Sign in
Sign in
Recover your password.
A password will be e-mailed to you.
ମାତ୍ର ୧ ରନରେ ଟେଷ୍ଟ ମ୍ୟାଚ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ଆଦୌ ବୋରିଂ ନୁହେଁ। ଏହା ଟି-୨୦ ଓ ଦିନିକିଆ ଠାରୁ ମଧ୍ୟ ଆହୁରି ରୋମାଞ୍ଚକର। ଏହାର ଜ୍ୱଳନ୍ତ ଉଦାହରଣ ୱେଲିଂଟନରେ ଶେଷ ହୋଇଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପ୍ରମାଣିତ ହୋଇଛି। ଏହି ମ୍ୟାଚ୍ଟିରେ ରୋମାଞ୍ଚ ଏତେ ମାତ୍ରାରେ ଥିଲା ଯେ!-->…
ଚିନ୍ତା ବଢ଼ାଇଲା ନୂଆ ଭାଇରସ, ନେଲାଣି ୩ ଜୀବନ…
କୋଲକାତା : ମାରାତ୍ମକ କରୋନା ଭାଇରସ ପୂରା ବିଶ୍ୱରୁ ସମୂଳେ ନ ଯାଉଣୁ ଏବେ ଆଉ ଏକ ନୂଆ ଭାଇରସକୁ ନେଇ ବଢ଼ିଛି ଚିନ୍ତା। ପଶ୍ଚିମବଙ୍ଗରେ ବ୍ୟାପିବାରେ ଲାଗିଛି ଏଡେନୋଭାଇରସ୍। ଏହି ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ଜଣ ଛୋଟ ଛୁଆଙ୍କ ମୃତ୍ୟୁ ହୋଇସାରିଲାଣି।ସ୍ୱାସ୍ଥ୍ୟ ବିଭାଗର ସୂଚନା!-->…
ସୀମାରେ ଚାଲିଛି ଛକାପଞ୍ଝା, ପ୍ରଥମଥର ଭାରତ ଆସିବେ ଚାଇନିଜ ବିଦେଶ ମନ୍ତ୍ରୀ…
ନୂଆଦିଲ୍ଲୀ : ଏଲଏସିରେ ଛକାପଞ୍ଝା ଓ ତିକ୍ତତା ଚାଲିଥିବା ବେଳେ ଭାରତ ଆସିବେ ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗଙ୍ଗ। ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ସୃଷ୍ଟି ହେବା ପରେ ପ୍ରଥମଥର ପାଇଁ ଚାଇନାର ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ ଆସିବେ। ଜି-୨୦ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ!-->…
ହସ୍ପିଟାଲରେ ମା’ ପାଖରେ ଶୋଇଥିଲା ମାସକର ଶିଶୁ, ଟେକି ନେଇ ମାରିଦେଲା ବୁଲା କୁକୁର…
ଜୟପୁର : ପୁଣିଥରେ ବୁଲା କୁକୁରଙ୍କ ଉପଦ୍ରବର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ମା’ଙ୍କ ପାଖରେ ଶୋଇଥିବା ମାସକର ଶିଶୁକୁ ଗୋଟିଏ ବୁଲା କୁକୁର ଟେକି ନେଇ ମାରି ଦେଇଛି। ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ଗୋଟିଏ ହସ୍ପିଟାଲରେ ଏପରି ଘଟଣା ଘଟିଛି। କୁକୁର ଆକ୍ରମଣରେ ପ୍ରାଣ!-->…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଜୟାପ୍ରଦା: ଏହି ଆସନରୁ ଲଢ଼ିବା ନେଇ ଜୋରଦାର ଚର୍ଚ୍ଚା…
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ ବିଜେପି ନେତ୍ରୀ ଜୟାପ୍ରଦା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଖୁବ ଶୀଘ୍ର ଉତ୍ତରପ୍ରଦେଶରେ ଦୁଇଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି ଏବଂ!-->…
ଅବକାରୀ ଦୁର୍ନୀତି ମାମଲାରେ ଗିରଫ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଲେ…
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆବେଦନର ଶୁଣାଣି ଆଜି ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ କରି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଯିବାକୁ ସୁପ୍ରିମ୍କୋର୍ଟ କହିଛନ୍ତି।ସିସୋଦିଆଙ୍କ!-->…
ରାଜ୍ୟପାଳ ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ ଜବାବ ଦେବାକୁ ବାଧ୍ୟ : ପଂଜାବ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ କ୍ୟାବିନେଟ୍ ବିଧାନସଭା ଅଧିବେଶନ ପାଇଁ ସୁପାରିଶ କରିବା ପରେ ରାଜ୍ୟପାଳ ତାହାକୁ ମାନିବା!-->…
ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ସରକାର ଗଠନ କରିବ ଏନଡିଏ, ଦାବି କଲେ ଆସାମ ମୁଖ୍ୟମନ୍ତ୍ରୀ…
ଗୌହାଟୀ: ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିବାବେଳେ ଗତ ୧୬ ତାରିଖରେ ତ୍ରିପୁରା ବିଧାନସଭାର ସମସ୍ତ ୬୦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଆସନ୍ତା ୨ ତାରିଖରେ ୩ଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା!-->…
ଲିଭ-ଇନ ସମ୍ପର୍କରେ ରହୁଥିବା ଯୋଡ଼ିଙ୍କ ପଞ୍ଜୀକରଣ ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ…
ନୂଆଦିଲ୍ଲୀ: ଲିଭ-ଇନ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାଲକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲାକୁ ଉଲ୍ଲେଖ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ, ଗୋପନୀୟ!-->…
ଚାଇନା ଓ ପାକରେ ଆତଙ୍କୀ ଟ୍ରେନିଂ ନେଇ ଭାରତ ଆସିଥିବା ଯୁବକ ଧରାପଡ଼ିଲା…
ନୂଆଦିଲ୍ଲୀ : ଚାଇନା ଓ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଟ୍ରେନିଂ ନେଇ ଭାରତ ଆସିଥିବା ଜଣେ ଯୁବକକୁ ଶେଷରେ ଧରିଛନ୍ତି ସୁରକ୍ଷାକର୍ମୀ। ଧରାପଡ଼ିଥିବା ଯୁବକର ନାଁ ସର୍ଫରାଜ ମେମନ। ମହାରାଷ୍ଟ୍ର ଏଟିଏସ ଓ ମଧ୍ୟପ୍ରଦେଶ ପୁଲିସ୍ ମିଳିତ ଭାବେ ଅପରେସନ କରି ସର୍ଫରାଜକୁ!-->…