ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ତିନି ଗୁରୁତର : ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ …

ଦାରିଙ୍ଗବାଡି, ୨୩/୦୫ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ନିକଟ ଅଡା ମୁଣ୍ଡା ଘାଟି ବୁଲାଣିରେ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ନିନି ଜଣ ଗୁରୁତ୍ୱର ଆଘାତ ପାଇଛନ୍ତି। ଦୁର୍ଘଟଣା ପୂର୍ବାହ୍ନ ପ୍ରାୟ ୧୧.୩୦ ବେଳେ ଘଟିଥିବା ସୂଚନା ରହିଛି।ଗୁରୁତର…

ଜବରଦଖଲରେ ସରକାରୀ ଜାଗା : ଜବରଦଖଲ ଉଚ୍ଛେଦ କଲା ପୌରପ୍ରଶାସନ…

ହିଞ୍ଜିଳିକାଟୁ ,୨୩ ।୫ ଦୀର୍ଘବର୍ଷ ଧରି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଯୋଗୀବନ୍ଧ ପଛ ଭାଗରେ ଏକର ଏକର ସରକାରୀ ଜାଗା ଵହୁ ପରିଵାର ଜବରଦଖଲ କରି କବ୍‌ଜାରେ ରଖିଛନ୍ତି। ସରକାରୀ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି, ସ୍ଥାୟୀ ବାସଗୃହ ନିର୍ମାଣ କାର୍ଯ୍ୟ…

ଆଇଏଏସ ରେଜଲ୍ଟ ପ୍ରକାଶ, ଇଶିତା କିଶୋରୀ ଟପ୍ପର…

ଭୂବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଛି ଆଇଏଏସ ରେଜଲ୍ଟ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଛନ୍ତି । ସେହିପରି ଗରିମର ଲୋହିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟରେ ଉମା ହାରାତି ଏନ ଅଛନ୍ତି । ଏଥର ପରୀକ୍ଷାରେ ମୋଟ…

ଅର୍ଣ୍ଣପାଳ ଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ…

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅର୍ଣ୍ଣପାଳ ଓକୋରା ହାଇସ୍କୁଲ ହରିହାଟ ନିକଟରେ ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ହରିଦ୍ୱାର ତରଫରୁ ୫ କୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ ପାଳନ ହୋଇଯାଇଛି ଏହା ଦୁଇ ଦିନ ଧରି ହୋଇଥିଲା ପ୍ରଥମ ଦିନ ୧୦୮ କଳସ ଯାତ୍ରା ହରିହାଟ ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ ହୋଇ…

କୁଆଁରମୁଣ୍ଡା ନାଗରିକ କମିଟି ସଦସ୍ଯଙ୍କ ୫ ଦଫା ଦାବୀ ନେଇ ତହସିଲଦାର ଙ୍କ ଜରି ଆରେ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର…

କୁଆଁରମୁଣ୍ଡା-ଆଜି ତା୨୩/୦୫/୨୩ରିଖ ସକାଳ ୧୧ଘଂଟା ସମୟରେ କୁଆଁରମୁଣ୍ଡା ନାଗରିକ କମିଟିର କିଛି ସଦସ୍ଯ ଶ୍ରୀ ରାଜେଶ କେରକେଟା ଙ୍କ ତତ୍ତ୍ଵାବଧାନ ରେ ଏକ ସ୍ମାରକ ପତ୍ର ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେପ୍ରଦାନ କରିଥିଲେ । ସ୍ମାରକପତ୍ର ରେ ସେମାନଙ୍କର ୫ ଦଫା ଦାବି…

ଓଡିଶା ରେ ବଢ଼ିଚାଲିଛି ଦୁର୍ଘଟଣା ହାର : ପାଟ୍ରୋଲିଂ ନିୟମ କୁ ଅଧିକ ସୁଦୃଢ଼ କରିବାକୁ ଯୋଜନା…

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟର ଜାତୀୟ ରାଜପଥରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ବିଶେଷ କରି ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଥିବା ଜାତୀୟ ରାଜପଥ-୧୬ରେ ସର୍ବାଧିକ ୧୨ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି। ଜାତୀୟ ରାଜପଥରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ସ୍ଥିତି ବି ଉଦ୍‌ବେଗଜନକ…

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେଲା କ୍ଷେତ୍ର ପରିଦର୍ଶନ…

ଭୁବନେଶ୍ୱର // ସୁନ୍ଦରଗଡ଼ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେମାନେ…

ଉଦ୍ୟଗ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡା : ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ ଏବଂ ଜାତୀୟ ଉଦ୍ୟୋଗ ଏବଂ କ୍ଷୁଦ୍ର ଶିଳ୍ପ ବିକାଶ ତରୋଫରୁ ଉଦ୍ୟୋଗ ବିକାଶ ଦକ୍ଷୋତା କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାନ କୋରାପୁଟ କେନ୍ଦ୍ର ଠାରେ ଶୁଭାରମ୍ଭ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ନିର୍ଦ୍ଦେଶିକା ଡ଼କ୍ଟର ରାଇଚେଲ…

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼ (୨୨/୦୫) : ଆଜି ବାଲିଶଙ୍କରା ବ୍ଲକ ପରିସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି Iଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ମୋଟ 92 ଟି ଅଭିଯୋଗ ଆସିଥିଲା I…