ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ…

ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି

ଏପ୍ରିଲ୍‌ରୁ ବିନା ହଲ୍‌ମାର୍କର ସୁନା ଗହଣା ବିକ୍ରି ମନା…

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ୍ ପହିଲାରୁ ହଲ୍‌ମାର୍କ ହୋଇନଥିବା ସୁନା ଗହଣା ବିକ୍ରି ହୋଇପାରିବନି। ଯେଉଁ ଗହଣାରେ ଛଅ ସଂଖ୍ୟା ବିଶିଷ୍ଟ ଏଚ୍‌ୟୁଆଇଡି ନମ୍ବର ଥିବ ‌କେବଳ ସେଗୁଡ଼ିକୁ ବିକ୍ରି ଲାଗି ଅନୁମତି ଦିଆଯିବ। ଏଚ୍‌ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍‌ମାର୍କିଂ

ପାକିସ୍ତାନରେ ସାଂଘାତିକ ସ୍ଥିତି: ଓଳିଏ ରୋଷେଇ, ପିଲାଙ୍କ ପାଠପଢ଼ା ବନ୍ଦ

ନୂଆଦିଲ୍ଲୀ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଓଳିଏ ରୋଷେଇ କରି ତାହାକୁ ତିନି ବେଳା

ଆଜିଠାରୁ ମହିଳା ଆଇପିଏଲ, ଗୁଜରାଟ-ମୁମ୍ବଇ ଉଦ୍‌ଘାଟନୀ ମ୍ୟାଚ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅଭୂତପୂର୍ବ ସଫଳତା ପରେ ବିସିସିଆଇ ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) ଆୟୋଜନ କରୁଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ମାର୍ଚ୍ଚ ୪ରୁ ମହାରାଷ୍ଟ୍ରରେ ଖେଳାଯିବ। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ

ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା

କିଭ୍‌ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ

ଆରମ୍ଭ ହେଲା ଯୁବ ଉତ୍ସବ-ଇଣ୍ଡିଆ@୨୦୪୭

ନୂଆଦିଲ୍ଲୀ : ସ୍ବାଧୀନତାର ଅମୃତକାଳରେ ଶନିବାରଠାରୁ ଯୁବ ଉତ୍ସବ-ଇଣ୍ଡିଆ@୨୦୪୭ ଆରମ୍ଭ ହୋଇଛି । ଯୁବ ବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ପଞ୍ଜାବର ରୋପାର ଆଇଆଇଟିରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ ଯୁବ ଉତ୍ସବର ଡ୍ୟାସ୍‌ ବୋର୍ଡ୍‌କୁ ମଧ୍ୟ ଲୋକାର୍ପଣ

ଭୟଙ୍କର ରୋଗରୁ ମୁକ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଛାତିରୁ ସଫଳତାପୂର୍ବକ ସ୍କିନ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା

ମେକଅପ୍‌ କରି ପୋଡିଗଲା ମୁହଁ, ବାହା ହେବାକୁ ମନା କରିଦେଲା ବର…

ବିବାହକୁ ନେଇ ସବୁ ଯୁବତୀଙ୍କର ଅନେକ ଆଶା ରହିଥାଏ । ଏଭଳି ସ୍ମରଣୀୟ ଦିନରେ କ’ଣ ପିନ୍ଧିବେ କେମିତି ଦେଖାଯିବେ, ଏହାକୁ ନେଇ ଅନେକ ପ୍ରକାର ପ୍ଲାନିଂ କରିଥାନ୍ତି । ଆଉ ବିବାହ ହେବାର ମାସକ ଆଗରୁ ସଜବାଜ ହେବା ପାଇଁ ଚାହିଁ ରହିଥାନ୍ତି । ପାଲର୍ର ଯାଇ ନିଜକୁ ସଜାଇଥାନ୍ତି । ବିବାହର କିଛିଦିନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ…

ହରିୟାଣାର ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ଦୁର୍ଘଟଣାଟି ଯମୁନା ନଗର-ପଞ୍ଚକୁଲା ରାଜପଥରେ ହୋଇଥିବା ସୂଚନା ମିଳିଛି । ବସ୍‌ଟି ଉତ୍ତରପ୍ରଦେଶର

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ…

ବଲାଙ୍ଗିର: ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ। ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀ ଝଗଡା