Sign in
Sign in
Recover your password.
A password will be e-mailed to you.
ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ…
ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ!-->…
ବିଜେପିରେ ମିଶିବେ ବେଙ୍ଗାଲୁରର ପୂର୍ବତନ ପୁଲିସ କମିଶନର…
ବେଙ୍ଗାଲୁରୁ : ବିଜେପିରେ ମିଶିବେ ପୂର୍ବତନ ଆଇପିଏସ ବାବୁ। ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିଶନର ଭାସ୍କର ରାଓ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର ଅଶୋକାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ସେ!-->…
ଆକ୍ସନ ମୁଡ୍ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା
ନୂଆଦିଲ୍ଲୀ : ଇସ୍ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍ଏସ୍ସି ମନିଟରିଂ ଟିମ୍ ମେ’ ୨୦୨୨ରେ ISKPର ମିଲିଟାରୀ ଚିଫ!-->…
ଓୱେସୀ ହେଉଛନ୍ତି ସବୁଠାରୁ ବଡ଼ ଗୋ ହତ୍ୟାକାରୀ: ଟି.ରାଜା ସିଂହ
ହାଇଦ୍ରାବାଦ : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। ଏବେ ସେ ଏଆଇଏମଆଇଏମର ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀଙ୍କ!-->…
ଖଲିସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ପାଣ୍ଠି ଦେଉଛି ଆଇଏସଆଇ… !
ଚଣ୍ଡୀଗଡ଼ : ପଞ୍ଚାବରେ ଆତଙ୍କ ସୃଷ୍ଟି କରିଥିବା ଖଲିସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଅମୃତ ପାଲ ଆଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ୱାରିସ ପଞ୍ଜାବ ଦେ!-->…
ଜାନୁଆରି- ଫେବ୍ରୁଆରି; ୨୬୪ ଜିଲ୍ଲାରେ ବୁନ୍ଦାଏ ବି ବର୍ଷା ନାହିଁ…!
ନୂଆଦିଲ୍ଲୀ: ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶ!-->…
କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ନୂଆ ରୂପେନେଇ ଇଂଲଣ୍ଡରେ ପହଞ୍ଚିଲେ ରାହୁଳ…
ନୂଆଦିଲ୍ଲୀ: କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଇଂଲଣ୍ଡ୍ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି!-->…
ରାଷ୍ଟ୍ରପତିଙ୍କ ପାଖକୁ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍ଙ୍କ ଇସ୍ତଫାପତ୍ର ପଠାଇଲେ ଦିଲ୍ଲୀର ଉପରାଜ୍ୟପାଳ…
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହିତ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଥିବା କଥା ସରକାରୀ ଅଧିକାରୀମାନେ!-->…
ଉମେଶ ପାଲ୍ ହତ୍ୟା ମାମଲା: ଭଙ୍ଗା ହେଲା ପ୍ରୟାଗରାସ୍ଥିତ ଗ୍ୟାଙ୍ଗ୍ଷ୍ଟର୍ ଆତିକ୍ ଅହମଦ୍ଙ୍କ ସହଯୋଗୀଙ୍କ…
ପ୍ରୟାଗରାଜ: ଉମେଶ ପାଲ୍ ହତ୍ୟା ମାମଲାର ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଆତିକ୍ ଅହମଦ୍ଙ୍କର ଜଣେ ସହଯୋଗୀଙ୍କ ଘରକୁ ଆଜି ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଭାଙ୍ଗିବା ଆରମ୍ଭ କରିଛି। ଆତିକ୍ଙ୍କ ଭାଇ ଅଶରଫ୍ଙ୍କ ନାଁ ବି ଏହି ମାମଲାରେ ଥିବା ଜଣାପଡ଼ିଛି।ପ୍ରୟାଗରାଜର!-->…
ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ ମନ୍ତ୍ରୀ ପାଇଁ ସୁପାରିଶ କଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ସରକାରଙ୍କୁ ଲାଗିଛି ଜୋରଦାର ଝଟ୍କା। ଦୁର୍ନୀତି ଜାଲରେ ଦଳର ଦୁଇ ହେବିୱେଟ ନେତା ଛନ୍ଦି ହେବା ପରେ ଚିନ୍ତା ବଢ଼ିଛି। ମୁଖ୍ୟତ ସମ୍ପୃକ୍ତ ୨ ନେତା ତଥା ଆପ୍ ସରକାରଙ୍କର ଦୁଇ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆ ଗିରଫ!-->…