ଏହା ଲୋକଙ୍କ ବଜେଟ୍, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାରଦିନ ବିଧାନସଭାରେ ଉପସ୍ଥାପିତ  ରାଜ୍ୟ ବଜେଟକୁ ଲୋକଙ୍କ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଏହା ଓଡ଼ିଶାକୁ ନୂଆ

ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ରେ ନୂତନ ବନାଞ୍ଚଳ ଅଧିକାରୀ ଭାବରେ ରବୀନ୍ଦ୍ର କୁମାର ପାତ୍ର ଯୋଗ ଦେଇଛନ୍ତି l ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ର ନୁଆଁ ଗାଁ ବ୍ଲକ ରେ ବାନାଂଚଳ ଅଧିକାରୀ ଭାବରେ ଦାୟିତ୍ଵ ନିର୍ବାହ କରୁଥିଲେ l ଆଜି ପୂର୍ବରୁ ଥିବା

ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ…

ଜରଡ଼ା : ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବାପାର ଛୁଆ ମାଡ଼ରେ ପୁଅର ମୃତ୍ୟୁ ଘଟିଛି । ଧାଡ଼ିଆମ୍ବ ଗ୍ରାମର ବାଉରୀଆ ଶବର ସକାଳେ ମଦ ପିଇ ପାଟିତୁଣ୍ଡ କରିଥିବା ବେଳେ ତାଙ୍କ ପୁଅ ପ୍ରତାପ ଶବର ଏହାକୁ ବିରୋଧ କରିଥିଲେ । ମଦ୍ୟପାନ ନ କରିବା ପାଇଁ ସେ

କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ଓ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ…

ବ୍ରହ୍ମପୁର :ଚଳିତ ଆର୍ଥିକ ବର୍ଷ ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର କୃଷି ବଜେଟ୍‌ ଉପସ୍ଥାପନ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି

ମିଶନଶକ୍ତି ଗୋଷ୍ଠୀକୁ ମିଳିବ ଇଲେକ୍ଟ୍ରୀ ସ୍କୁଟର, ନୂଆ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ…

ଭୁବନେଶ୍ବର : ମିଶନଶକ୍ତି କର୍ମୀଙ୍କୁ ମିଳିବ ସ୍କୁଟର। ଏଥିପାଇଁ ଯୋଜନା ପସ୍ତୁତ କରିବାକ ଯାଉଛନ୍ତି ରାଜ୍ୟ ସରକାର। ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାପ୍ ଏବଂ ଇସି ସଦସ୍ୟାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ସ୍କୁଟର ସହାୟତା କରିବା ପାଇଁ ଏକ ନୂଆ ଯୋଜନାର ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ।

ଶିକ୍ଷକଙ୍କ ପଦୋନ୍ନତୀକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ…

ମାଲକାନଗିରି,୨୪।୨ : ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ଵ ଶିକ୍ଷୟିତ୍ରୀ, ଶିକ୍ଷକ ସେମାନଙ୍କର ପଦୋନ୍ନତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଯେକ୍ଷାବ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତିା ଦାବିଗୁଡିକ ମଧ୍ୟରେ ମାଲକାନଗିରି

ଜନସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି ଟଙ୍କା, ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା…

ଭୁବନେଶ୍ୱର :ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୩ ଗୁଣ। ଏହା ମୋଟ ବ୍ୟୟ ବରାଦର ୭ ପ୍ରତିଶତ। ଜନସ୍ୱାସ୍ଥ୍ୟର ମୋଟ ବ୍ୟୟ ବରାଦ ମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର

ହାୱାଡା-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା

ବ୍ରହ୍ମପୁର : ମୁମ୍ବାଇ ଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ଭୁବନେଶ୍ୱର ସଂପ୍ରସାରଣ ଏବଂ ହାୱାଡ଼୍‌-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ଆଜି ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା

ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌…

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି ବଜେଟ । ଏଥର ବଜେଟ ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି

ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ଅଧିକ ରହିବା ତାପମାତ୍ରା…

ଭୁବନେଶ୍ୱର : ମାଡ଼ି ଆସୁଛି ଖରା । ଆହୁରି କଲବଲ କରିବ ତାତି । ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ଯୋଗୁଁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହି । ତେବେ ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ