ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର, ଚିନ୍ତାରେ ଖାଉଟି…

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦାମ୍‌ । ପୁଣି ଥରେ ଦେଶରେ ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି । ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି। ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା ଉପରେ ରହିଥିବା ବେଳେ ପୁଣି ସିଲିଣ୍ଡରର ଦାମ୍‌ ବୃଦ୍ଧି

ହିଞ୍ଜିଳିକାଟୁ ପୌରପରିଷଦ ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହ ମଳ ଉପଚାର କେନ୍ଦ୍ର ବୁଲି ଦେଖିଲେ ଦୁଇଜଣିଆ…

ହିଞ୍ଜିଳିକାଟୁ ୧।୩: ହିଞ୍ଜିଳିକାଟୁ ପୌରପରିଷଦ ନୁଆଗଡ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳ ଉପଚାର କେନ୍ଦ୍ର କୁ ଦୁଇ ଜଣିଆ ବିଦେଶୀ ବିଦ୍ୟାର୍ଥୀ ଗବେଷକ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମରେ ଲଣ୍ଡନ କିଙ୍ଗସ କଲେଜ ର ଡେବିଡ ଥୋମାସ୍ ଓ ନେଦରଲ୍ୟାଣ୍ଠ

+୨ କଳା,ବାଣିଜ୍ୟ,ବିଜ୍ଞାନ ଓ ଧନ୍ଧାମୁଳକ ପରିକ୍ଷା ଆରମ୍ଭ…

ହିଞ୍ଜିଳିକାଟୁ ୧।୦୩ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ବୁଧବାର ଆରମ୍ଭ ହୋଇଯାଇଛି । ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା

ସ୍ୱାଭିମାନ ଅଞ୍ଚଳରେ ଶ୍ୟାମ ଏବଂ ମାମ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ବଡପଡା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡପଡା ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶୁଶୁ ବିକାଶ ସେବା ସମୂହ ଓ ଆତ୍ମଶକ୍ତୀ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ବଡପଡା ଅଙ୍ଗନୱାର୍ଡୀ କେନ୍ଦ୍ରଠାରେ ଶିଶୁ ମାନଙ୍କର

ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନ: ଏସ୍‌ସିବିକୁ ସ୍ଥାନାନ୍ତରିତ ହେଲେ ଆହତ ଏସିପି ଓ ଏସ୍‌ଆଇ

କଟକ: ବିଜେପି ଯୁବ ମୋର୍ଚ୍ଚା ଅନ୍ଦୋଳନରେ ଆହତ ହୋଇଥିବା କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ର ଏସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସବଇନ୍‌ସପେକ୍ଟର ଦେବବ୍ରତ ମହାନ୍ତି ମଧ୍ୟ ଏସିବିରେ ଚିକିତ୍ସା ପାଇଁ ପହଞ୍ଚିଛନ୍ତି। ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ

ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ SRC

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ଧଳଙ୍କୁ

ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲାସିଙ୍ଗି ଗାଁରେ ଅଭାବନୀୟ ଘଟଣା । ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ମୃତକ ହେଉଛନ୍ତି ରାଉରକେଲାର ଅରୁଣ ପଣ୍ଡା । ବ୍ରହ୍ମପୁରର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ପରିବାର ସହ ଆସିଥିଲେ ଅରୁଣ । ସ୍ତ୍ରୀ ଓ ପୁଅ କୁ ଧରି, , ଆଜି

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ଓ ଦ୍ୱିତୀୟ ସି.ଭି. ରମଣ ପୁରସ୍କାର ସମାରୋହ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଭି ରମଣ ଫାଉଣ୍ଡେସସନ ପକ୍ଷରୁ ଦ୍ୱିତୀୟ ସିଭି ରମଣ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର, ଡ. ଶେଷ

ଓକିଲସଂଘ ପକ୍ଷରୁ ପ୍ରଥମ ଏଡ଼ିଜେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସଂଘମିତ୍ରା ଶର୍ମାଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର : ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ପ୍ରଥମ ଏଡ଼ିଜେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସଂଘମିତ୍ରା ଶର୍ମାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ସଂଘମିତ୍ରା ଶର୍ମାଙ୍କ ବରଗଡ଼ ଜିଲ୍ଳାକୁ ବଦଳି ହୋଇଥିବା ବେଳେ ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବର୍ତ୍ତା

ଭୁବନେଶ୍ୱର : ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ