛନ୍ତି!-->…
ଚିନ୍ମୟୀ ମୃତ୍ୟୁ ମାମଲା : ବୟଫ୍ରେଣ୍ଡର ହେବ ଲାଏ ଡିଟେକ୍ସନ ଟେଷ୍ଟ…
ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା । ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି । ଗତକାଲି!-->…
ପାଟପୁର ଥାନା ଆମ ପୋଲିସ ସମିତିର ମେଗା ରକ୍ତଦାନ ଶିବିର
ବ୍ରହ୍ମପୁର (୦୩/୦୩): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଆଜି ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆମ ପୋଲିସ ସମିତି ଏବଂ ଅଞ୍ଚଳ ଜନପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୪୦୧ ୟୁନିଟ!-->…
ବିମଳେନ୍ଦୁ ପାଢ଼ୀ ହେଲେ ବିଜେଡ଼ିର ଫୁଲବାଣୀ ପୌର ପରିଷଦ ସଭାପତି
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ବିମଳେନ୍ଦୁ ପାଢ଼ୀଙ୍କୁ ଫୁଲବାଣୀ ପୌରପରିଷଦ ସଭାପତି ଭାବେ ଘୋଷିତ କରାଯାଇଛି l ଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ!-->…
ମଧୁର ଜଳଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଆଇସିଏଆର୍ - ସିଫା, ଏସ୍ସିଏସ୍ପି ପ୍ରକଳ୍ପ ଅଧୀନରେ ଫୁଲବାଣୀ ଠାରେ ଆଇସିଏଆର୍- ସିଫାର ମଧୁର ଜଳ ଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ମୁଖ୍ୟ!-->…
ସୁନ୍ଦରଗଡ଼ଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ଚାମ୍ପିଅନସିପ୍ ଉଦ୍ଘାଟିତ
ସୁନ୍ଦରଗଡ଼ : ସ୍ଥାନୀୟ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ଭବାନୀପୁର୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ଚାମ୍ପିଅନସିପ ଉଦଘାଟିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟ!-->…