Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍ ମ୍ୟାଲେରିଆ ଔଷଧ
ଭୁବନେଶ୍ୱର:ବ୍ରେନ୍ ମ୍ୟାଲେରିଆ ପାଇଁ ମହୌଷଧି। ବ୍ରେନ୍ ମ୍ୟାଲେରିଆ ରୋଗର ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ସଫଳତା। ରାଜ୍ୟରେ ଉଦ୍ଭାବନ ହୋଇଛି ମ୍ୟାଲେରିଆ ଚିକିତ୍ସାର ମହୌଷଧ ଥେରାପେଟିକ୍ ଇଣ୍ଟରଭେନସନ୍। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଆଇଏଲ୍ଏସ ବୈଜ୍ଞାନିକ ଲ୍ୟାବ୍ରେ ଏହି!-->…
ପନିକିରେ ହାଣି ମହିଳାଙ୍କୁ ହତ୍ୟା…
ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମର ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନା (୫୦)ଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୁଧବାର ସକାଳୁ ବୈତରଣୀ ନଦୀପଠାକୁ କେତେକ ଲୋକ ଗାଧୋଇ ଯାଇଥିଲେ। ସେଠାରେ!-->…
ଟ୍ରକ-ଅଟୋ ମୁହାଁମୁହିଁ, ୫ ମୃତ
ରାୟଗଡା: ରାୟଗଡା ନିକଟ କମରଡାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମା ମଝିଘରିଆଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୂର୍ଘଟଣା । ଅଟୋରେ ଆନ୍ଧ୍ର କମରଡାରୁ ୮ଜଣ ରାୟଗଡା ଆସିଥିଲେ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।
ସୂଚନା!-->!-->!-->…
ବଡଯାତ୍ରା ନେଇ ପ୍ରସ୍ତୁତି ବୈଠକ…
ମାଲକାନଗିରି : ପ୍ରତି ଦୁଇ ବର୍ଷରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡ ଯାତ୍ରା । ଏ ନେଇ ଜିଲ୍ଲାରେ ବଡ ଯାତ୍ରା ପୂଜା ଆରମ୍ଭ ହୋଇଯାଇଛି । ତେଣୁ ଆଜି ଉପଜିଲ୍ଲାପାଳଙ୍କ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଗଣ ମାଧ୍ୟମକୁ ଏ ନେଇ ସୂଚନା!-->…
ପ୍ରଥମ ଥର ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ
ଚୌଦ୍ବାର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ।
ନବ ଦାସଙ୍କ ହତ୍ୟାକାରୀ!-->!-->!-->…
ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି…
ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ସକାଳେ ବାଚସ୍ପତି ପ୍ରଥମେ ପୂର୍ବାହ୍ଣ ୧୧.୩୦ ଯାଏ ଗୃହ ମୁଲତବି ରଖିଥିଲେ। ଏହାପରେ ସମାନ ସ୍ଥିତି ଜାରି ରହିଥିବାବେଳେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ!-->…
ନୂଆରୂପ ପାଇବ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ…
ପିପିଲି: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପବନ୍ଧୁଙ୍କ ଜନ୍ମପୀଠ ବିକାଶର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ । ଏଭଳି ଅବସରକୁ ନେଇ ଜନ୍ମପୀଠ ସୁଆଣ୍ଡୋ ଉତ୍ସବ ମୁଖର ।
ଅବହେଳିତ ହୋଇ ଦୀର୍ଘ!-->!-->!-->…
ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର:ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ (ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସ) ନେଇ ମାନସିକ ସମସ୍ୟା ସଂପର୍କରେ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟ ଖାରଜ!-->…
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି : ଜୟନାରାୟଣ
ଭୁବନେଶ୍ୱର: ଆସିଲା ଜୟନାରାୟଣଙ୍କ ପ୍ରତିକିୟା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି । ଘଟଣାର୨୪ଦିନ ପରେ କଣ ମୁଖ୍ୟମନ୍ତ୍ରୀଙ୍କ ନୀଦ ଭାଙ୍ଗିଲା କି? ପୂର୍ବତନ ଜଜଙ୍କୁ ନିୟୋଜନ ପାଇଁ ଅନୁରୋଧ ସମ୍ପୂର୍ଣ୍ଣ ମିଛ । କାଗଜ ଭିତରେ କଣ ଅଛି ବୋଲି ପଚାରିଲେ ସେ କିଛି କହିପାରିବେ ନହଁ ବୋଲି!-->…
ମୁଖ୍ୟମନ୍ତ୍ରୀଙ୍କ ସତ୍ ସାହାସଥିଲେ ଏସ୍ଆଇଟି ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖନ୍ତୁ : ନରସିଂହ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ବହୁ ଡେରିରେ ମୁହଁ ଖୋଲିଲେ କିଛି ଲାଭ ନାହଁ । କିଛି ବି ନୂଆ କଥା ଏଥିରେ ସେ କହିନାହାନ୍ତି । ବିରୋଧି ଦଳ ଯେଉଁ ଯେଉଁ କଥା ପାଇଁ ଦାବି କରୁଛନ୍ତି ସେ ମାମଲାରେ ସେ କିଛି ବି ମନ୍ତବ୍ୟ ଦେଇନାହାନ୍ତି ।ତାଙ୍କ ଷ୍ଟେଟମେଣ୍ଟରୁ ଯାହା ଜଣାପଡୁଛି ସଠିକଭାବେ!-->…