Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ ହୋଇଛି। ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳ ୯ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଛାଡ଼ି!-->…
ଉମେଶ ପାଲ୍ ହତ୍ୟା ଘଟଣା: କ୍ରେଟା କାରର ମାଲିକକୁ ଖୋଜି ବାହାର କଲା ପୁଲିସ…
ପ୍ରୟାଗରାଜ: ‘ବିଏସ୍ପି’ ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ହତ୍ୟା ମାମଲାରେ ଏବେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଉମେଶଙ୍କୁ ଗୁଳି କରିିଥିବା ସୁଟର ଯେଉଁ ଗାଡ଼ି ବ୍ୟବହାର କରୁଥିଲା, ତାହା ଅତୀକଙ୍କ ସହଯୋଗୀ ନଫିସ ଅହମ୍ମଦର ଥିଲା ବୋଲି ଜଣାପଡ଼ିଛି।!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ…
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ବଡଦାଣ୍ଡ ସାହିରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀଙ୍କୁ ଜଣେ ପଡୋଶୀ ଖଣ୍ଡାରେ!-->…
‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀ ସ୍କୁଲ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀର ଏକ ସ୍କୁଲ ବିରୋଧରେ ମାମଲା ରୁଜୁ। ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଦିଲ୍ଲୀ ସରକାରୀ ବିଦ୍ୟାଳୟର ଫାଟକରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ଏକ ବ୍ୟାନର ଲଗାଯାଇଥିବାରୁ!-->…
ଧୂଳି ଉଡ଼େଇ ପର୍ଯ୍ୟଟକଙ୍କ ଗାଡ଼ିକୁ ଓଲଟାଇବାକୁ ଧାଇଁ ଆସିଥିଲା ହାତୀ: ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଦୌଡ଼ିଲେ ଲୋକେ
ନୂଆଦିଲ୍ଲୀ: ପର୍ଯ୍ୟଟକମାନେ ଚିଡ଼ିଆଖାନରେ ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିବାର ମଜା ନେବା ପାଇଁ ଜଙ୍ଗଲ ସଫାରି ବାଛି ଥାଆନ୍ତି। କିନ୍ତୁ ସମୟସମୟରେ ଏହି ଜଙ୍ଗଲ ସଫାରି ବେଳେ ପର୍ଯ୍ୟଟକମାନେ ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଶିକାର ହୋଇଥିବାର ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ!-->…
ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…
ପୂରୀ :ବାଲୁକାକଳା ମାଧ୍ୟମରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିର!-->…
ବିଜୁ ଜୟନ୍ତୀରେ ଲୋକାର୍ପିତ ହେଲା ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ
ଭୁବନେଶ୍ବର: ବିଜୁ ଜୟନ୍ତୀରେ ଲୋକାର୍ପିତ ହେଲା ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଛି ଡାକୋଟା ବିମାନ ।!-->…
କଂଗ୍ରେସ ସରକାର ଆସିଲେ ମହିଳାଙ୍କୁ ମାଲାମାଲ କରିଦେବୁ: କମଲନାଥ
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜନ୍ମଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଡା ପ୍ରତିଦ୍ବନ୍ଦୀ କମଲନାଥ ଏକ ବଡ଼ ଘୋଷଣା କରିଛନ୍ତି। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି ଯେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ ତେବେ ମହିଳାମାନେ ମାଲାମାଲ ହୋଇଯିବେ | କାରଣ!-->…
ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହାଣିଦେଲା ପୁଅ…
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମାକୁ ହତ୍ୟା କରିଛି।ବିଂଝାରପୁର ଥାନା ଅନ୍ତର୍ଗତ ବିନ୍ଧାଣି ଗାଁରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ମା’କୁ କଟୁରିରେ ହାଣି ମାରିଛି ପୁଅ।
!-->!-->!-->…
ଗିରଫ ହୋଇପାରନ୍ତି ଇମ୍ରାନ ଖାନ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୁଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୁଲିସ ପହଞ୍ଚିବା ପରେ ଏମିତି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୁଲିସ ଗିରଫ ପରୱାନା ନେଇଇମ୍ରାନଙ୍କ ଘରକୁ ଯାଇଛି। କିଛି!-->…