‘ଉଚ୍ଛେଦ ବେଳେ ମୃତ୍ୟୁ’ ଗୀତ ଭାଇରାଲ୍‌ ଯୋଗୁଁ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସର ନୋଟିସ୍‌

ଲକ୍ଷ୍ନୌ: କାନପୁରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବିଦ୍ରୂପ କରି ବ୍ୟାଙ୍ଗାତ୍ମକ ଗୀତ ଗାଇଥିବା ଜଣେ ଜନପ୍ରିୟ ଭୋଜପୁରୀ ଗାୟିକାଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ୍‌ ଜାରି କରିଛି।ସୂଚନାଯୋଗ୍ୟ, ଏହି ଉଚ୍ଛେଦ ବେଳେ ଜଣେ ମାଆ ଓ ଝିଅଙ୍କର ମୃତ୍ୟୁ

ଜୟଶଙ୍କର କ’ଣ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ?: କଂଗ୍ରେସ

ନୂଆଦିଲ୍ଲୀ: ‘‌ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି, ବୋଲ କହି ଆଜି କଂଗ୍ରେସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଆକ୍ରମଣକାରୀ ବା ଅପହରଣକାରୀଙ୍କ ପ୍ରତି ଅପହୃତଙ୍କର ଆସ୍ଥା ବା ଶ୍ରଦ୍ଧା ଜାଗ୍ରତ ହେବାକୁ

ଭାରତକୁ କେହିନୂର ଫେରାଅ: ଭାଇରାଲ୍‌ ହେଲା ଇଂଲଣ୍ଡ୍‌ ଟେଲିଭିଜନ୍‌ ସୋ’ରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକାଙ୍କ…

ନୂଆଦିଲ୍ଲୀ: କୋହିନୂର୍‌ ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର୍‌ କୌର୍‌ ଏବଂ ‘ଜି.ବି. ନିଉଜ୍‌’ର ସାମ୍ବାଦିକା ଇମ୍ମା‌ ୱେବ୍‌ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।ଏହି ପ୍ରସଙ୍ଗକୁ ଭିତ୍ତି କରି

ନେପାଳରେ ୪.୪ ତୀବ୍ରତାର ଭୂମିକମ୍ପ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ: ନେପାଳରେ ବୁଧବାର ଅପରାହ୍ନରେ ରିଚର ସ୍କେଲ୍‌ରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆରରେ ଏହି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ

ଶାନ୍ତି କୁଞ୍ଜ ଠାରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ …

ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ନିଳାଦ୍ରୀ ବିହାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଦିକ୍ଷା ସଂସ୍କାର ସହ ୮୦ରୁ ଉର୍ଦ୍ଧ ବ୍ୟକ୍ତି ଦିକ୍ଷା ଗ୍ରହଣ

ରେଳ ମନ୍ତ୍ରାଳୟରେ ଶେଷ ହେଲା ଭିଆଇପି ସଂସ୍କୃତି! କାର୍ଯ୍ୟାଳୟରେ ଆଟେଣ୍ଡାଣ୍ଟଙ୍କୁ ଡାକିବା ପାଇଁ ବ୍ୟବହୃତ ଘଣ୍ଟି…

ନୂଆଦିଲ୍ଲୀ: ବିଭିନ୍ନ ସ୍ତରରେ ଭିଆଇପି ସଂସ୍କୃତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେଇ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସହାୟକ କର୍ମଚାରୀ (ଆଟେଣ୍ଡାଣ୍ଟ)ମାନଙ୍କୁ ଡାକିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟିକୁ ହଟାଇବାକୁ ନିର୍ଦ୍ଦେଶ

ଉଦ୍ଧବଙ୍କ ଆବେଦନ ଉପରେ ସିନ୍ଦେ ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ‘ଶିବସେନା’ ଭାବେ ମାନ୍ୟତା ଦେବା ଏବଂ ତାଙ୍କ ପାଇଁ ‘ଧନୁ ତୀର’ ଚିହ୍ନ ଆବଣ୍ଟନ କରିବାକୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହ

ମେୟର ପରେ ଡେପୁଟି ମେୟର ପଦବୀ ହାତେଇଲା ଆପ୍‌…

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଆପ୍‌କୁ ଡବଲ ଖୁସି ମିଳିଛି। ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ମଧ୍ୟ ହାତେଇଛି ଆମ ଆଦମୀ ପାର୍ଟି। ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ ବିଜୟୀ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆମ୍ ଆଦମୀ ପାର୍ଟିର ଆଲି ମହମ୍ମଦ ଇକବାଲ ୧୪୭ ଭୋଟ୍ ପାଇଥିବାବେଳେ

ସମ୍ପାଦକୀୟ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ: ବିବିସିକୁ ୟୁକେର ଦୃଢ଼ ସମର୍ଥନ…

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଡକ୍ୟୁମେଣ୍ଟରୀ କରିଥିବା ବିବିସିକୁ ଦୃଢ଼ ସମର୍ଥନ କରିଛି ବ୍ରିଟେନ। ମୋଦିଙ୍କ ଉପରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପ୍ରାୟ ୫୯ ଘଣ୍ଟା

ସ୍ତ୍ରୀକୁ ଧାରୁଆ ଛୁରିରେ ବେକ କାଟିଲା ପରେ ନିଜେ ବେକକାଟି ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ…

କାଶୀପୁର : ନିଜ ସ୍ତ୍ରୀର ବେକକାଟି ହତ୍ୟାକଲା ପରେ ନିଜେ ଛୁରିରେ ବେକକାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ