ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଆଇନଶୃଙ୍ଖଳା ADG ଆର.କେ ଶର୍ମା, ଗୁଇନ୍ଦାବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି । ଗତକାଲି ବିଜେପି ଆନ୍ଦୋଳନ ଘଟଣା ଓ ନବ ଦାସ ହତ୍ୟା

ଫାଟିଲା ଗ୍ଯାସ ସିଲିଣ୍ଡର: ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର: ନିଆଁ ଲିଭାଇବାକୁ ଯାଇ ନିଆଁ କବଳରେ ପଡ଼ିଗଲେ ୪ ଅଗ୍ନିଶମ କର୍ମଚାରୀ। ହଠାତ୍‌ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ନିଆଁରେ ପୋଡ଼ି ହୋଇ ୪ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଚାଉଁରପୁର ଅଞ୍ଚଳରେ

ବିଷମକଟକ ତହସିଲଦାର ନିଲମ୍ବିତ…

ବିଷମକଟକ: ଜମି ପଞ୍ଜୀକରଣ ବାବଦ ରାଜସ୍ୱ ଅର୍ଥ ହଡ଼ପ ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲଦାର ଶୁଭେନ୍ଦୁ କୁମାର ଜେନା । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶାନାମା ଦିଆଯାଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ

ବିଜେପି ଯୁବମୋର୍ଚ୍ଚାର ଘେରାଉ ଘଟଣା: ବନ୍ଧାହେଲେ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଭୁବନେଶ୍ୱର : ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ

ବିଜେପିର ପୂର୍ବତନ ଉପସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ଅଜିତଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି। ଏହାସହ ତାଙ୍କ ହାତ, ମୁହଁ ସମେତ

ରାଜ୍ୟରେ ଆରମ୍ଭ ହେବ ଓବିସି ଗଣନା…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି ସର୍ଭେକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ରାଜ୍ୟରେ ଓବିସି ଗଣନାର ସମସ୍ତ ପ୍ରକ୍ରିୟା

ମାଛ ଧରା ପୋତ ପରିଚାଳନା ନିମନ୍ତେ ବ୍ୟବହୃତ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଛତ୍ରପୁର : ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ମତ୍ସ୍ୟ ବିଭାଗ, ଓଡିଶା ସରକାର,ସିଆଇଏଫଏନଇଟି , ବିଶାଖାପାଟେଣା, ଏନ୍.ଏଫ୍.ଡି.ବି., ହାଇଦ୍ରାବାଦଙ୍କର ମିଳିତ ଆନୁକୂଲ୍ୟରେ ପି.ଏମ୍. ଏମ୍.ଏସ୍.ୱାଇ. ଯୋଜନା ଜରିଆରେ ଗଂଜାମ ଜିଲ୍ଲାର ମତ୍ସ୍ୟଜୀବି ଏବଂ

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ…

ସୁନ୍ଦରଗଡ଼ - ୦୧/୦୩/୨୩ ସ୍ଥାନୀୟ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଗତ କାଲି ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବିଜ୍ଞାନ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ଲଳିତ ରଞ୍ଜନ ସାହୁ ପୌରାହିତ୍ୟ କରି

ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ୧ମ ଦିନ: ଭାରତ ୧୦୯ରେ ଅଲ୍‌ଆଉଟ୍‌

ଇନ୍ଦୋର୍‌: ଆଜି ଇନ୍ଦୋରସ୍ଥିତ ହୋଲ୍‌କର୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌ ଗାଭାସ୍କର୍‌ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ୧୦୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ ଜାରି ରଖିଛି।ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌