Sign in
Sign in
Recover your password.
A password will be e-mailed to you.
ବସ ଧକ୍କାରେ ବାଇକ ଚାଳକ ମୃତ
ବ୍ରହ୍ମଗିରି: ଆଜି ସକାଳ ସାତ ଟା ବେଳେ ବ୍ରହ୍ମଗିରି ଡେଲାଙ୍ଗ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ବ୍ରହ୍ମଗିରିରୁ ଭୟା ଡେଲାଙ୍ଗ ରୋଡ ନିରାକାରପୁର ଖୋର୍ଦ୍ଧା କଟକ ଯାଉଥିବା ନୀଳଚକ୍ର ବସ୍ ମଣପଡ଼ା ଛକରେ!-->…
ପତ୍ନୀଙ୍କ ସହ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କଲେ କେଏଲ ରାହୁଲ, ଫର୍ମ ଫେରିପାଇବାକୁ ପ୍ରାର୍ଥନା କଲେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନର୍ କେଏଲ୍ ରାହୁଲ ଏବେ ନିଜ ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ସତ, କିନ୍ତୁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ବରୁ ମୁକ୍ତ!-->…
ଅଟ୍ରୀ ହଟକେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ମୂର୍ତ୍ତି ଓ ଅଳଙ୍କାର ସହ ଦାନବାକ୍ସ ଲୁଟ୍…
ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଅଟ୍ରୀର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର। ମନ୍ଦିରରୁ ରୁପାର ନାଗ ମୂର୍ତ୍ତି, ଦେବୀ ପାର୍ବତୀଙ୍କ ଅଳଙ୍କାର ଓ ରୁପାର ଶିବ ମୂର୍ତ୍ତି ସହ ଦାନବାକ୍ସ ନେଇ ଯାଇଛନ୍ତି ଚୋର। ସେହିପରି ମନ୍ଦିର ପରିସରରେ ଥିବା ପ୍ରେମାନନ୍ଦ ଆଶ୍ରମରୁ!-->…
ମୁଁ ଜେଲରୁ ଖବର ନେବି, ପାଠ ନ ପଢୁଥିବାର ଜାଣିଲେ ଖାଇବା ଛାଡ଼ିଦେବି: ମନୀଷ ସିସୋଦିଆ…
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଡକାଇଥିଲା । ତେବେ ସେ ଘରୁ ବାହାରିବା ମାତ୍ରେ ସମର୍ଥକମାନେ ସିସୋଦିଆଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ସମର୍ଥକମାନେ କେନ୍ଦ୍ର!-->…
ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ, ଭାଙ୍ଗିଲା ଦୁଇଟି ଝରକାର କାଚ…
ବେଙ୍ଗାଲୁରୁ: କିଛି ଦିନର ନୀରବତା ପରେ ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି | ତେବେ ଏଥର ପଶ୍ଚିମବଙ୍ଗରୁ ନୁହେଁ ବରଂ ଦକ୍ଷିଣ ଭାରତରୁ ଏଭଳି ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଗତକାଲି ପଥର ମାଡ଼ରେ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର!-->…
ପୁଣି ଟାର୍ଗେଟ୍ କିଲିଂ, କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା…
ଶ୍ରୀନଗର : ଥମୁନି ଜମ୍ମୁ କଶ୍ମୀରରେ ଟାର୍ଗେଟ୍ କିଲିଂ। ଖୋଜି ଖୋଜି କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଏବେ ପୁଣି ଥରେ ଆତଙ୍କବାଦୀମାନେ ଗୁଳିମାଡ କରି ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଛନ୍ତି। ପୁଲୱାମା ଠାରେ ସଞ୍ଜମ ଶର୍ମା ନାମକ ଜଣେ କଶ୍ମୀର ପଣ୍ଡିତଙ୍କୁ!-->…
ସିବିଆଇ ଅଫିସ ବାହାରେ ବିକ୍ଷୋଭ, ଆପ୍ ନେତାଙ୍କୁ ଉଠାଇ ନେଲା ପୁଲିସ…
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାରି ରହିଛି ପଚରାଉଚରା। ଆଜି ସେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କର ଜେରା ଚାଲିଛି। ଏହାରି ଭିତରେ ଆପ୍ ନେତା ଓ କର୍ମୀମାନେ ସିବିଆଇ ଅଫିସ ବାହାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପ୍!-->…
ଭାରତ ଯୋଡା ଯାତ୍ରାରେ ମୁଁ ଅନେକ କିଛି ଶିଖିଛି…
ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରାରେ ମୁଁ ଅନେକ କିଛି ଶିଖିଛି। ଏହି ଯାତ୍ରା ସମୟରେ ମୁଁ ସମାଜର ସବୁ ବର୍ଗର ଲୋକଙ୍କୁ ଭେଟିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରା ସମୟରେ ମୁଁ ବହୁତ କିଛି ଶିଖିଛି। ମୁଁ!-->…
ଆସନ୍ତାକାଲି ମେଘାଳୟ ବିଧାନସଭା ନିର୍ବାଚନ…
ସିଲଂ : ଆସନ୍ତାକାଲି ମେଘାଳୟର ବିଧାନସଭା ନିର୍ବାଚନ ରହିଛି। ତାପୂର୍ବରୁ ସାରା ରାଜ୍ୟରେ ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶନିବାର ଏହା କହିଛନ୍ତି। ସିଇଓ ଏମ.ଆର ଖାରକୋଙ୍ଗୋର କହିଛନ୍ତି ଯେ, ଏହି ୯୦୦ଟି!-->…
ପ୍ରସିଦ୍ଧ ପଞ୍ଜାବୀ ଗାୟକଙ୍କୁ ହତ୍ୟା କରିଥିବା ଦୁଇଜଣ ଗ୍ୟାଙ୍ଗଷ୍ଟାରଙ୍କ ଜେଲରେ ମୃତ୍ୟୁ…
ନୂଆଦିଲ୍ଲୀ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ତରେ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପରକୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଦୁଇଜଣ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁୁରୁତର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ!-->…