ବିମାନ ବନ୍ଦର ପାଇଖାନା ଭିତରୁ ଜବତ ହେଲା ୨ କୋଟିର ସୁନା ବିସ୍କୁଟ

ନୂଆଦିଲ୍ଲୀ : ଆଜି ଦିଲ୍ଲୀସ୍ଥିତି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍‌ ଅଧିକାରୀମାନେ ଏହି ସୁନା ବିସ୍କୁଟ୍‌ ଜବତ କରିଛନ୍ତି। ଏହାକୁ ଜବତ ପରେ ସିଲ

ଦେଶ ଏବେ ଖରାପ ପରିସ୍ଥିତିରେ ଅଛି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ଟପୁଛନ୍ତି। ଦେଶ ଏବେ ବିପଦଜନକ ପରିସ୍ଥିତିରେ ଅଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଏପରି ହୋଇଛି ଯେ, ଯଦି ଦେଶର କୌଣସି ରାଜ୍ୟରେ

ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି: ଆପ

ନୂଆଦିଲ୍ଲୀ : ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା ସ୍ୱୀକାରୋକ୍ତିରେ ଦସ୍ତଖତ କରନ୍ତୁ। ଏମିତ ଅଭିଯ୍ଗ ଆଣିଛନ୍ତି ଆମ ଆଦମୀ ପାର୍ଟିର

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ : ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ। ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ହିନ୍ଦୁ ଧର୍ମର ଗ୍ରନ୍ଥଗୁଡିକୁ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ

ବିଜୁବାବୁଙ୍କ ଜନ୍ମଜୟନ୍ତୀ ଅବସରରେ, ଲୋକସେବା ଦିବସ-୨୦୨୩ ପାଳିତ…

ଚିତ୍ରକୋଣ୍ଡା(୦୫/୦୩) : ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ବ୍ଲକ ସଭାଗୃହରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ,ବରିଷ୍ଠ ବିଜେଡି

ସେମଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା…

ଉମରକୋଟ (୦୫/୦୩) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ଗୋଷ୍ଠୀ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ସେମଳା କ୍ଲଷ୍ଟର ପକ୍ଷରୁ ସେମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଗତ ୪ ତାରିଖରେ ପ୍ରଦାନ କରାଯାଇଛି । ଆୟୋଜିତ

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଆନ୍ତର୍ଜାତୀୟ ୱେବିନାର

ସୁନ୍ଦରଗଡ଼ (୦୫/୦୩) : ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗ ଆନୁକୁଲ୍ୟରେ ଏକ ଆନ୍ତର୍ଜାତୀୟ ୱେନିନାର ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହ୍ୟୁମାନିଟିଜ୍ ଇନ୍ ଦ ଡିଜିଟାଲ ଏଣ୍ଡ ଗ୍ଲୋବାଲ ୱାର୍ଲ୍ଡ ସନ୍ଦର୍ଭରେ ଆଲୋଚନା ହୋଇଥିଲା। ଏହି

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତାର ଦ୍ଵିତୀୟ ଦିବସ

ସୁନ୍ଦରଗଡ଼ (୦୪/୦୩) : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ର ଦ୍ଵିତୀୟ ଦିବସରେ ହକି ୧୭ ବର୍ଷରୁ କମ ବାଳକ ବିଭାଗ ପ୍ରଥମ ମ୍ୟାଚ୍ ଦେଓଗଡ ଓ ସମ୍ବଲପୁର ମଧ୍ୟରେ ହୋଇଥିଲା । ଏଥିରେ ଦେଓଗଡ଼ ଜିଲ୍ଲା ୧-୦ ରେ ବିଜୟ ଲାଭ କରି ସେମିଫାଇନାଲ ରେ ପହଞ୍ଚିଥିଲା। ୧୭

୯ କୋଟିର ଇକୋ ରିଟ୍ରିଟ୍‌ ହବ୍‌ ଦୁଇବର୍ଷରେ ଖତ…

ବ୍ରହ୍ମପୁର : ଗୋପାଳପୁର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗଞ୍ଜାମ ଜିଲ୍ଲାକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ସମୁଦ୍ରକୂଳରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶକୁ ପ୍ରାଥମିକତା ଦିଆଯାଉଛି।

ଚୋରା ଟ୍ରକ ସହ ୮୦ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ, ଗ୍ୟାରେଜ ମାଲିକ ଗିରଫ…

ବ୍ରହ୍ମପୁର : ଗୋଳନ୍ଥରା ଥାନା ପୁଲିସକୁ ମିଳିଛି ଏକ‌ବଡ ସଫଳତା। ଦୀର୍ଘ ଦିନ ଧରି ଚୋରା ଟ୍ରକ ସହ ଭାରିଯାନକୁ କାଟି ଯନ୍ତ୍ରାଂଶକୁ ବିକ୍ରି ଏବଂ ଚୋରା ଭାରିଯାନର ଇଞ୍ଜିନ ଓ ଚେସିସ ନମ୍ବରକୁ ପରିବର୍ତ୍ତନ କରି ବିକ୍ରୀ କରିବା ଅଭିଯୋଗରେ ଜଣେ ଗ୍ୟାରେଜ ପୁଲିସ ମାଲିକଙ୍କୁ ଗିରଫ କରିଛି।