ତମାଖୁମୁକ୍ତ ଅନୁଷ୍ଠାନ ଲାଗି ସଚେତନତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା…

ମାଲକାନଗିରି (୦୩/୦୩) : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ଏନ୍.ସି.ଡି. କକ୍ଷ ମାଲକାନଗିରି ପକ୍ଷରୁ ଏକ ତମଖୁମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର୍ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ

ଉତ୍କଳ ଆଲୁମିନାର କ୍ଷୁଦ୍ରପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କଲେ ରାୟଗଡା ବିଧାୟକ

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ପ୍ରଭାବିତ କାଶିପୁର ବ୍ଲକ ଓ ଥୁରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରୋଜେକ୍ଟ ଉଦ୍ୟମୀ ଦ୍ବାରା ବେରୋଜଗାରୀ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଛୋଟ ବଡ ପ୍ରାୟ ୩୦୦ଟି କ୍ଷୁଦ୍ର ଓ ମଧ୍ୟମ ଧରଣର ପ୍ରକଳ୍ପ ତିଆରି କରିଛି।

ପୁଣି ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ

ଲଷ୍ମୀପୁର : ବିଡିଓ ହେବ ତ ଏମିତି | ଲୋକଙ୍କ ମୌଳିକ ସୁଭିଧା ବୁଝିବା ପାଇଁ ବ୍ଲକ ପ୍ରଶାସନ ସହ ସାତ କିଲୋମିଟର ଦୁର୍ଗମ ଅଂଚଳ ଚାଲି ଚାଲି ଲୋକଙ୍କ ପାଖରେ ପହଂଚି ସମସ୍ୟା ବୁଝିଲେ | ଏବେ ଚୋର୍ଚ୍ଚା ରେ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକର ଯୁବ ବିଡିଓ ପ୍ରୀତି ରଞ୍ଜନ ରଥ |ସ୍ୱାଧୀନତା ର 75

ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫାଦାବି ସମ୍ବଳିତ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଆସନ୍ତା ୧୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ ଡ୍ରାଇଭର ମହାସଂଘ ଛତ୍ରପୁର : ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ୫୫ ବର୍ଷ

ଜିଲ୍ଲାରେ ଖାଉଟିଙ୍କୁ ସଚେତନ କରିବ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥ…

ମାଲକାନଗିରି (୩/୩): ମାଲକାନଗିରି ଜିଲ୍ଲାରେ ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଭିଟାମିନଯୁକ୍ତ ଚାଉଳ ବଣ୍ଟନ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ଠାରେ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ

ଛତ୍ରପୁର : କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ରନ୍ଧନ ଗ୍ୟାସର ଦର ବୃଦ୍ଧି ହେଉଥିବାରୁ ଏହା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମସ୍ତ ବର୍ଗର ଜନସାଧାରଣ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରନ୍ଧନ ଗ୍ୟାସ ଦର ତୁରନ୍ତ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର : ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସ୍ ର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁ ଘୋର ବିରୋଧ କରି ଭାରତୀୟ ଜନତା ପାର୍ଟି ଛତ୍ରପୁର ପକ୍ଷରୁ ବହୁ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା

ନୂତନ ଛତ୍ରପୁର ବିଡିଓଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିଡିଓ ଭାବେ ସୁଶାନ୍ତ କୁମାର ବରାଳ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ୍ ଓଏଏସ୍ ଶ୍ରୀ ବରାଳ ନୂଆପଡା ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ପରେ ମୟୂରଭଞ୍ଜ ଜିଲ୍ଲା କୁସୁମୁ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ

ଚମାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୫ ତମ ବାର୍ଷିକ ଉତ୍ସବ

ଛତ୍ରପୁର : ଚମାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୫ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସି. ଏଚ, ବଳରାମ ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମାଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସି. ଏଚ. ମନୋଜ

ଟେଲିକମ୍ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ

ଫୁଲବାଣୀ : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଟେଲିକମ୍ ନିୟନ୍ତ୍ରଣ ଅଥରିଟି ଇଣ୍ଡିଆ ପ୍ରାୟୋଜିତ ତଥା ବାର୍ଡ ସଂସ୍ଥା ଆୟୋଜିତ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କଲେଜ