ଆଦାନୀ ମାମଲାରେ ମୋଦିଙ୍କୁ କଟାକ୍ଷ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ଥିବା ପ୍ରିୟଙ୍କା ଗାନ୍ଧୀ ରବିବାର ଆଦାନୀ ମାମଲାକୁ ନେଇ ରାୟପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ‘ହାତରେ ହାତ ମିଳାନ୍ତୁ’ ଜନସଭାକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଜଣେ ଆଦାନୀ ସମସ୍ତଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ।

ଦେବାଳିଆ ପାକିସ୍ତାନକୁ ସାହାଯ୍ୟ କରିବ ଚାଇନା, ଚିନ୍ତାରେ ଆମେରିକା…

ନୂଆଦିଲ୍ଲୀ : ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଫଳରେ ଏହା ଦେବାଳିଆ ସ୍ଥିତିକୁ ଆସିଯାଇଛି । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କାରେ ବିକ୍ରି ହେଉଛି ।

ଏବେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବେ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ସଫଳ ହେବା ପରେ କଂଗ୍ରେସ ଏବେ ଆଉ ଏକ ପଦଯାତ୍ରା କରିବାକୁ ଯାଉଛି। ଯାହା ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମରେ ସରିବ। ଏନେଇ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶଙ୍କ କହିବାନୁସାରେ, ଭାରତ ଯୋଡ଼ୋ

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣା : ତିନି ଦିନ ବିତିଗଲା ପରେ ଵି ପୋଲିସ ହାତ ଖାଲି..!!

ବିରମିତ୍ରପୁର- ବିରମିତ୍ରପୁର PWD(R&B)ସେକ୍ସନ୍ ରେ କାର୍ଯରତ କନିଷ୍ଠ ଯନ୍ତ୍ରୀ ରାଜୀବ ରଂଜନ ମହାରଣାଙ୍କୁ ଗତ 23/2/23 ତାରିଖ ସନ୍ଧ୍ୟାରେ ଶୁଭଲଗ୍ନ କନଷ୍ଟ୍ରକସନ୍ ର ମାଲିକ ତଥା ଠିକାଦାର ସିଦ୍ଧେଶ୍ଵର ମଲିକ କରୁଥିବା ନିମ୍ନ ମାନର ଢଳେଇ କାମ କୁ ନେଇ ଉଭୟ ଙ୍କ ମଧ୍ୟରେ ଯୁକ୍ତି

ପଲ୍ଲୀକବି ନନ୍ଦକିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -2023 ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି l ଫୁଲବାଣୀର

ସରକାରୀ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ କାର୍ୟ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପୃଷ୍ଠପୋଷକତାରେ

ସତ୍ୟନଗର କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପେଣ୍ଠ ବସଷ୍ଟାଣ୍ଡ ନିକଟରେ ସତ୍ୟନଗର କ୍ରିକେଟ କ୍ଲବ (କରବାଲୁଆ) ତରଫରୁ ଶନିବାର ଦିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁର ବେହେରା ଯୋଗ ଦେଇ

ତେଜିଲା ପଦୋନ୍ନତି ବିବାଦ

ମାଲକାନଗିରି,୨୫।୨ : ସାଧାରଣ ବର୍ଗ ପରେ ଶିକ୍ଷକ ପଦୋନ୍ନତିରେ ଅବହେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ

ଫିରିଙ୍ଗିଆରେ ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟ ସ୍ଥରିୟ ଲୋକ କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା ଉପସଭାପତି ଅକ୍ଷୟ କର୍ଣ୍ଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ

ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ…

ବାଲିଗୁଡା : ବାଲିଗୁଡା ବ୍ଲକ ଗଟାଙ୍ଗି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳନ ହୋଇଯାଇଛି l ସହକାରୀ ଶିକ୍ଷକ ତିର୍ଥବାସୀ ଘଡ଼ାଇ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ