ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବଙ୍କ ଦିନିକିଆ ମାଲକାନଗିରି ଗସ୍ତ…

ନିର୍ମାଣଧିନ ଏୟାରଷ୍ଟ୍ରିପ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା ମାଲକାନଗିରି : ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଦିନିକିଆ ମାଲକାନଗିରି ଗସ୍ତରେ ଆସି ନିଜ ବିଭାଗର ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ବାଣିଜ୍ୟ ଓ ପରିବହନ ଏବଂ ଦକ୍ଷତା

ପାହାଡ଼ ଘେର ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ…

ଲକ୍ଷ୍ମୀପୁର :-ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି. ଜନତା ପାଖରେ ଜନ ସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିଛନ୍ତି. ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା

ଅବକାରୀ ଚଢ଼ଉ: ୯ ଗ୍ରାମ୍‌ ଧଳାଜହର ଜବତ : ଦମ୍ପତ୍ତି ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରୁ ମିଳିଲା ବ୍ରାଉନ ସୁଗାର୍। ୯ ଗ୍ରାମ ବ୍ରାଉନ ସୁଗାର୍ ସହ ଦମ୍ପତ୍ତି ଗିରଫ। ୨ ଅଭିଯୁକ୍ତ ହେଲେ ସୁମନ ବାହାଦୁର ଓ ତାଙ୍କ ସ୍ତ୍ରୀ ଭାନୁ ବାହାଦୁର। ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଗୋପାଳପୁର ଛକ ପାଖ ପଥରା ଗାଁରୁ ଧଳାଜହର

ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା…

ବ୍ରହ୍ମପୁର : ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ତାଲା

ମାଲକାନଗିରି ସୀମାନ୍ତ ସୁକୁମା ଠାରେ ମାଓବାଦୀ ସୁରକ୍ଷାକର୍ମୀ ଗୁଳିବିନିମୟ ରେ ୩ଯବାନ ସହିଦ ୨ଗୁରୁତର…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଠାରେ ମାଓବାଦୀ - ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ମାଓବାଦୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ଖବର ମିଳିଥିବା ବେଳେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ଜଙ୍ଗଲକୁ ଘେରା ବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖୁଛନ୍ତି ।

ଭାରତରେ ପହଞ୍ଚିଲେ ଜର୍ମାନ୍‌ ଚାନ୍‌ସେଲର୍‌…

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ତ ଆଗରୁ ସୁସମ୍ପର୍କ ରହିଛି ଏବଂ ମୋର ଏହି ଦୁଇଦିନିଆ ଗସ୍ତ ତାହାକୁ ଆହୁରି ସୁଦୃଢ଼ କରିବ ବୋଲି ଆଜି ଭାରତରେ ପହଞ୍ଚିଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୁଲେତ୍‌ସ୍‌ କହିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲେତ୍‌ସ୍‌ଙ୍କୁ

ଗ୍ରାମସଭା ପାଲଟିଲା ରଣକ୍ଷେତ୍ର : ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ

ପିପିଲି: ଗ୍ରାମସଭା ପାଲଟିଗଲା ରଣକ୍ଷେତ୍ର । ତାତିଲେ ଜନତା । ଜନନେତାଙ୍କୁ ନିର୍ଧୂମ ଛେଚିଲେ ଉଗ୍ର ଜନତା । ସର୍ବ ସମ୍ମୁଖରେ ଏହି ହାଇଡ୍ରାମା ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଲା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ଯବାନ ସହିଦ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ରେ ପୋଲିସ ମାଓବାଦୀ ମଧ୍ୟରେ ବଡ ଧରଣର ଗୁଳିବିନିମୟ। ମାଓବାଦୀ ଗୁଳିରେ ୩ ଯବାନ ସହୀଦ ଦୁଇ ଜଣ ଯବାନ ଗୁରୁତର। ଜାଗରରଣ୍ଡା ଜଙ୍ଗଲ ରେ DRG ଯବାନ ମାଓ ଦମନ ଅପରେସନ ବେଳେ ମାଓବାଦୀ ଆମ୍ବସ ବିଛାଇ ଅତର୍କିତ ଫାଇରିଂ

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ: ସମୀର ରଞ୍ଜନ ଦାଶ…

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଘରୋଇ ସ୍କୁଲ ଭଳି ଦିଆଯିବ ନୋଟ ବୁକ। ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକ ରେ ଉଲ୍ଲେଖ ରହିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଯାହା