ବିଶ୍ୱ ବ୍ୟାଙ୍କର ନେତୃତ୍ୱ ନେବେ ଅଜୟ ବାଙ୍ଗା…

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ସେ ୱାଶିଂଟନ ପକ୍ଷରୁ ଶ୍ରୀ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି। ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ

ମେୟର ନିର୍ବାଚନ ପରେ ଆପ୍‌କୁ ଝଟକା, ଦଳ ଛାଡ଼ି ବିଜେପିରେ କାଉନସିଲର

ନୂଆଦିଲ୍ଲୀ : ଦିଲ୍ଲୀ ମେୟର ଓ ଡେପୁଟି ମେୟର ସହ ଏମସିଡିକୁ ଦଖଲ କରିଥିବା କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟିକୁ ଝଟକା ଲାଗିଛି। ମେୟର ନିର୍ବାଚନର ପରେ ଆପ ଟିକେଟରେ ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ପବନ ଖେଡା ନିଃସର୍ତ୍ତ କ୍ଷମା ମାଗିଛନ୍ତି, ଏବେ ପୁଲିସ୍‌ ନିଷ୍କର୍ଷ ପହଞ୍ଚିବ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୁରୁବାର ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଆସାମ

ମୁଣ୍ଡ ଟେକୁଛି ଖଲିସ୍ଥାନୀ ଆନ୍ଦୋଳନ ! ଅମୃତପାଲ ସିଂହ କହିଲେ ଏହାକୁ କେହି ଦବେଇ ପାରିବେ ନାହିଁ

ଚଣ୍ଡୀଗଡ଼ : ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ତଥା ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଭଳି ବିଦ୍ରୋହୀ ନେତା ଭାବେ ଉପସ୍ଥାପିତ କରୁଥିବା ମୁଖ୍ୟ ଅମୃତପାଲ ସିଂହ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ମନରେ ଖଲିସ୍ଥାନୀ ଭାବନା ଛାଇ

ସିଡବ୍ଲ୍ୟୁସି ପାଇଁ ନିର୍ବାଚନ ହେବନି, ସଦସ୍ୟ ବାଛିବେ ମଲ୍ଲିକାର୍ଜୁନ ଖଡଗେ…

ନୂଆଦିଲ୍ଲୀ : ସିଡବ୍ଲ୍ୟୁସି ତଥା କଂଗ୍ରେସ କାର୍ଯ୍ୟକାଣିଣୀ ପାଇଁ ନିର୍ବାଚନ ହେବନି। ସିଡବ୍ଲ୍ୟୁସି ସଦସ୍ୟ ମାନଙ୍କୁ ନୂଆ କଂଗ୍ରେସ ସଭାପତି ମନୋନିତ କରିବେ। ଏଥିପାଇଁ କଂଗ୍ରେସର ନୂତନ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କଂଗ୍ରେସର ପରିଚାଳନା (ଷ୍ଟିୟରିଂ) କମିଟି

ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ସମାରୋହ…

ସୁନ୍ଦରଗଡ଼/ ଦର୍ଲିପାଲି - ୨୪/୦୨/୨୩ ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି।ଏହି

ପୁଣି ସକ୍ରିୟ ହେଲେ ମାଓବାଦୀ : ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ହତ୍ୟା…

ଉମରକୋଟ( 24/02/2023) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଳେପାଡ଼ାରେ ଗତ କାଲି ଵିଲୋମ୍ବିତ ରାତିରେ ସ୍ବର୍ଗୀୟ ଧରନିଧର ମଲ୍ଲିକାଙ୍କ ପୁଅ ଚନ୍ଦନ ମଲ୍ଲିକ କୁ ଘରୁ ଡାକି ନେଇ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଛନ୍ତି l ମାରିବା ଜାଗାରେ ମାଓବାଦୀ

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ…

ସୁନ୍ଦରଗଡ଼/ରାଉରକେଲା: ୨୪/୨/୨୦୨୩: କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର

ଟ୍ରକ ମାଲିକ ସଂଘ ଆନ୍ଦୋଳନ : ଶାନ୍ତିପୂର୍ଣ୍ଣ ଭାବେ ଲୋଡିଂ ଟ୍ରକ୍ କୁ ରୋକିଲେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ…

ଛତ୍ରପୁର : ଦୀର୍ଘ ଦେଢ଼ ବର୍ଷ ହେଲା ନିଜ ହକ୍ ପାଇଁ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ନିଜର ଦାବି ଜଣେଇ ଆସୁଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆଜି କାଳିଆବାଲି ଓ ଗୋପାଳପୁର ପୋର୍ଟ ମୁଖ୍ୟ ରାସ୍ତାରେ ବିଭିନ୍ନ କମ୍ପାନୀ ରୁ

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସିଦ୍ଧାନ୍ତ ଙ୍କ ଆବିର୍ଭାବ ଓ ପ୍ରଦୀପ ଙ୍କ ପୁନରୁତ୍ଥାନ ପରେ ଚର୍ଚ୍ଚା ଜୋର…

ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି ବ୍ରହ୍ମପୁର : ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ