Sign in
Sign in
Recover your password.
A password will be e-mailed to you.
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୮ରେ ବିଧାନସଭା ଘେରାଉ – ଗୋଲକ କହଁର
ଫୁଲବାଣୀ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୩ ବର୍ଷ ଧରି ଏକ ସ୍ଥିର ସରକାର ଶାସନ!-->…
ରସୁଣ ବୋଝେଇ ପିକ୍ଅପ ଭ୍ୟାନରୁ ୪ ଶହ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ…
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଲା ସଫଳତା । ରସୁଣ ବୋଝେଇ ପିକଅପ ଭ୍ୟାନ ରୁ ଜବତ ହେଲା ୪ ଶହ କେଜି ଗଞ୍ଜେଇ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ମହୁରୀ କାଳୁଆ ଛକ ଠାରେ ଯାଞ୍ଚ କରୁଥିଲେ । ଗଜପତି ଜିଲ୍ଲା ମୋହନା ରୁ ଭୁବନେଶ୍ୱର ଚାଲାଣ ହେଉଥିବା!-->…
ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ପାଇଁ କଳସ ଯାତ୍ରା…
ବାଲିଗୁଡା, ୨୬/୨: କନ୍ଧମାଳ ଜ଼ିଲ୍ଲା ବାଲିଗୁଡାର ସର୍ବ ପୁରାତନ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ସୋମବାର ଠାରୁ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର!-->…
୨୮ରେ ଆପ୍ ପକ୍ଷରୁ ବିକ୍ଷୋଭ…
ବ୍ରହ୍ମପୁର : ଆସନ୍ତା ଫେବୃୟାରୀ ୨୮ ତାରିଖରେ ଆମ୍ ଆଦିମ୍ ପାର୍ଟି ଗଂଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବାସଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।
ମିଶନ ଶକ୍ତିରେ କାର୍ଯ୍ୟ!-->!-->!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ଶିକ୍ଷକ ଆଲୋଚନା ଚକ୍ର…
ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମହିଳା ଅଧ୍ୟୟନ ବିଭାଗ ଓ ଇତିହାସ ବିଭାଗ ସହିତ ଦିଲ୍ଲୀ ସ୍ଥିତ ଏକ ସାମାଜିକ ଅନୁଷ୍ଠାନ ଜର୍ଣ୍ଣାଲ୍ ଅଫ୍ ଏସିଆଟିକ୍ ସୋସାଇଟି ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ASSSR) ସହିତ ମିଳିତ ଆନୁକୂଲ୍ୟରେ ଏକ ତ୍ରିଦିବସୀୟ ଆନ୍ତର୍ଜାତିକ ଆଲୋଚନା ଚକ୍ର!-->…
୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଡ଼ାକ୍ତର ଡି. ଉତ୍ତମ କୁମାରଙ୍କୁ କୋର୍ଟ ଚାଲାଣ…
ବ୍ରହ୍ମପୁର : ୨ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଡ଼ାକ୍ତର ଡି. ଉତମ କୁମାରଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହି ବାସିନ୍ଦା କେ. ସତିଶ କୁମାର!-->!-->!-->…
ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକର ଚାଉଁରିଆଗୁଡା ଠାରେ ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଆଜି ଯାଦବ ସମାଜ ଦ୍ଵାରା ନାଟବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ!-->…
ସୁବାଣୀରେ ବ୍ରହ୍ମଲିନ ସାଧୁଙ୍କ ମହୋତ୍ସବ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ସୁବାଣୀ ଗ୍ରାମ ତଳସାହି ମହିମା ଆଶ୍ରମରେ ରବିବାର ବ୍ରହ୍ମ ଧୂନିର ଶୁଭାରମ୍ଭ କରି ଅବଧୂତ ବ୍ରହ୍ମଲିନ ମାଧବାନନ୍ଦ ବାବାଙ୍କ ସପ୍ତମ ବାର୍ଷିକ ସ୍ମୃତିଚରଣ ମହୋତ୍ସବ ପରିଚାଳନା ସମିତି ଓ ଗ୍ରାମବାସୀ ଭକ୍ତବୃନ୍ଦଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।!-->…
ଚିତ୍ରକୋଣ୍ଡା ଠାରେ ଅଭିବିଭକ୍ତ କୋରାପୁଟ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ…
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ମହକୁମା ଠାରେ ଅଭିବିଭକ୍ତ କୋରାପୁଟ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଛନ୍ତି ୟୁଥ କ୍ଲବ ଚିତ୍ରକୋଣ୍ଡା।ଏହି ଟୁର୍ଣ୍ଣାମେଣ୍ଟରେ ଅଭିବିଭକ୍ତ କୋରାପୁଟ ଜିଲ୍ଲାର!-->…
ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧନା…
ଛତ୍ରପୁର: ଛତ୍ରପୁର ସ୍ଥିତ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ!-->…