Sign in
Sign in
Recover your password.
A password will be e-mailed to you.
ଯେଉଁଠୁ ଆରମ୍ଭ, ସେଇଠି ଶେଷ: ସାତ ଘଣ୍ଟା ଉଡାଣ ପରେ ବି ଗନ୍ତବ୍ୟସ୍ଥଳରେ ପହଂଚିପାରିଲାନି ବିମାନ
ଟୋକିଓ: ସାତ ଘଣ୍ଟା ଉଡ଼ାଣ ପରେ ମଧ୍ୟ ଏକ ବିମାନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଲା ନାହିଁ। ଏତେ ଲମ୍ବା ଯାତ୍ରା ପରେ ମଧ୍ୟ ବିମାନରେ ଚଢିଥିବା ଶହ ଶହ ଯାତ୍ରୀ ସେହି ସ୍ଥାନରୁ ଅବତରଣ କରିବାକୁ ବାଧ୍ୟ ହେଲେ ଯେଉଁଠାରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ। ବାସ୍ତବରେ, ଜାପାନରେ ଏଭଳି ଏକ!-->…
ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀ ଗେମଚେଞ୍ଜର ହେବେ: ଶତ୍ରୁଘ୍ନ ସିହ୍ନା
କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ତଥାପି, ଏନେଇ କୌଣସି ରଣନୀତି ସଫଳ ହେବାର ଦେଖାଯାଉନାହିଁ | ବିରୋଧୀ ଦଳମାନେ ପରସ୍ପର ବିରୋଧରେ ବୟାନବାଜି କରୁଥିବାବେଳେ ଏସବୁ ଘଟଣାକୁ ନେଇ ବର୍ତ୍ତମାନ!-->…
ପବନ ଖେଡାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବେ : ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ :କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଆଜି ଶୁଣାଣି ହୋଇଛି। ଏହି ମାମଲାର ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସିଂହ ଶୁଣାଣି କରିଥିଲେ। କୋର୍ଟ ତାଙ୍କ ରାୟରେ!-->…
ବଗିଚାରେ ନିଆଁ ଲାଗି ଏକ ହଜାରରୁ ଉର୍ଦ୍ଧ କାଜୁ ଓ ପାଞ୍ଚଶହରୁ ଉର୍ଦ୍ଧ ଆମ୍ବ ଗଛ ଜଳି ପାଉଁଶ, ଚାଷୀ ମୁଣ୍ଡରେ…
ଦାରିଙ୍ଗବାଡ଼ି, ୨୩/୦୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଏକ ଅଭାବ ନିୟ ଘଟଣା ଘଟି ଯାଇଛି। ଯାହାକି ମୃତ୍ୟୁ ଠାରୁବି ଅତି ମର୍ମନ୍ତୁତ। ଗତକାଲି ଦିବା ପ୍ରାୟ ୧୨ଘଣ୍ଟା ସମୟରେ ବ୍ରାହ୍ମଣୀଗାଁର ଚାଷୀ ମାରିଆନ ସିଂ ଙ୍କ ୩ହେକ୍ଟର ଜମିରେ ଲାଗିଥିବା ଏକ!-->!-->!-->…
ଆପୋଲ ହଷ୍ପିଟାଲ୍ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା :…
ରାୟଗଡ଼ା : ତା:୨୨.୦୨.୨୦୨୩ ଭାରତୀୟ ମଜଦୂର ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଆପୋଲ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ଵର ଆପୋଲୋ ହଷ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ରାଜ୍ୟ ସଂମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ!-->!-->!-->…
ରାଜଗାଙ୍ଗପୁର ଯୁବ ବିକାଶ ମଞ୍ଚର ରକ୍ତଦାନ ଶିବିର…
ସୁନ୍ଦରଗଡ଼/ ରାଜଗାଙ୍ଗପୁର - ୨୩/୦୨/୨୩ଆଜି ଓଡିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇକାକଛାର ଠାରେ "ଯୁବ ବିକାଶ ମଞ୍ଚ" ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
ଶିକ୍ଷା ର ଅବ୍ୟବସ୍ଥା ଘେରରେ କୁଆଁରମୁଣ୍ଡା ବ୍ଲକ : ନିଘୋଡ଼ ନିଦରେ ବ୍ଲକ ଶିକ୍ଷା ଅଧିକାରୀ…!
କୁଆଁରମୁଣ୍ଡା - ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ କୁଆଁରମୁଣ୍ଡା ବ୍ଲକ ପରିଚିତ। ବ୍ଲକ ଠାରୁ ଅନତି ଦୂରରେ ଅନେକ ଗ୍ରାମ ପଞ୍ଚାୟତ ରହିଛି। ଏଠାକାର ଅଧିବାସୀ ମାନେ ସାଧାରଣତ ଚାଷ ଓ କୁଲି ମଜୁରୀ କରି ଜୀବନ ଯାପନ କରିଥାନ୍ତି। ସେମାନଙ୍କ ପିଲାମାନଙ୍କ ପାଇଁ ସରକାର ଦୃଷ୍ଟି!-->…
ଏମସିପି କାର୍ଡ଼ ଅଭାବୀ ଯୋଗାଣ : କାର୍ଡ଼ ଯୋଗାଇବାକୁ ଦାବି…
ହିଞ୍ଜିଳିକାଟୁ,୨୨ା୨: ହିଞ୍ଜିଳିକାଟୁ ମ୍ୟୁନିସପାଲଟି ଓ ବ୍ଳକରେ ଜେଏସୱାଇ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ମା ଓ ଶିଶୁ ସୁରକ୍ଷା କାର୍ଡ଼ (ଏମସିପି) ଅଭାବ କାରଣରୁ ପ୍ରଦାନ ହୋଇ ପାରୁନଥିବାରୁ ଅଭିଯୋଗ ହେଉଛି । ଫଳରେ ହିତାଧିକାରୀ ସରକାରୀ ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଟୀକା!-->…
କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରି କରିବା ପାଇଁ ସମୀକ୍ଷା…
ଭୁବନେଶ୍ୱର ୨୨/୨ : ଗତକାଲି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଅନୁରୋଧ କ୍ରମେ ଓ ମୁଖ୍ୟ ବନ ସଂରକ୍ଷଙ୍କ ( ପି. ସି. ସି. ଏପ୍ ) କେନ୍ଦୁପତ୍ର ସଂସ୍ଥାର ପ୍ରମୁଖ ଶ୍ରୀମତୀ ପୁସା. ଜେ. ମେକ୍ରୋ ଙ୍କ ଆହ୍ବାନ କ୍ରମେ ଗତ ନଭେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ!-->…
ଫୁଲବାଣୀର ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ ଉପସ୍ଥାପନା କଲା ସଂଗଠନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଆଜି ଫୁଲବାଣୀ ବ୍ଲକର ଥିବା ୧୧ ଗୋଟି ଗ୍ରାମ ପଂଚାୟତର ୧୨୪ଟି ଗ୍ରାମର ଦୁଇ ମାସ ଧରି, " ସ୍ୱଚ୍ଛ ଗ୍ରାମ ଅଭିଯାନ" ନିମନ୍ତେ ଏକ ସର୍ଭେ କରାଯାଇଛି, ଉକ୍ତ ସର୍ଭେ ରିପୋର୍ଟ ରେ ଗ୍ରାମଞ୍ଚଳ ର!-->…