ଅଷ୍ଟ୍ରେଲିଆ: ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ…

ବ୍ରିସ୍‌ବେଅନ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଥିବା ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ ହୋଇଛି । ୨୧ ତାରିଖ ରାତିରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ଭାରତର କାଉନ୍‌ସିଲ୍ ଅର୍ଚ୍ଚନା ସିଂହ ୨୨ ତାରିଖରେ କ୍ୱିନ୍ସଲାଣ୍ଡ ପୁଲିସକୁ ସୂଚନା ଦେଇଥିବା ଏଏନ୍‌ଆଇ ରିପୋର୍ଟରେ କୁହାଯାଇଛି ।

ଚୀନ୍‌କୁ ଭାରତର ସିଧା ଜବାବ; ଇଣ୍ଡୋନେସିଆ ପହଞ୍ଚିଲା ଆଇଏନ୍‌ଏସ୍ ସିନ୍ଧୁକେଶରୀ…

ଜାକର୍ତ୍ତା : ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆସିଆନ୍ ଦେଶ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ଭାରତୀୟ ସବ୍‌ମେରିନ୍ ଆଇଏନ୍‌ଏସ୍ ସିନ୍ଧୁକେଶରୀ ପ୍ରଥମ ଥର ପାଇଁ ଜାକର୍ତ୍ତାରେ ପହଞ୍ଚିଛି । ଏହା ଚୀନ୍‌କୁ ଭାରତର ସିଧା ଜବାବ ବୋଲି କୁହାଯାଉଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି

ତୁର୍କୀ ଓ ସିରିଆ ଭୂକମ୍ପ: ୫୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା । ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତୁର୍କୀରେ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ସୂଚନା ମୁତାବକ, ଗତ ଫେବୃଆରୀ ୬ରେ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଡାନ୍ ୨୦୨୩ରେ କୃଷକ ଓ ବୈଜ୍ଞାନିକଙ୍କ ସମାବେଶ, କୃଷିରେ ନବସୃଜନ ଉପରେ ଆଲୋଚନା…

ଭୁବନେଶ୍ୱର/ ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍‌ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।ଗଂଜାମ ଜିଲ୍ଲା

ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ…

ଫୁଲବାଣୀ :- ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ସକାଳେ ସାଂସଦ ଅଚ୍ୟୁତ ସାମନ୍ତ ଫୁଲବାଣୀ ଠାରେ ମ୍ୟୁନିସିପାଲଟି ଉନ୍ନତି କରଣ ପାଇଁ ମ୍ୟୁନିସିପାଲଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ମ୍ୟୁନିସିପାଲଟି ର

୩୦ ସିଏଫ୍ଟି ସାଳ କାଠ ଜବତ, ଜଣେ ଗିରଫ…

କୁଆଁରମୁଣ୍ଡା :- ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ସହରର ମହୁଆ ଟୋଲି ଅଞ୍ଚଳରେ ଆଜି ବନ ବିଭାଗ ପକ୍ଷରୁ ଚଡ଼ାଉ କରି ୩୦ ସିଏଫ୍ଟୀ ଶାଳ କାଠ ଜବତ କରିବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି! ସୂଚନା ମୁତାବକ କୌଣସି ସୂତ୍ରରୁ ବନ ବିଭାଗକୁ ଉକ୍ତ ଅଞ୍ଚଳରେ ଚୋରା କାଠ କାରବାର ହେଉଥିବା ଖବର

ଓଡ଼ିଆ ଭାଷା ଓ ଅକ୍ଷର ପ୍ରତି ଅପମାନ : ବିକୃତ ଓଡ଼ିଆ ଭାଷା କୁ ବିରୋଧ

କୁଆଁରମୁଣ୍ଡା - କେନ୍ଦ୍ର ସରକାରଙ୍କ ଅଧିନସ୍ଥ NHI, ସିମଡେଗା ଠାରୁ ବାର କୋଟ୍ ପର୍ଯ୍ୟନ୍ତ ଚାରି ଲେନ୍ ବିଶିଷ୍ଟ ରୋଡ ତିଆରି କରାଯାଇଛି। କୁଆଁରମୁଣ୍ଡା ଠାରୁ ଚଉଦ କିଲୋମିଟର ଦୁରରେ ମାଇଲ ଖୁଣ୍ଟ ପୋତାଯାଇ ସହରର ଦୂରତା ସହ ସହରର ନାମ ଫଳକ ତିନିଟି ଲେଖାଯାଇଛି। ସେଥି ମଧ୍ଯରୁ ଓଡିଶା

ସୁନ୍ଦରଗଡ଼ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’…

• ପାଇଲଟ୍‌ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ• ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟାଙ୍କୁ ଜୀବିକା• ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ସୁନ୍ଦରଗଡ଼, ୨୪ ଫେବ୍ରୁଆରି ୨୦୨୩: ‘‘ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ

୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କଲା ବ୍ରହ୍ମପୁର ପୋଲିସ, ୩ ଗିରଫ…

ବ୍ରହ୍ମପୁର : ବିଭିନ୍ନ ଥାନା ଇଲାକାରେ ଘଟିଥିବା ଚୋରୀ ଘଟଣାରେ ୩ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଆନୁମାନିକ ୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର କରିଛି ଉଦ୍ଧାର । ଗତ ଜାନୁୟାରୀ ମାସରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ଏବଂ ବଡ଼ବଜାର ଥାନା ଅନ୍ତର୍ଗତ

ସାଧାରଣ ଲୋକେ ନିର୍ଭୟ ଭାବେ ଜୀବନ ଅତିବାହିତ କରି ପାରିବେ : ଏସପି ଶ୍ରୀ ପାତ୍ର

ଫୁଲବାଣୀ :- ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ କଲମପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଗୈାରବ କୁମାର (ଅତିରିକ୍ତ କମାଣ୍ଡାଣ୍ଟ),