Sign in
Sign in
Recover your password.
A password will be e-mailed to you.
ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ବ୍ରହ୍ମପୁର : ମିଶନ ଶକ୍ତିର ଗୋଷ୍ଠୀର ସହକର୍ମୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବୀରେ ଆଜି ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଥିଲା । ମିଶନ ଶକ୍ତିରେ ସହାୟକ କର୍ମଚାରୀ ଭାବେ କାର୍ଯ୍ୟ!-->…
ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା…!
ଭୁବନେଶ୍ୱର: ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ!-->…
ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ।
ଦାରିଙ୍ଗବାଡ଼ି,୨୮/୦୨ : ଦାରିଙ୍ଗବାଡ଼ି ବ୍ଳକ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଦୁଇ ଦିନ ପାଳନ କରାଯାଇଛି । ଏହି ଦିବସ ପାଳନ ନେଇ କୋଟଗଡ଼ ବ୍ଳକର ପକାରୀ ଉଚ୍ଚ ବିଦ୍ୟାଳୟ ଓ ପାରିଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲିଗୁଡ଼ା ବ୍ଳକର ଋତୁଙ୍ଗିଆ ଉଚ୍ଚ!-->…
ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଭୋଟ…
ଭୁବନେଶ୍ୱର: ଏପ୍ରିଲ ୩ରେ ହିନ୍ଦୋଳ,ଅତାବିରା ଭୋଟ । ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ରେ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । ଏପ୍ରିଲ ୩ ତାରିଖରେ ମତଦାନ ଦେଇ ୫ରେ ଗଣତି ।ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ଆୟୋଗ ନିର୍ବାଚନ । ଆଜିଠାରୁ ଆଚରଣବିଧି ଲାଗୁ,ମାର୍ଚ୍ଚ ୩ରେ ପ୍ରକାଶ ପାଇବ!-->…
ଲକ୍ଷ୍ମୀପୁର ବ୍ଲକ ଏସ୍ଏଚ୍ଜି ତାଲିମ୍ ଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମୀକ୍ଷା ବୈଠକ
ଲକ୍ଷ୍ମୀପୁର(୨୮/୦୨) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପରିସରରେ ଥିବା ଏସ୍ଏଚ୍ଜି ତାଲିମ୍ ଗୃହଠାରେ କୋରାପୁଟ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକାଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ଲାଇନ୍ ବିଭାଗ ଏବଂ ୧୩ ଟି ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ନେଇ ଏକ!-->…
କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ
ଭୁବନେଶ୍ୱର: କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ କଲେଜ!-->…
ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ…
ଦାରିଙ୍ଗବାଡ଼ି, ୨୮/୦୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳିତ ହୋଇଥିଲା। ଥାନା ଅଧିନସ୍ତ ୮ଗୋଟି ଗ୍ରାମ ପଂଚାୟତ ଯଥା!-->…
ବିବାହ ବନ୍ଧନରେ ବାନ୍ଧିହେଲେ ଲିପ୍ସା…
ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ!-->…
ବାଣ ବିସ୍ଫୋରଣରେ ଦୁଇ ମୃତ, ଦୁଇ ଗୁରୁତର…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।
!-->!-->…
ବିପୁଲିଙ୍ଗୀ ଗ୍ରାମରେ ମା ବୁଢୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…
ଛତ୍ରପୁର : ଛତ୍ରପୁର ବ୍ଲକ ବିପୁଲିଙ୍ଗୀ ଗ୍ରାମ ନିକଟରେ ଥିବା ମା ବୁଢୀ ଠାକୁରାଣୀଙ୍କ ଜୀର୍ଣ୍ଣ ଉଦ୍ଧାର ମନ୍ଦିର ପ୍ରତିଷ୍ଠା ତଥା ଘୃତ ଯଜ୍ଞ, ନାମଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଛି | ରବିବାର ଦିନ ଜଳଯାତ୍ରା ଓ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ!-->…