ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ଝିଲି ବେହେରା ବୋଲି ଜଣାପଡିଛି । ଘର ଡମଣା ଅଞ୍ଚଳରେ। ସୂଚନା ଅନୁସାରେ ଗତକାଲି ଘରୁ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ସକାଳୁ କେଳୁ ଚରଣ ପାର୍କ ନିକଟ

ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି, ଜଣେ ମୃତ; ୯ ଜଣ ଗୁରୁତର

ବଲାଙ୍ଗିର ; ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଫଳରେ ଜଣେ ମୃତ ୯ ଜଣ ଗୁରୁତର । ୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ହେଲେ ବାଘଝରଣ ଗାଁର ରାଜ ବରିହା । ସୂଚନାମୁତାବକ ଖପ୍ରାଖୋଲ ବାଘଝରଣ ଗାଁରୁ ହିର୍ଲି

ଟ୍ରକକୁ ପିଟିଲା ଆଇଚର, ୭ ମୃତ…

ଯାଜପୁର : ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଧକ୍କା ଦେଲା କୋଲକାତା ପଟୁ ଆସୁଥିବା ଆଇଚର । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡିଖୋଲ ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ

ଇନ୍ଦୋର୍ ଟେଷ୍ଟ୍ ଖେଳିବେନି କମିନ୍ସ, ନେତୃତ୍ୱନେବେ ସ୍ମିଥ୍‌

ଇନ୍ଦୋର୍ : ଆସନ୍ତା ୧ରୁ ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ଠାରେ ଚଳିତ ବର୍ଡର୍‌-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ୍ ଆରମ୍ଭ ହେବ । ଅଦ୍ୟାବଧି ସିରିଜ୍‌ରେ ୦-୨ରେ ପଛୁଆ ଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଘାତଜନିତ ସମସ୍ୟା ଦେଇ ଗତି କରୁଥିବା ବେଳେ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ

ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ…

କଲମ୍ବୋ : ଆସନ୍ତା ୯ ତାରିଖଠାରୁ ଘରୋଇ ନ୍ୟୁଜିଲାଣ୍ଡ୍ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ । ଓପନର ଦିମୁଥ୍ କରୁଣାରତ୍ନେଙ୍କ ନେତୃତ୍ୱରେ ଉକ୍ତ ସିରିଜ୍‌କୁ ଓହ୍ଲାଇବାକୁ ଥିବା ଶ୍ରୀଲଙ୍କା ଦଳରେ ମୁଖ୍ୟତଃ ପେସର୍‌ମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଦୁଇଟି

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ପତିଙ୍କ ନିଧନ…

ପୁଣେ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ପତି ଡ. ଦେବୀ ସିଂହ ସେଖାୱତ୍‌ଙ୍କର ହୃଦ୍‌ଘାତ କାରଣରୁ ଏଠାକାର ଏକ ଘରୋଇ ହସ୍ପିଟାଲ୍‌ରେ ଶୁକ୍ରବାର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତିଙ୍କ ଏକ ନିକଟତମ ସୂତ୍ରରୁ ଏହି ସୂଚନା

ଫି’ ପାଇଁ ସ୍କୁଲ୍‌ରେ ବନ୍ଧାପଡ଼ିଲା ବାଇକ୍…

ବୁଲନ୍ଦସହର: ବକେୟା ଫି’ ଜମା କରାଯାଇନଥିବାରୁ ସ୍କୁଲ୍ ପ୍ରଶାସନ ଜଣେ ଅଭିଭାବକଙ୍କ ବାଇକ୍ ବନ୍ଧକ ରଖିଥିବା ଜଣାପଡ଼ିଛି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ବୋର୍ଡ ପରୀକ୍ଷାର ଆଡ୍‌ମିଟ୍ କାର୍ଡ ଆଣିବାକୁ ବାପାଙ୍କ ସହିତ ସ୍କୁଲ୍ ଯାଇଥିଲା । ଏହି ଅବସରରେ ସ୍କୁଲ ପ୍ରଶାସନ ପକ୍ଷରୁ

ପାକିସ୍ତାନ ଗୃହ ମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍‌…

ଇସ୍‌ଲାମାବାଦ: ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ରାଜନୀତିରେ ମଧ୍ୟ ଲଗାତାର ହଲଚଲ ଦେଖିବାକୁ ମିଳୁଛି । ସଦ୍ୟତମ ମାମଲାରେ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲାହ ଖାନ୍‌ଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି ହୋଇଛି । ସାର୍ବଜନିକ ଭାଷାରେ କଥିତ ଭାବେ ନ୍ୟାୟପାଳିକାକୁ

ଜୟଲୁକ୍କାସ ଗ୍ରୁପ୍‌ର ୩୦୫ କୋଟି ସମ୍ପତ୍ତି ଜବତକଲା ଇଡି…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୱେଲାରୀ କମ୍ପାନୀ ଜୟଲୁକ୍କାସ ଗ୍ରୁପ୍‌ର ମାଲିକ ଜୟ ଜୟଲୁକ୍କାସ ଭର୍ଗିଜ୍‌ଙ୍କ ୩୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଥିବା ଶୁକ୍ରବାର କହିଛି । କମ୍ପାନୀ ଦ୍ୱାରା ହାୱାଲା ମାଧ୍ୟମରେ ବିପୁଳ ପରିମାଣର କ୍ୟାସ୍ ଦୁବାଇ

ମାର୍ଚ୍ଚ ୭ରେ ଅଫ୍‌ତାବ ମାମଲାର ଶୁଣାଣି…

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ପୁଲିସ ଅଫ୍‌ତାବ୍ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀର ଏକ କୋର୍ଟରେ ଶୁଣାଣି ହେବ । ଅଫ୍‌ତାବକୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯିବା ପରେ ଆଡିସିନାଲ୍ ସେସନ୍ସ ଜଜ୍ ମନୀଷା ଖୁରାନା କକ୍କଡ ଅଭିଯୋଗ ଉପରେ