Sign in
Sign in
Recover your password.
A password will be e-mailed to you.
ବିପୁଳିଙ୍ଗି ଗ୍ରାମରେ ମହିଳାଙ୍କ ହତ୍ୟା ଘଟଣା ସ୍ୱାମୀ ଗିରଫ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମ ବଡସାହିର ସୁପ୍ରଭା ଚୌଧୂରୀ (୫୧) ନାମକ ଜଣେ ମହିଳାଙ୍କୁ ଗଳାକାଟି ନିିର୍ମମ ଭାବେ ହତ୍ୟା ଘଟଣାର ପୁଲିସ ଖୁଲାସା କରିଛି । ଘଟଣା ସଂପର୍କରେ ଏତଲାକାରୀ ସ୍ୱାମୀ ରାଧାଶ୍ୟାମ ଚୌଧୂରୀ ହିଁ ହତ୍ୟାକାରୀ ବୋଲି ହସ୍ତଗତ ହୋଇଥିବା!-->…
ବିଶ୍ଵନାଥ ଦାଶଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା…
ବ୍ରହ୍ମପୁର (୦୪/୦୩) : ବିଶ୍ୱନାଥ ଦାଶ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କୁଇନ୍ ଅଫ ଦି ମିଶନ ପରିସରରେ ପ୍ରାକ୍ତନ ପ୍ରାଧ୍ୟାପକ ରମେଶ ଚରଣ ତ୍ରିପାଠୀ ଙ୍କ ସଭାପତିତ୍ବ ଓ ସମ୍ପାଦକ ଡ଼ ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଏକ ପ୍ରାରମ୍ଭିକ ସ୍ମୃତି ଚାରଣ ସଭା ସହ ଉଚ୍ଚ ବିଦ୍ୟାଳୟ ସ୍ତରୀୟ!-->…
ରାଜନେତା ନୁହେଁ ସାହିତ୍ୟିକ ଚାହିଁଲେ ଗୋଟେ ସମାଜକୁ ଦିଗଦର୍ଶନ ଦେଇପାରିବ: ପ୍ରସନ୍ନ ପାଟଶାଣୀ…
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ ସ୍ଥାନୀୟ ଏଜେଓ ହାଇ ସ୍କୁଲ ପଢିଆରେ ୪୨ତମ ପୁସ୍ତକ ମେଳା ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦଶ ଦିନ ବ୍ୟାପୀ ଏହି ମେଳାରେ ଉଦଘାଟନ ଉତ୍ସବରେ ଓଡିଶା ଯୋଜନା ବୋର୍ଡ଼ର ସଦସ୍ୟ ତଥା ବିଶିଷ୍ଠ କବି ପ୍ରସନ୍ନ!-->…
ଥାନା ପରେ ଏସ୍ପି ଅଫିସ ଘେରିଲା ଭାଜପା ଯୁବମୋର୍ଚ୍ଚା…
ବ୍ରହ୍ମପୁର : ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାଜପା କର୍ମକର୍ତ୍ତା ଶନିବାର ବ୍ରହ୍ମପୁର ଏସ୍ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ ନାଁରେ!-->…
ଢେଙ୍କାନାଳରୁ ଅଭିଯୁକ୍ତଙ୍କୁ ଆଣି ରିମାଣ୍ଡରେ ନେଲା ପୋଲିସ…
ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀଙ୍କ ହତ୍ୟା ଘଟଣାରେ ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁଙ୍କୁ ବ୍ରହ୍ମପୁର ଏସ୍ଡ଼ିଜେଏମ୍ଙ୍କ ନିର୍ଦ୍ଦେଶରେ କୋର୍ଟରେ ହାଜର କରାଯାଇଛି। ଶଙ୍କରକୁ ଶୁକ୍ରବାରଠାରୁ ୧୩ତାରିଖ ପର୍ଯ୍ୟନ୍ତ!-->…
ଓକିଲ ସଂଘର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ…
ବ୍ରହ୍ମପୁର : ବ୍ରହ୍ମପୁର ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ ୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ୧୦ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ୧୧ରେ କାଏମ ରହିଥିବା ପ୍ରାର୍ଥୀ!-->…
କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ପକ୍ଷରୁ ପିଣ୍ଟୁ ନନ୍ଦଙ୍କ ସ୍ମୃତିଚାରଣ ସଭା…
ଫୁଲବାଣୀ (୪/୩) : କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ତରଫରୁ ଆଜି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ସିନେ ତାରକା ତଥା ବିଶିଷ୍ଟ କଳାକାର ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା ପାଇଁ ପ୍ରଦୀପ ପ୍ରଜ୍ୱଳନ!-->…
ଟ୍ରେଲରରେ ପିଟି ହେଲା ଆମ୍ବୁଲାନ୍ସ, ୩ ଗୁରୁତ…
ପାରାଦ୍ୱୀପ: ଘନ କୁହୁଡ଼ି ଯୋଗୁ ଘଟିଲା ଅଘଟଣ । ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ପିଟି ହୋଇଗଲା ଏକ ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
!-->!-->!-->…
ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇ କଂଗ୍ରେସ ନେତା କୌସ୍ତୁଭ ବାଗ୍ଚି ଗିରଫ…
କୋଲ୍କାତା: ଗୋଟାଏ ଘରୋଇ ଟେଲିଭିଜନ୍ ‘ଟଅକ୍ ସୋ’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ତଥା ଆଡ୍ଭୋକେଟ୍ କୌସ୍ତୁଭ ବାଗ୍ଚିଙ୍କୁ କୋଲ୍କାତା ପୁଲିସ ଗିରଫ କରିଛି।
ଟିପ୍ପଣୀ ଦେବା ପରେ କଂଗ୍ରେସ ନେତା!-->!-->!-->…
କୋଭିଡ୍ ଉତ୍ପତ୍ତି ବିଷୟରେ ସତ କୁହନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…
ଜିନିଭା: କୋଭିଡ୍-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି।
ଚୀନ୍ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍ ଲିକ୍’!-->!-->!-->…