୮ କୁଇଣ୍ଟାଲ ୨୫ କେଜି ଗଂଜେଇ ଜବତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଂଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରେ ଏକ କୁଡ଼ିଆ ଘର ଉପରେ ଚଢ଼ାଉ କରି ୮ କୁଇଣ୍ଟାଲ ୨୫ କେଜି ଗଂଜେଇ ଜବତ କରିଛି ଫିରିଙ୍ଗିଆ ପୋଲିସ l ଯାହା ସୂଚନା ରହିଛି ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ

କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ ହେଲା ଓଡ଼ିଶା, ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ…

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି,୨୭/୦୨ : କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆଜି ଦାରିଙ୍ଗବାଡ଼ି ସମିତି ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡା.ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ରୋହିତ ବର୍ମାଙ୍କ ସହିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି…

ଭୁବନେଶ୍ବର : ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ

ବିବାହ ପରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ବିଧାୟକ ଦିବ୍ୟଶଙ୍କର ଓ ପତ୍ନୀ ପ୍ରିୟଙ୍କା…

ପୁରୀ: ଦ୍ୱିତୀୟ ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି। ମଧ୍ୟାହ୍ନରେ ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ସେବାୟତମାନେ ଏହି ନବ ଦମ୍ପତିଙ୍କୁ ଖଣ୍ଡୁଆ ପାଠ ଦେଇ ସ୍ୱାଗତ କରିଥିଲେ। ପରେ ଶ୍ରୀମନ୍ଦିରକୁ

ମାଟି ଧସି ନାବାଳକ ମୃତ

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ। ନଦୀରେ ଖେଳୁଥିବା ବେଳେ ବାଲିରେ ପୋତି ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ରାମ ରଇତଙ୍କ ୧୦ ବର୍ଷର ଶିଶୁପୁତ୍ର ଈଶ୍ୱର ରଇତ । ସୂଚନା ପ୍ରକାରେ ଆଜି କିଛି ଶିଶୁ ପାଟପାଣି ଗ୍ରାମଦେଇ ଯାଇଥିବା

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର

ରାଉରକେଲା : ପୋଷ୍ଟ ଅଫିସର ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ସିବିଆଇ। ଧରାପଡ଼ିଥିବା ଏହି ଲାଞ୍ଚୁଆ ଅଧିକାରୀ ଜଣକ ରାଉରକେଲା ସେକ୍ଟର- ୨୧ରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ କାମ କରୁଥିବା ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ବିଶ୍ୱରଞ୍ଜନ ବେହେରା। ଲାଞ୍ଚ ଟଙ୍କା ଜବତ କରିବା ସହ ଏହି ପୋଷ୍ଟ ଅଫିସ୍

ଓଡ଼ିଶା ଜଙ୍ଗଲରେ ୨ ମହାବଳ ବାଘ…

ଓଡ଼ିଶା ଜଙ୍ଗଲରୁ ଠାବ ହୋଇଛନ୍ତି ଦୁଇଟି ମହାବଳ ବାଘ। ଦେବ୍ରିଗଡ଼ ଓ କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ବୁଲୁଛନ୍ତି। ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଗୋଟିଏ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟ ସହ ବରଗଡ଼ର ୨ଟି ଜଙ୍ଗଲରେ ବାଘଟି ବୁଲୁଥିବା ଜଣାପଡ଼ିଛି। ସେହିପରି କେନ୍ଦୁଝର ଘଟଗାଁ

ରାଜଧାନୀରେ ଜମି ଜାଲିଆତି, ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ…

ଭୁବନେଶ୍ବର: ରାଜଧାନୀରେ ଜମି ଜାଲିଆତି। ଏହି ମାମଲାରେ ମାଷ୍ଟରମାଇଣ୍ଡ ସମେତ ୨ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ EOW। ଭୁବନେଶ୍ୱର ମଳିପଡ଼ା, ଶଙ୍କରପୁର ଜମି ଜାଲିଆତି ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ମାଷ୍ଟରମାଇଣ୍ଡ ଅନ୍ତର୍ଯ୍ୟାମୀ

ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା। ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଜବାବ ଦାବି ଏହି ଘେରାଉ କରାଯିବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ। ଏନେଇ ଆଜି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ସେ