Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ…
ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ନଜର ଆସିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା!-->!-->!-->…
ଜଙ୍ଗଲରୁ ୨ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ…
ଆଠଗଡ଼: ଜଙ୍ଗଲରେ ଡେଥ୍ ସସ୍ପେନ୍ସ। ୨୪ ଘଣ୍ଟା ପରେ ବି ମିଳିନି ଦୁଇ ମୃତକଙ୍କ ପରିଚୟ। ସେମାନେ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରିଛି। ସେନେଇ କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଖୁଣ୍ଟୁଣୀ ପୋଲିସ।
ଗତକାଲି ଆଠଗଡ଼ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଭୋଗୁଆ ଜଙ୍ଗଲରୁ!-->!-->!-->…
ପୁଣି ଜଣେ ଛାତ୍ର ମସ୍ତିଷ୍କ ଜ୍ୱରରେ ଆକ୍ରନ୍ତ; ପଜିଟିଭ୍ ସଂଖ୍ୟା ୮କୁ ବୃଦ୍ଧି…
ସୋର: ପୁଣି ଜଣେ ୧୨ ବର୍ଷୀୟ ଛାତ୍ର ଜାପାନିଜ ଏନସେଫାଲାଇଟସ ପଜିଟିଭି ଆକ୍ରାନ୍ତ। ପଜିଟିଭି ସଂଖ୍ୟା ୭ରୁ ବଢ଼ି ଏବେ ୮ରେ ପହଞ୍ଚିଛି। ପ୍ରଥମ ଥର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମ ବାହାରୁ ସାଦମପୁର ଗାଁରୁ ବାହାରିଲା ପଜିଟିଭି। ଛାତ୍ର ଜଣକ ରାଧାନାଥ ସ୍କୁଲର ଷଷ୍ଠ ଶ୍ରେଣୀର!-->…
ଧାନ କିଣିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ବ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର!-->…
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ସେମିଫାଇନାଲ୍ରୁ ଭାରତ ବିଦା, ଅଷ୍ଟ୍ରେଲିଆ ୫ ରନ୍ରେ ବିଜୟୀ…
କେପ୍ଟାଉନ୍: ଗତ ସଂସ୍କରଣ ପରି ଏଥର ମଧ୍ୟ ଭାରତର ବିଶ୍ବକପ୍ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ବାଧା ଦେଇଛି। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ରନ୍ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ!-->…
ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥିଲେ ମସ୍କଙ୍କ ଠାରୁ ଅଧିକ ଧନୀ ହୋଇଥାନ୍ତି : ବାବା ରାମଦେବ…
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସାହିତ୍ୟ ଆଜତକ ମଞ୍ଚରେ କହିଛନ୍ତି ଯେ, ଯଦି ସେ ଦେଶ ବଦଳରେ ବ୍ୟବସାୟ ବିଷୟରେ ଚିନ୍ତା କରିଥାନ୍ତେ, ତେବେ ସେ ବିଶ୍ବର ଧନୀ ନମ୍ବର ୧ ବ୍ୟବସାୟୀ ଏଲନ ମସ୍କଙ୍କ ଠାରୁ ବି ଅଧିକ ଧନୀ ହୋଇଥାନ୍ତେ। ବାବା ରାମଦେବ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବେଦ,!-->…
କିଛି କହୁଛନ୍ତି ମୋଦୀ ତୁମର କବର ଖୋଳିବୁ, ଦେଶ କହୁଛି ପଦ୍ମଫୁଲ ଫୁଟିବ: ମୋଦୀ…
ସିଲଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟର ସିଲଂରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକଙ୍କୁ ଯେଉଁମାନଙ୍କୁ ଦେଶ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି,!-->…
ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିର ପକ୍ଷରୁ ହୋଲି ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ…
ମଥୁରା: ଉତ୍ତରପ୍ରଦେଶର ମଥୁରା ହୋଲି ପାଳନ ପାଇଁ ବେଶ ପ୍ରସିଦ୍ଧ | ମଥୁରାର ବୃନ୍ଦାବନରେ ଥିବା ବାଙ୍କବିହାରୀ ମନ୍ଦିରରେ ହୋଲି ଦିନ ଭକ୍ତମାନେ ସେମାନଙ୍କ ଠାକୁରଜୀ (ଶ୍ରୀକୃଷ୍ଣ) ଙ୍କ ସହ ହୋଲି ଖେଳନ୍ତି | ବର୍ତ୍ତମାନ ହୋଲିର ପର୍ବ ପାଖେଇ ଆସିଛି | ଆଉ ଏହାକୁ ନେଇ ବାଙ୍କବିହାରୀ ମନ୍ଦିର!-->…
ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ…
ନୂଆଦିଲ୍ଲୀ : ଆଜିକୁ ଠିକ୍ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ।!-->…
୬.୨ ତୀବ୍ରତାର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ…
ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ!-->…