ଦୁର୍ନୀତି ରେ ଉବୁଟୁବୁ କୁଆଁରମୁଣ୍ଡା ରାଜସ୍ବ ନିରକ୍ଷକ କାର୍ଯ୍ୟାଳୟ..!

ଧୂତରାଷ୍ଟ୍ର ସାଜିଛନ୍ତି ତହସିଲଦାର...! କୁଆଁରମୁଣ୍ଡା- ରାଜ୍ଯର ଜନସାଧାରଣଙ୍କ ସୁଭିଧା ନିମନ୍ତେ ସମସ୍ତ ତହସିଲ ରେ ଅନଲାଇନର ସୁବିଧା ସୁଯୋଗ ସରକାର ସୃଷ୍ଟି କରିଛନ୍ତି । କିନ୍ତ ପରିତାପର ବିଷୟ ଏଠାକାରରାଜସ୍ବ ନିରୀକ୍ଷକ କାର୍ଯ୍ଯାଳୟର କାମ ସଂପୂର୍ଣ୍ଣ ଓଲଟା କହିଲେ କିଛି ଭୁଲ ହେବ

ବରିଷ୍ଠ ନାଗରିକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ

ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏଥିରେ ସଭାପତି ଭାବେ ବରିଷ୍ଠ ସମାଜସେବୀ ତଥା ପୂର୍ବତନ ନଗରପାଳ କମଳାକାନ୍ତ ପାଣ୍ଡେ ସଭାପତି ଭାବେ ନିର୍ବାଚିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲରଗଣ…

ହିଞ୍ଜିଳିକାଟୁ ୪।୩ : ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୪ ଜଣ ଵିଜେଡି କାଉନସିଲର ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି।ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାଚନ ପରେ ପ୍ରଥମ ଥର ଯାଇ ରାଜ୍ଯ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ

ଚିତ୍ରକୋଣ୍ଡା ସତ୍ୟସାଇ ସେବାସମିତିକୁ ପ୍ରଥମଥର ପାଇଁ ରାଜ୍ୟ ସଭାପତିଙ୍କ ସହ ସ୍ୱତନ୍ତ୍ର ଟିମ ଗସ୍ତ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି କୁ ପ୍ରଥମ ଥର ପାଇଁ ଆଜି ଓଡିଶା ରାଜ୍ୟ ସଭାପତି ଗ୍ରସ୍ତ କରି ପରିଦର୍ଶନ କରି ସତ୍ୟସାଇ ସେବା ସମିତି ଆଶ୍ରମ ଦ୍ଵାରା ଆଶ୍ରିତ ଦୀକ୍ଷିତ ଭକ୍ତ ମାନଙ୍କ ପାଖରେ ପହଂଚିବା ସହ ଆଲୋଚନା କରିଥିଲେ l ଓଡିଶା ସତ୍ୟସାଇ ସେବା

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଫୁଲବାଣୀ :- ଜିଲା ପ୍ରେସ କ୍ଳବ ଠାରେ ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ। ରାଜ୍ୟ ଉପସଭାପତି ଏ ଶ୍ରୀନିବାସ ରାଓଙ୍କ ପୌରୋହିତ୍ୟରେ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜିଲ୍ଲା ଭାରତୀୟ ମଜଦୂର ସଂଘର ସଭାପତି ଅଶୋକ ପରିଡା ଦୁଇ ଦିନିଆ ବୈଠକ ରେ

ଟିମ୍ ହ୍ୟୁମାନିଟି କନ୍ଧମାଳ ଯୋଗାଇଲା ବିରଳ ଗ୍ରୁପର ରକ୍ତ…

ଫୁଲବାଣୀ :- ସବୁ ସମସ୍ୟା ର ସମାଧାନ ଟିମ ହ୍ୟୁମା ନିଟ୍ କନ୍ଧମାଳ l ପୁଣିଥରେ ଟିମ୍ ହ୍ୟୁମାନିଟି କନ୍ଧମାଳ ନିଜର ମହାନତା ଦେଖାଇଛି। ସୂଚନା ପ୍ରକାରେ ଗତ ଜାନୁଆରୀ ୨୪ ତାରିଖ ଦିନ ଅନୁଗୋଳ ର ବଅଁରପାଳ ଠାରେ ଏକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମହିଳା ଜଣକ ପୁରୀ

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍, ସ୍ମାର୍ଟ ଫୋନ୍ ଓ ଜେଜି ପ୍ଲେୟାର ବଣ୍ଟନ…

ଛତ୍ରପୁର : ସମସ୍ତ ଶିଶୁଙ୍କର ସ୍ବତନ୍ତ୍ରତାକୁ ଅନୁଧ୍ୟାନ କରି ଶ୍ରେଣୀ ଗୃହରେ ଉପଯୁକ୍ତ ସୁଯୋଗ ଏବଂ ଅନ୍ତର୍ନିବେଶୀ ପରିବେଶ ସୃଷ୍ଟିକରି ଶିଶୁ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସାଇଟସେଭର୍ସ ତରଫରୁ ଅଭିନବ ପ୍ର ୟାସ କରାଯାଉଛି । ତନ୍ମଧ୍ୟରୁ ଦୃଷ୍ଟିବାଧିତ ଶିଶୁ ମାନଙ୍କୁ ପ୍ରଯୁକ୍ତି

ନାରାୟଣପୁର ଗ୍ରାମରେ ଏନଏଫଟିସି ଓ ପିଏସପିଏଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ନାରାୟଣପୁର ଗ୍ରାମ ଠାରେ ସବୁଜ ରନ୍ଧା ଚୁଲା ପ୍ରଦାନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଅଧିନସ୍ଥ ସର୍ବୋଚ୍ଚ ସହଯୋଗୀ ସଂଗଠନ ଏନଏଫଟିସି ଓ ପିଏସପିଏଲ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଥାନା ପରେ ଗଞ୍ଜାମ ଏସ୍‌ପି ଅଫିସ ଘେରିଲା ଭାଜପା…

ଛତ୍ରପୁର : ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ

ଛତ୍ରପୁର ଓକିଲ ସଂଘର ନିର୍ବାଚନ ନିମନ୍ତେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ…

ପ୍ରଥମ ଦିନରେ ୫ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ.. ଛତ୍ରପୁର : ଛତ୍ରପୁର ଓକିଲ ସଂଘର ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ପଦ ପଦବୀ ନିମନ୍ତେ ଶନିବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ତଥା ପ୍ରଥମ