Sign in
Sign in
Recover your password.
A password will be e-mailed to you.
ଉମେଶ ପାଲ୍ ହତ୍ୟାକାଣ୍ଡ: ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ପୁଲିସର ଗୁଳିମାଡରେ ନିହତ…
ପ୍ରୟାଗରାଜ: ଶୁକ୍ରବାର ବିଏସ୍ପି’ ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ଙ୍କୁ ତାଙ୍କ ବାସଭବନରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇଥିବା ଆକ୍ରମଣକାରୀଙ୍କୁ ଏବେ ପୁଲିସ ଖୋଜୁଥିବା ବେଳେ ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ!-->…
ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ, ଏପ୍ରିଲ-ମେ’ରେ ଆହୁରି ବଢିବ : ସ୍କାଏମେଟ୍
ଭୁବନେଶ୍ବର : ଫେବ୍ରୁଆରି ମାସ ଶେଷ ହେବାକୁ ଯାଉଛି । ଗତ କିଛି ବର୍ଷ ମଧ୍ୟରେ ଏହାକୁ ଏକ ସବୁଠାରୁ ଗରମ ଫେବ୍ରୁଆରି ମାସର ବୋଲି କୁହାଯାଉଛି । ତେବେ ଅସଲ ଗରମ ଆଗକୁ ଆସୁଛି । ଆସନ୍ତା ମାର୍ଚ୍ଚ ମାସରେ ଗରମ ଆହୁରି ବଢିବ ଓ ତାହା ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଶେଷଜ୍ଞମାନେ!-->…
କୋର୍ଟରେ ହାଜର ହେବେ ସିସୋଦିଆ, ଗିରଫଦାରୀକୁ ଆପ୍ର ବିରୋଧ…
ନୂଆଦିଲ୍ଲୀ : ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ। ତାଙ୍କୁ ପଚରାଉଚରା କରିବା ପାଇଁ!-->…
ଅଗ୍ନିପଥ ଯୋଜନାକୁ ଦିଲ୍ଲୀ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍ନାଲ…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ବିଜୟ। ଅଗ୍ନିପଥ ଯୋଜନାକୁ ମିଳିଲା ଗ୍ରୀନ୍ ସିଗ୍ନାଲ। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିମ୍!-->…
ଭୂମିକମ୍ପରେ ଥରିିଲା ଗୁଜରାଟ…
ଅହମ୍ମଦାବାଦ : ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର!-->…
ଦରକାର ନାହିଁ ୫୬ ଇଞ୍ଚର ଛାତି: ଖାଡ଼ଗେ
ରାୟପୁର : ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଖାଡ଼ଗେଙ୍କ ଅପମାନଜନକ ବୟାନ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଘେରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ଏଭଳି କିଛି ବୟାନ ରଖିଛନ୍ତି ଯାହା ପ୍ରଧାନମନ୍ତ୍ରୀଙ୍କ ଗାରିମା ଏବଂ ସଂସଦ ପ୍ରତି ଅପମାନ। ରାୟପୁରରେ ୮୫ତମ!-->…
ପବନ ଖେଡ଼ାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ : ଗିରଫଦାରୀରୁ ବର୍ତ୍ତିବା ପାଇଁ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି। ଗତ ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୁଲିସ ଗିରଫ କରିଥିଲା ସେହିଦିନ ସର୍ବୋଚ୍ଚ ନ୍ୟାଳୟ ତାଙ୍କୁ ଅନ୍ତରୀଣ!-->…
ଖୁସବୁ ଜାତୀୟ ମହିଳା କମିଶନର ସଦସ୍ୟ ଭାବେ ମନୋନୀତ…
ନୂଆଦିଲ୍ଲୀ : ଅଭିନୟରୁ ରାଜନୀତିକୁ ଆସିଥିବା ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କୁ ମୋଦି ସରକାର ଉପହାର ଦେଇଛନ୍ତି। ଖୁସ୍ବୋ ଜାତୀୟ ମହିଳା କମିଶନର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଖୁସବୋ ତାଙ୍କ ନିଯୁକ୍ତି ସମ୍ପର୍କରେ ସୋସିଆଲ!-->…
ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି ଆପ୍ ଜୋରଦାର ବିକ୍ଷୋଭ କରିଛି। ଗତକାଲି ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ୫ ଦିନିଆ!-->…
ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡ଼ିବି ନାହିଁ: ଜିତନ ରାମ ମାଞ୍ଝି
ପାଟନା : ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡ଼ିବି ନାହିଁ। ଏହା କହିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି । ସୋମବାର ସେ କହିଛନ୍ତି ଯେ, ସେ ବର୍ତ୍ତମାନର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡିବେ ନାହିଁ । ସେ ଯେତେ ଦିନ ପର୍ଯ୍ୟନ୍ତ!-->…