ପରୀକ୍ଷାର ୩୦ମିନିଟ ପୂର୍ବରୁ ଦ୍ବାଦଶଶ୍ରେଣୀର ଗଣିତ ପେପର ଲିକ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବୋର୍ଡ ହାୟର୍‌ ସେକେଣ୍ଡାରି ସାର୍ଟିଫିକେଟ (ଏଚଏସସି)ର ପେପର ଶୁକ୍ରବାର ଲିକ ହୋଇଯାଇଛି। ଏହି ଲିକ ବୁଲଢ଼ାଣା ଜିଲ୍ଲା ସିନ୍ଦେଖେଡ଼ ରାଜାର ପରୀକ୍ଷା କେନ୍ଦ୍ରରୁ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଏଚଏସସିର ପରୀକ୍ଷା ୧୧ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ

କନ୍ୟା‌ଙ୍କ ସାମ୍ନାରେ ଟଳିପଡ଼ିଲେ ବର…

ପାଟ୍‌ନା: ବିହାରର ସିତାମଢ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବାହାଘରରେ ଡିଜେର ଶବ୍ଦ ବରର ମୃତ୍ୟୁର କାରଣ ପାଲଟିଛି। ଜାଣିବାକୁ ମିଳିଛି ଯେ ବିବାହରେ ବାଜୁଥିବା ଡିଜେ ଶବ୍ଦ ଶୁଣି ବିବ୍ରତ ହୋଇ ପଡ଼ିଲେ ବର। ତାପରେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆ ଯାଇଥିଲା। ସେଠାରେ

ଠକ ସୁକେଶ ଚନ୍ଦ୍ରଶେଖର କେଜ୍ରିୱାଲଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ…

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୨୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କେଜ୍ରିୱାଲ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସୁକେଶ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କହିଛନ୍ତି, ଆପଣ ମୋତେ ଠକ

୭ରେ ମୁଖ୍ୟମନ୍ତ୍ରୀ ଭାବେ ମେଘାଳୟରେ ଶପଥ ନେବେ ସାଙ୍ଗମା…

ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ଏନ୍‌ପିପି ନେତା କନରାଡ୍‌ ସାଙ୍ଗମା ସେଠାରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ମଙ୍ଗଳବାର ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବାକୁ ଯାଉଥିବା ବେଳେ

ସୋନିଆ ଗାନ୍ଧୀ ଅସୁସ୍ଥ, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ଗୁରୁବାର ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଏଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଛି। ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ,

ଦ୍ବିପାକ୍ଷିକ ସମ୍ପର୍କରେ ସୀମାନ୍ତ ସମସ୍ୟାକୁ ଗୁରୁତ୍ବ ନ ଦେବା ଉଚିତ: ‘ଜି୨୦’ରେ ଭାରତକୁ କହିଲା ଚୀନ୍‌

ନୂଆଦିଲ୍ଲୀ: ଦ୍ବିପାକ୍ଷିକ ସମ୍ପର୍କରେ ସୀମାନ୍ତ ସମସ୍ୟାକୁ ଗୁରୁତ୍ବ ନ ଦେଇ ଭାରତ ଓ ଚୀନ୍‌ ଯଥା ଶୀଘ୍ର ସମ୍ଭବ ପରିସ୍ଥିତିକୁ ସ୍ବାଭାବିକ ନିୟନ୍ତ୍ରଣକୁ ନେବା ଉଚିତ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ କହିଥିବା

ଘରୁ ୬ କୋଟି ଟଙ୍କା ଜବତ, ଗିରଫ ହେଲେ କର୍ଣ୍ଣାଟକ ‘ବିଜେପି’ ବିଧାୟକଙ୍କ ପୁଅ…

ବେଙ୍ଗାଲୁରୁ: ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି। ଗୁରୁବାର ଦିନ ଅଫିସ୍‌ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’

ମୂର୍ତ୍ତିଚୋର ଗ୍ୟାଙ୍ଗର ୪ ସଦସ୍ୟ ଗିରଫ, ୩୧ ମୂଲ୍ୟବାନ ମୂର୍ତ୍ତି ଓ ନମ୍ବର ବିହୀନ ବାଇକ୍‌ ଜବତ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍‌ (୪୦), ବିଜୟ

କବା଼ଡି ଗୋଦାମରେ ଭୟଙ୍କର ନିଆଁ, ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ଦମକଳ ବାହିନୀ…

ଖୋର୍ଦ୍ଧା: କବା଼ଡି ଗୋଦାମରେ ଭୟଙ୍କର ନିଆଁ। ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ି ଗୋଦାମରେ ନିଆଁ ଲାଗିଛି । ଭୟାବହ ନିଆଁରେ କବାଡ଼ି ଗୋଦାମରେ ଥିବା ବହୁ ସାମଗ୍ରୀ ଜଳିଯାଇଛି। ପ୍ରବଳ ନିଆଁରେ ଚାରିଆଡ଼ ଧୂଆଁମୟ ହୋଇଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ…

ଝାରସୁଗୁଡ଼ା: କ୍ରାଇମ୍‌ବ୍ରାଞ୍ଚକୁ ଅଦାଲତି ଝଟକା ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତ ଯାଞ୍ଚ ପାଇଁ ବାଙ୍ଗାଲୁରୁର ନିମହାନ୍ସରେ ମେଡିକାଲ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ