ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ, ଫାଟିଲା DSPଙ୍କ ମୁଣ୍ଡ…

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ଧସ୍ତାଧସ୍ତି ବେଳେ ଢେଲାମାଡ଼ରେ ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ DSPଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯୁବରେଡକ୍ରସ ତରଫରୁ ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟଅତିଥ୍‌ ଭାବେ ଯୋଗ

ନକ୍ସଲ ପ୍ରବଣ ଅଞ୍ଚଳ ଗୋଛାପଡାଠାରେ ବିଏସଏଫ କ୍ୟାମ୍ପର ଜନ ସମ୍ପର୍କ ଶିବିର

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଗୋଛାପଡା ଠାରେ ସୀମା ସୁରକ୍ଷା ବାହିନୀର ମାଗଣା ସ୍ବାସ୍ଥ୍ୟ ଶିବିର। ନୂତନ ଭାବେ ଅବସ୍ଥାପିତ ହେଇଥିବା ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଆଜି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନକରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସହଯୋଗୀ କମାଣ୍ଡାଣ୍ଟ ତଥା

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଦୁତିପଡ଼ା କ୍ଲଷ୍ଟର ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ମାଝିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ

୩ ବର୍ଷରେ ୨୪୫ ହାତୀ ମୃତ

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ । ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ଜଣ ହାତୀ ମରିଛନ୍ତି । ୨୪୫ ମଧ୍ୟରୁ ୬ଟି ହତୀ ଶିକାର ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୩

ଏସଏସଭିଏମ ଫୁଲବାଣୀଠାରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ଫୁଲବାଣୀଠାରେ "ଜାତୀୟ ବିଜ୍ଞାନ ଦିବସ" ପାଳନ କରାଯାଇଛି। ଇତ୍ୟବସରରେ ବିଦ୍ୟାଳୟର ବିଦ୍ୱତ ପରିଷଦର ସମ୍ପାଦକ ତଥା ମୁଖ୍ୟ ଅତିଥି ସନ୍ତୋଷ କୁମାର ରଥ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ।ପ୍ରାୟ ୭୦୦ ଶିଶୁ ବିଭିନ୍ନ

ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ଭୁବନେଶ୍ୱର: ପିମେ ପାଇଁ ବିଜେଡି ବିକ୍ଷୋଭ ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ଆନ୍ଦୋଳନ ହେଉଛି ବୋଲି କହିଛନ୍ତି ଲେଖାଶ୍ରୀ । ଯଦି ଅବହେଳା କଥା ଉଠୁଛି ତେବେ ୨୦୧୯ ସୁଦ୍ଧା ସର୍ଭେ ସରିଲାନାହିଁ କାହିଁକି ? ବସୁନ୍ଧରା ଯୋଜନାରେ କେତେ ଲୋକଙ୍କୁ ଘର

କଟକରେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଠାବ, ଜଣେ ଅଟକ…

କଟକ: ଥମୁନି ନକଲି ଜିନିଷ କାରବାର । ପୂର୍ବରୁ ଅନେକ ନକଲି ଦ୍ରବ୍ୟ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ଏ ମାମଲାରେ ଜଣକୁ ଅଟକ ରଖି ପୁରୀଘାଟ ଥାନା ପୋଲିସ ପଚରାଉଚରା କରିଛି । କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର

ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ତାଲିମ ଶିବିର…

ଉମରକୋଟ : ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ, ଉମରକୋଟ ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲାର ରେଡ କ୍ରୋସ ସୋସାଇଟି ତରଫରୁ ସମସ୍ତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ କ୍ରୋସ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ବିଶାଳ ଶିକ୍ଷା ଏବଂ ତାଲିମ ଶିବିର ଆରମ୍ଭ ହୋଇଅଛି | ଏହି ଅନୁଷ୍ଠାନ ଆସନ୍ତା ୨ ତାରିଖ

ଆବାସ ତାତି: ରାଜଭବନ ଆଗରେ ଧାରଣା ଦେଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର : ବିଧାନସଭା ଭିତରେ ଓ ବାହାରେ ପିଏମ୍‌ ଆବାସ ତାତି । ଗୃହରେ ବିଜେଡି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ଏପଟେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା